ଆଶ୍ଚର୍ଯ୍ୟ ! 8 ଘଣ୍ଟା କିଛି ନଖାଇ ପାଣି ଭିତରେ ଶୋଉଛି ଏହି ଯୁବକ, ନିଜର ଏହି କାରନାମା କୁ ନେଇ ସେ ଯାହା କହିଲେ ନା…ଦେଖନ୍ତୁ ଏହି Video

water

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ବାଳକ ବିଷୟ ରେ ଏଠାରେ ଆଲୋଚନା କରିବା ପାଇଁ ଯାଉଛୁ ଜାହା ବିଷୟ ରେ ଆପଣ ମାନେ ଜାଣିବେ ତେବେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଏହି ବାଳକ ବିଗତ 5 ବର୍ଷ ହେଲା ପାଣିରେ ଏମିତି ଭାସୁଛି ନାଁ କିଛି ଖାଉଛି ନାଁ କିଛି ପିଉଛି । ତେବେ ଏହା ସହିତ ଏହି ବାଳକ କୁ ମୋଟେ ବି ପାଣିର ଭୟ ନାହିଁ ତଥା ପାଣିରେ ଥିବା ଜିବ ଯନ୍ତୁ ଙ୍କୁ ମଧ୍ୟ । ତେବେ ତା ପାଖରେ କେବଳ ରହିଛି ପ୍ରବଳ ଇଚ୍ଛା ଶକ୍ତି ଏବଂ ଆତ୍ମବିଶ୍ୱାସ ।

ତେବେ ତା ମନରେ ରହିଛି ଅନେକ ଆଶା ଏବଂ ଅସୁମାରୀ ସେ କିଛି ନୂଆ କରିବାର ଆଶା ରଖି ଏହି ପରି ଭାବେ ଆଗେଇ ଚାଲିଥିବାର ଦେଖିବା ପାଇଁ ମିଳୁଛି । ଆଜିର ସମୟ ରେ ସମସ୍ତ ଙ୍କ ପାଖରେ କରିବା ପାଇଁ ବହୁତ କିଛି ରହିଛି କିଏ ଖେଳ କୁଦ କରିବା ପାଇଁ ଆଗଉଛି ତ କିଏ ପାଠ ପଢି ବଡ ମଣିଷ ହେବାକୁ ଆଗଉଛି । ହେଲେ ଏଠାରେ ଏହି ବାଳକ ପାଖରେ ଏକ ବିରଳ ପ୍ରକାରର ପ୍ରତିଭା ଦେଖିବା ପାଇଁ ମିଳିଛି । ଆପଣ ମାନେ ବି ଥରେ ଦେଖନ୍ତୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ ।

water

ତେବେ ଏହି ଦୃଶ୍ୟ ହେଲା 15 ବର୍ଷିୟ ବାଳକ ର ଜାହାର ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଯିଏକି କେବଳ 15 ବର୍ଷ ବୟସ ରେ ଏହି ଅଦ୍ଭୁତ କ୍ଷେମତା ର ଅଧିକାରୀ ସାଜି ସାରିଛି । ଲୋକ ମାନେ ପାଣିରେ ପହଁରିବା କଥା ଆମେ ମାନେ ଜାଣନ୍ତି ହେଲେ କେହି ପାଣିରେ ଭାସୁଥିବା କଥା ଆମେ କେବେ ସୁଣି ନାହୁଁ । ଭାଇରଲ ଭିଡ଼ିଓ ଏମିତି ଦେଖିବା ପାଇଁ ମିଳୁଛି ।

ତେବେ ବନ୍ଧୁଗଣ ଏହି ଦୃଶ୍ୟଟି କେନ୍ଦ୍ରପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ହାଟ ସାହି ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି । ତେବେ ଏହି ଗ୍ରାମର କେବଳ 15 ବର୍ଷିୟ ବାଳକ ପ୍ରତୀକ ଦାସ ଙ୍କ ଏମିତି ଆଶ୍ଚର୍ଯ୍ୟ ଜନକ କାଣ୍ଡ ଦେଖି ସମସ୍ତେ ଅବାକ ହୋଇଜାଇଛନ୍ତି । ତେବେ ଏହି ପିଲାଟି ଏମିତି ପାଣିରେ ଶୋଇ କରି ଭାସୁଛି ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଜାଇଛନ୍ତି ।

ତେବେ ଏହି ପିଲାଟି ଏମିତି ଅଭାସ ଦିର୍ଘ 5 ବର୍ଷ ହେଲା ବଜାଇ ରଖିଛନ୍ତି । ତେବେ ପିଲାଟି ଆଗରୁ କମ୍ ସମୟ ଭାସି ରହୁଥିଲା ହେଲେ ବର୍ତମାନ ସମୟ ରେ ଅଧିକ ସମୟ ଭାସି ରହୁଛି । ଆଉ ଏହି କଥା ସେ ନିଜେ ହିଁ କହିଛି । ତେବେ ନଦୀ କିମ୍ବା ପୋଖରୀ ଦେଖିଲେ ସେ ପାଣିକୁ ଡେଇଁପଡି 8 ରୁ 10 ଘଣ୍ଟା ଏମିତି ଭାସି ରହିବା ପାଇଁ ପସନ୍ଦ କରେ । ବର୍ତମାନ ସମୟ ରେ ଏହି ପିଲାକୁ ଦେଖିବା ଲାଗି ବହୁତ ଲୋକ ମାନଙ୍କ ଭୀଡ ମଧ୍ୟ ଜମୁଥିବାର ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *