କ୍ରିକେଟ ଇତିହାସର କିଛି ଅଜବ ଫିଲ୍ଡିଙ୍ଗ । ଏମିତି ଆଗରୁ ଦେଖି ନଥିବେ

cricket

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ କ୍ରିକେଟ ଏକ ଏମିତି କ୍ରିଡା ଯାହାକି ସମସ୍ତ ଙ୍କ ର ପ୍ରିୟ ହୋଇଥାଏ , ତେବେ ଛୁଆ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଏହି କ୍ରିକେଟ ଖେଳ ପାଇଁ ଦିୱାନା ହୋଇଥାନ୍ତି , ତେବେ କ୍ରିକେଟ ଖେଳ ର ଦିୱାନା ବନିଥିବା ଦର୍ଶକ ମାନଙ୍କ ମନ ରେ ତଡକା ଲଗାଇବା ପାଇଁ ଆଇପିଏଲ ଭଳି ଟି20 ମ୍ୟାଚ୍ଚ ର ଆୟୋଜନ କରାଯାଇଥାଏ , ତେବେ ଆପଣ ମାନେ ଏହି ଆଇପିଏଲ ସିଜିନ ରେ ଛଅ , ଚାରି ର ସହ ବହୁତ ବଲର ମାନେ ବଲିଙ୍ଗ କରୁଥିବାର ଦେଖିଥିବେ ।

ତେବେ ଏହାରି ମଧ୍ୟ ରେ ଆମେ ଗୋଟିଏ ଜିନିଷ ଦେଖିବା ପାଇଁ ଭୁଲି ଯାଇଥାଉ ଯାହା ହେଉଛି ଭଲ ଫିଲଣ୍ଡିଙ୍ଗ ତେବେ ଏହି ଖେଳ ସମୟ ରେ ଏମିତି କିଛି ଭଲ ଖେଳାଳି ରହିଥାନ୍ତି ଯେଉଁ ମାନେ କି ତାଙ୍କର ଟିମ ପାଇଁ ସେମାନେ ଗୋଟେ ନୁହଁ କି ଗୁଟିଏ ରନ ନୁହଁ ବରଂ ସେମାନେ 5 ରନ ବଞ୍ଚାଇଥାନ୍ତି ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଖେଳାଳି ମାନଙ୍କ ବିଷୟ ରେ କହିବୁ ଯାହାକି ସେମାନେ ତାଙ୍କର ଉତ୍ତମ ଫିଲଣ୍ଡିଙ୍ଗ ପାଇଁ ସେମାନଙ୍କ ର ଟିମ ଅନ୍ୟ ଟିମ ବିପକ୍ଷ ରେ ଜିତି ପାରିଛି ।

Brendon MCCullum

ତେବେ ସେହି ଖେଳାଳି ମାନଙ୍କ ର ନାମ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ । ତେବେ ବନ୍ଧୁଗଣ ପ୍ରଥମ ରେ ରହିଛି ବେର୍ଡନ ଏମସି କୁଲମ ତେବେ ଏହି ଖେଳାଳି ପାକିସ୍ଥାନ ବିପକ୍ଷ ରେ ଖେଳା ଯିବା ସମୟ ରେ ସେ ଏକ 4 ରନ କୁ ଅଟକାଇଥିଲେ , ତେବେ ବଲ ଯେତେବେଳେ ବାଉଣ୍ଡ୍ରି ର ପାଖ ରେ ପହଞ୍ଚିଥିଲା ସେତେବେଳେ ଏହି ଖେଳାଳି ଜଣକ ବଲ ଠାରୁ ଦୃତ ଗତି ରେ ଦୈଡି ଶେଷରେ ଡ୍ରାଇ ମାରି ବଲ କୁ ଅଟକଇଥିଲେ ଏବଂ 3 ରନ ବଞ୍ଚାଇଥିଲେ ।

ତେବେ ଏହା ପରେ ହେଉଛନ୍ତି ଗେଲେନ ମାକ୍ସୟୁଏଲ ତେବେ ଆପଣ ମାନେ ତ ଜାଣିଥିବେ କି ଏହି ଖେଳାଳି ହେଉଛନ୍ତି ଅଷ୍ଟ୍ରେଲିଆ ର ଜଣେ ଖେଳାଳି ତେବେ ଆପଣ ମାନେ ମଧ୍ୟ ଏହା ଜାଣିଥିବେ କି ଅଷ୍ଟ୍ରେଲିଆ ତାର ଭଲ ଫିଲଣ୍ଡିଙ୍ଗ ପାଇଁ ଆଜି ସେ ସବୁଠାରୁ ଆଗରେ ତେବେ ଗାଲେନ ଏକ ମ୍ୟାଚ୍ଚ ରେ ଆଉ ଏକ ଖେଳାଳି ଙ୍କ ସହ ମିଶି ବଲ କୁ ବାଉଣ୍ଡ୍ରି ପାଖରେ ଅଟକାଇ 5ରନ ତାଙ୍କର ଦଳ ପାଇଁ ବଞ୍ଚାଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *