ବିବାଦ ରେ ୟୁଟ୍ୟୁବର କେଉଁ ଜିଲ୍ଲା ର ଝିଅ କେମିତି । ଖୋର୍ଦ୍ଧା ଜିଲ୍ଲା ଝିଅ ଏମିତି । ବରଗଡ଼ ଜିଲ୍ଲା ଝିଅ ସେମିତି । ଏ ଜିଲ୍ଲା ଝିଅ ଗଞ୍ଜେଇ ଖାଇ । ସେ ଜିଲ୍ଲା ଝିଅ ଏମିତି କହି ପୁରା ଓଡ଼ିଶା ର ସମସ୍ତ ଜିଲ୍ଲା ର ଝିଅ ଙ୍କୁ ଟାର୍ଗେଟ କରି ଏବେ ବିବାଦ ରେ ଜଣେ ସିଙ୍ଗର I ପୂର୍ବରୁ ସେ ଏପରି ଅନେକ ଗୀତ ୟୁଟ୍ୟୁବରେ ଗାଇଛନ୍ତି ହେଲେ ଏହି ଗୀତରେ କୋରାପୁଟ ଜିଲ୍ଲା ର ଝିଅ ମାନେ ଗଞ୍ଜେଇ ଖାଇ କହି ବିବାଦ ରେ I ସବୁ ଜିଲ୍ଲା ରୁ ତାଙ୍କ ନାମରେ ଥାନାରେ ଏତଲା ଦିଆଗଲାଣି ।
ତାଙ୍କ ନାମରେ ବିବାଦ ତୀବ୍ର ହେଉଥିବାରୁ ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯାଇପାରେ ବୋଲି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏଭଳି ଗୀତ ଗାଇଥିବା ବାଲେଶ୍ଵର ର ଶଙ୍କର ଙ୍କ ବିବାଦ ଏବେ ବଢିବାରେ ଲାଗିଛି । ଏପଟେ ଗଣମାଧ୍ୟମ ର ଶୀର୍ଷକ ପାଲଟିଛନ୍ତି ଏହି ୟୁଟ୍ୟୁବର I ବିଶେଷ କରି କୋରାପୁଟ ଝିଅ ଗଞୀେଇ ଖାଇ କହି ବିବାଦ କୁ ଆସିଥିଲେ ଏବଂ ଏବେ ଥାନାରେ ଏତଲା ଦିଆଯାଇଛି I
ତେବେ ଏଭଳି ଗୀତ ପାଇଁ ଶଙ୍କର ମାନେ ଉମାକାନ୍ତ ନିସର୍ତ୍ତ କ୍ଷମା ମାଗିଥିଲେ ମଧ୍ୟ କିଛି ଗଣମାଧ୍ୟମ ଖବର ପ୍ରସାରଣ ରୁ ବିରତ ହେଇ ନାହାନ୍ତି । ଯାହାକୁ ନେଇ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ବିପକ୍ଷରେ ବର୍ଷିଛନ୍ତି ଏହି ବିବାଦିୟ ସିଙ୍ଗର ଜଣଙ୍କ I ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି କି ଗୋଟେ କମେଡି ଗୀତ କୁ ମୋହାରା କରି ମତେ ବଦନାମ କରିବା ପାଇଁ ଭାସ୍କର ଚେନ୍ନାଲ ଆପ୍ରାଣେ ଚେଷ୍ଟା ଚଳାଉଛି ।
ଝିଅ ଗଞୀେଇ ଟାଣିବାର ଭିଡ଼ିଓ ସୋସିଆଲ ମିଡିଆରେ ପ୍ରମାଣ ଦେଇ ସାରିବା ପରେ ଏବଂ ସେହି ବିବାଦୀୟ ଗୀତ ପାଇଁ କ୍ଷମା ପାର୍ଥନା କରିବା ପରେ ବି ସେମାନେ ପୁଣି ଲାଗିଛନ୍ତି ବୋଲି ସେ କହିଛନ୍ତି । ତେବେ ଆପଣ ମାନଙ୍କୁ କଣ ଲାଗୁଛି ଏହା କରିବା ଠିକ୍ କି ଭୁଲ ଅଟେ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।