କାଲି ସେ ମୋର ଥିଲେ ଆଜି ବି ମୋର..

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଲି ସେ ମୋର ଥିଲେ ଆଉ ଆଜିବି ରହିଛନ୍ତି । ଦିନେଶ ମତେ ବିବାହ କରିବା ପାଇଁ ପୁରା ରାଜି । ଯଦି ବିବାହ କରିପାରୁ ନଥାନ୍ତେ । ମୁଁ ଦେଖିଛି ତାଙ୍କ ଆଖିରେ ସେହି ପ୍ରେମକୁ ବହୁତ କେୟାର କରୁଥିଲେ ସେ ମୋର ଯୁଆଡେ କହୁଥିଲେ ସିଆଡେ ଯାଉଥିଲେ । କୁହନ୍ତି ମୁଁ ଥାଉ ଥାଉ ତୁମେ ଏକା କାହିଁକି ଯିବ ମୋ ଖାଇବା ପିଇବା ଠାରୁ ସବୁ କଥା ସେ ବୁଝନ୍ତି ।

ଏତେ ସବୁ କଥା ବୁଝୁଥିବା ଲୋକ କଣ ଏତେ ଜଲ୍ଦି ପରିବର୍ତନ ହୋଇ ପାରେ ମୁଁ ଯଦି କେଉଁ ଦିନ ନଖାଇ ଦୋକାନ ପଳେଇ ଆସିବି ଦିନେଶ ସହି ପାରନ୍ତି ନାହିଁ । ମୋ ମାଆଙ୍କୁ କଲ କରି ପଚାରନ୍ତି ନହେଲେ ମୋ ଦୋକାନ କୁ ଖାଇବା ଧରି ପଳେଇ ଆସନ୍ତି । ଏତେ ସବୁ କରିବା ପରେ ସେ କଣ ମତେ ସେ ଭୁଲି ପାରିବେ । ଏହି ଦିପିକା କୁ ଭୁଲିବା ସମ୍ଭବପର ନୁହେଁ । ସେ ଯେତେ ଜାହାକୁ ଭଲ ପାଇଲେ ବି ସେ ମତେ କେବେ ବି ଭୁଲି ପାରିବେ ନାହିଁ ।

love 1

ଦିପିକା ପରି କେହି କେବେବି ଦିନେଶ ଙ୍କୁ ଭଲ ପାଇ ପାରିବେ ନାହିଁ । ମୁଁ ଜାଣିଛି ସେ ମୋ କଥା ବଝିଥିବେ । ନିଜେ ନପଚାରିଲେ ବି କେଉଁଠୁ ନାଁ କେଉଁଠୁ ମୋ ବିଷୟ ରେ ପଚାରୁଥିବେ ମୁଁ ଜାଣିଛି ତାଙ୍କ ପରିବାର ପାଇଁ ସେ ଦୂରେଇ ରହୁଛନ୍ତି । ନହେଲେ ମୋ ଦିନେଶ କେବେ ବି ଏମିତି ନୁହଁନ୍ତି ଯେତେ ବେଳେ ଥାନାରେ ବିବାହ କଥା ଉଠିଥିଲା ସେତେ ବେଳେ ଦିନେଶ ହଁ ମାନିଥିଲେ ବିବାହ ପାଇଁ ହେଲେ ଠିକ୍ ସମୟ ରେ ଭିଲିୟାନ ଶାଶୁ ଆସି ବିଗାଡି ଦେଲେ ।

ମୁଁ ତାଙ୍କୁ ବହୁତ ସମ୍ମାନ କରେ ଏବେ ଶାଶୁ ଙ୍କ ପରେ ଶସୁର ବି ସମ୍ମାନ ହରାଉଛନ୍ତି । ବହୁ ଉପରେ କୋପ ଦୃଷ୍ଟି ପକାଉଛନ୍ତି କେତେ ବେଳେ ମତେ ଘରକୁ ଡାକୁଛନ୍ତି ତ କେବେ ବେଳେ ଲଡୁ ବାହାନା ରେ ମୋ ଦେହ ଉପରେ ନଜର ପକାଉଛନ୍ତି । ଛି ଛି କେମିତିକା ଲୋକ ଏମାନେ ପଇସା ରହିଛି ବୋଲି ଏମାନେ ମଣିଷ କୁ କୁକୁର ବୋଲି ଭାବୁଛନ୍ତି ।

dipika

ଦିପିକା ଗରିବ ହୋଇପାରେ ହେଲେ ଭୀକାରି ନୁହେଁ ଆଜି ଯାଏ ନିଜ ପଇସା ରେ ଚଳୁଛି । କାହାଠୁ ଗୋଟିଏ ଟଙ୍କାବି ମାଗି ନାହିଁ । ତେବେ ଏମିତି କଣ ପାଇଁ ମୋ ସହିତ ହେଉଛି ବୋଲି ଦିପିକା କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *