ସୁକନ୍ୟା ସମୃଦ୍ଧି Yojna ରେ ସରକାର ଆଣିଲେ ନୂଆ ନିୟମ ଟଙ୍କା ରଖୁଥିଲେ ଜାଣି ରଖନ୍ତୁ ଏହି ସବୁ ନେହେଲେ ପଛରେ ପସ୍ତେଇବେ !

sukanya yojna

ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସୁକନ୍ୟା ସମୃଦ୍ଧି ଯୋଜନା କୁ ନେଇ ସରକାର ଙ୍କ ନୂଆ ବଡ ଘୋଷଣା କରିଛନ୍ତି । ଯଦି ଆପଣ ମାନେ ଏହି ଯୋଜନା ରେ ଟଙ୍କା ରଖୁଛନ୍ତି ତେବେ ଆପଣ ମାନଙ୍କୁ ବହୁତ ଖୁସୀ ଖବର । ତେବେ ସରକାର ଜାରି କରିଲେ ଏହି ବଡ ନିୟମ ଏବେ ସୁକନ୍ୟା ସମୃଦ୍ଧି ଯୋଜନା କୁ ନେଇ ଲାଗୁ ହେବାକୁ ଯାଉଛି ବଡ ନିୟମ ।

ବନ୍ଧୁଗଣ ଆପଣ ମାନେ ନିଜର ଝିଅ ମାନଙ୍କ ପାଇଁ ନେଇ ପାରିବେ ଠିକ୍ ସମୟ ରେ ଏକ ବହୁତ ବଡ ସୁବିଧା ଏବଂ ସଠିକ୍ ସମୟ ରେ ଆପଣ ମାନେ ପାଇ ପାରିବେ ଅନେକ ସୁବିଧା । ତେବେ ଏହି ସୁକନ୍ୟା ଯୋଜନା ରେ ଲାଗୁ ହୋଇଛି ନୂଆ ନିୟମ ସଠିକ୍ ସମୟ ରେ ଉଠେଇ ପାରିବେ ଜମା ଟଙ୍କା । ତେବେ ଏହା ବିବାହ ପାଇଁ ହେଉ କିମ୍ବା ଶିକ୍ଷା ପାଇଁ ହେଉ ତେବେ ଏହି ଜମାର ଟଙ୍କା କେନ୍ଦ୍ର ସରକାର ଙ୍କ ନିୟମ ଅନୁସାରେ ସୁଧ 7.6% ହାରରେ ଉପଲବ୍ଧ ରହିବ 15 ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିବ ।

sukanya

ତେବେ ବର୍ତମାନ ସମୟ ରେ ଭାରତ ସରକାର ଙ୍କ ଦ୍ୱାରା ବାଳିକା ମାନଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନା କୁ ସୁକନ୍ୟା ସମୃଦ୍ଧି ଯୋଜନା ବୋଲି କୁହାଜାଇଛି । ବନ୍ଧୁଗଣ ଯେଉଁଥିରେ 21 ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିଥାଏ ମୂଖ୍ୟତଃ ଏଥିରେ 15 ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିଥାଏ । ତେବେ 6 ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା ନକରି ଏକାଉଣ୍ଟ ଖାଲି ରଖିଲେ ବି ଚଳିବ ତେବେ କେମିତି ଆପଣ ମାନେ ଟଙ୍କା ଜମା କରି ପାରିବେ ।

ବନ୍ଧୁଗଣ ସୁକନ୍ୟା ସମୃଦ୍ଧି ଯୋଜନା ରେ ଯେତେ ବେଳେ ଟଙ୍କା ଉଠେଇ ପାରିବେ ସେହି ସମୟ ରେ ଝିଅର ବୟସ 18 ହୋଇଥିବ । ଏହି ସମୟ ରେ ନିଜର ଝିଅର ବିବାହ ପାଇଁ 50% ସୁଧ ସହିତ ଟଙ୍କା ଉଠାଇ ପାରିବେ । ବିବାହ ର ତିନି ମାସ ପୂର୍ବରୁ ଏହି ଟଙ୍କା ଆପଣ ମାନେ ଉଠେଇ ପାରିବେ । ଏବଂ ଝିଅର 21 ବର୍ଷ ହେବା ପରେ ଆପଣ ମାନେ ସଂମ୍ପର୍ଣ୍ଣ ଟଙ୍କା ମଧ୍ୟ ଉଠେଇ ପାରିବେ ।

sukanya yojana

ସେହି ପରି ବନ୍ଧୁଗଣ ଜାଣିବା ଉଚ୍ଛ ଶିକ୍ଷା ପାଇଁ କେମିତି ମିଳିବ ସୁବିଧା ଆହୁରୀ ମଧ୍ୟ ଯେଉଁ ମାନେ ଉଚ୍ଚୟ ଶିକ୍ଷା ପାଇଁ ଦଶମ ପରେ ଟଙ୍କାର 50% ଟଙ୍କା ମଧ୍ୟ ଉଠେଇ ପାରିବେ । ତେବେ କେବଳ ଆପଣ ମାନଙ୍କୁ ଜାଣିବା ଦରକାର କି ଆପଣ ମାନେ ଏହି ଟଙ୍କାର ସୁବିଧା ଝିଅର 18 ବର୍ଷ ହେବା ପରେ ହିଁ ଉଠେଇ ପାରିବେ । ତେବେ ବନ୍ଧୁଗଣ ଏହା ଥିଲା ସୁକନ୍ୟା ଯୋଜନା କୁ ନେଇ କିଛି ଖାସ ଖବର ଆପଣ ମାନଙ୍କ ପାଇଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *