‘୨୦୨୪ ନୁହଁ ୨୦୨୩ ରେ ନିର୍ବାଚନ’ ଦେଖନ୍ତୁ କଣ କହୁଛନ୍ତି ବିଜେଡି ନେତା…ଦେଖନ୍ତୁ Video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଦୁଇ ଦିନିଆ ଗସ୍ଥରେ ଆସି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଦଳିୟ କର୍ମି ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ପାର୍ଟି ପକ୍ଷ ରୁ ଦିଆଜାଇ ଥିବା କାମ କୁ ସଠିକ୍ ଭାବେ କରିବା ଏବଂ ଶୀଘ୍ର କାର୍ଯ୍ୟନ୍ୱୟନ ହେଉନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଗାଁ ର ୱାର୍ଡ ର ବୁଥ ସ୍ଥରରେ ସଂଙ୍ଗଠନ କୁ ମଜବୁତ କରିବା ବିଭିନ୍ନ ପ୍ରସଂଙ୍ଗରେ ରାଜ୍ୟସରକାର ବିଫଳତା ମୋଦି ସରକାର ଙ୍କ ସଫଳ ଯୋଜନା କୁ ଲୋକ ମାନଙ୍କ ପାଖରେ ପହଁଚେଇବା ପାଇଁ କର୍ମି ମାନଙ୍କୁ ଆହ୍ୱନ ଦେଇଥିଲେ ।

ସେହି ପରି ଘରେ ଘରେ ପଦ୍ମ ଫୁଲ ଆଙ୍କିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହା ସହିତ କଠିନ ପରିଶ୍ରମ କରି ଜୋରଦାର ଢଙ୍ଗରେ ପରିଶ୍ରମ କଲେ ଦଳ ସରକାର କୁ ଆସିବ ବୋଲି ଗୃହମନ୍ତ୍ରୀ ସାହା କହିଥିଲେ । 2024 ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ଅମିତ ସାହ ଦଳି ମନ୍ତ୍ରୀ ଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଥିଲେ ଯେ ଦଳ ର ସ୍ୱର କୁ ଶାଣିତ କର । ତେବେ ଏଠାରେ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କରୁଛନ୍ତି । ତାହାକୁ ତୁମେ ମାନେ ଲୋକଲୋଚନ କୁ ଆଣ । ଶାଣିତ ଢଙ୍ଗରେ ରାଜନୈତିକ ଆକ୍ରମଣ କର ।

Amit

ଓଡିଶାରେ ବହୁତ ସମ୍ଭାବନା ଓ ସୁଯୋଗ ଅଛି । ତେବେ ଏହା ଉପରେ ବିଭିନ୍ନ ବିଧାୟକ ମାନେ ନିଜର ମନ୍ତବ୍ୟ ରଖିଛନ୍ତି । ତେବେ କିଛି ବିଧାୟକ କହିଛନ୍ତି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2024 ରେ ନୁହେଁ 2023 ରେ ହିଁ ନିର୍ବାଚନ କରିବେ । ତେବେ ଆମେ ମାନେ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛୁ ଏହା ସହିତ ସବୁ ବୁଧାୟକ ମାନେ କହିଛନ୍ତି କି ଗୃହମନ୍ତ୍ରୀ ଅମିତ ସାହ ରାଜ୍ୟର ଉନ୍ନତି ବିକାଶ ଆଦି ଉପରେ ଆମକୁ ସୂଚିତ କରିଛନ୍ତି । ବୁଥ ସ୍ଥରରେ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏବଂ ସଂଙ୍ଗଠନ କୁ ଆହୁରି ଅଧିକ ସକ୍ରିୟ କରାଯିବ ।

ତେବେ ସାହା କହିଛନ୍ତି ଯେ ମୋଦି 3 ଥର ଗୁଜୁରାଟ ରେ ମୂଖ୍ୟମନ୍ତ୍ରୀ ହୋଇଛନ୍ତି । ଲଗାତାର 2 ଥର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି । ଲୋକଙ୍କ ବିଶ୍ୱାସକୁ ଜିତି ଆଜି ସେ ସର୍ବାଧିକ ଲୋକପ୍ରିୟ ହୋଇପାରିଛନ୍ତି । ପରିବାରବାଦ ଏବଂ ତୁଷ୍ଟୀକରଣର ରାଜନୀତିକୁ ସେ ସମାପ୍ତ କରିଦେଇଛନ୍ତି । ତାର ପ୍ରକୃଷ୍ଟ ଉଦାହରଣ ହେଲା ପ୍ରଥମ ଦଫାରେ ଗରିବ ଦଳିତ ଓକିଲଙ୍କୁ ଦେଶର ରାଷ୍ଟ୍ରପତି କରାଇଥିଲେ ଓ ଚଳିତ ଥର ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପଦରେ ଅବସ୍ଥାପିତ କରାଇଛନ୍ତି ।

2024 ସାଧାରଣ ନିର୍ବାଚନ ମୋଦି ଜିତିବେ 2024 ସାଧାରଣ ନିର୍ବାଚନ ରେ ମୋଦି ଦୁଇ ତୃତୀୟାଶଂ ଭୋଟ ରେ ଜିତିବେ ଶ୍ରୀ ସାହା ଙ୍କ ପୁସ୍ତକ ଉନ୍ମୋଚନ ସଭାରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କ ସମେତ ଦଳର ଅନ୍ୟ ପବିଷ୍ଟ ନେତା ଏବଂ କର୍ମି ମାନେ ବି ଉପସ୍ଥିତ ଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *