ଅଭିନେତ୍ରୀ ରାକ୍ଷୀ ସାୱାନ୍ତକୁ ନେଇ ଆସିଲା ଦୁଃଖ ଖବର ।

Rakhi Sawant

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ବଲିଉଡ ଜଗତ ର ଅଭିନେତ୍ରୀ ରାଖୀ ସାୱନ ଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଥିବେ ତେବେ ଦିର୍ଘ 4 ଘଣ୍ଟା ର ଅସ୍ତ୍ର ପ୍ରଚାର ହେବା ପରେ ରାଖୀ ସାୱନ ସୁସ୍ଥ ଅଛନ୍ତି , ତେବେ କଣ ଆପଣ ଜାଣନ୍ତି କି ରାଖୀ ସାୱନ ଙ୍କ ର ଏମିତି କଣ ଅସ୍ତ୍ର ପ୍ରଚାର ହେଉଥିଲା ଯାହାକି 4 ଘଣ୍ଟା ସମୟ ଧରି ଚାଲିଥିଲା । ତେବେ ସମ୍ପୁର୍ଣ୍ଣ ଖବର ଟିକୁ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।

ତେବେ ବନ୍ଧୁଗଣ ରାଖୀ ସାୱନ ତାଙ୍କର ଏହି ମେଜର ଅପରେସନ ପାଇଁ ସେ କାହାକୁ କିଛି ବି କହି ନଥିଲେ କି ସେ କଣ ପାଇଁ ଏମିତି ଅପରେସନ ହେଉଛନ୍ତି , ତେବେ ସେ ତାଙ୍କର ଅସ୍ତ୍ର ପ୍ରଚାର ହେବା ପୂର୍ବ ରୁ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭଆଇରାଲ ହୋଇଛି ଯେଉଁଥିରେ ରାଖୀ ସାୱନ ତାଙ୍କର ମେଜର ଅପରେସନ କୁ ନ ଡରି କେମିତି ସାହସିକତା ଦେଖାଇଛନ୍ତି ସେ ନେଇ ସେ ସୋସିଆଲ ମିଡିଆରେ କହିଛନ୍ତି ,

rakhi

ତେବେ 4 ଘଣ୍ଟା ପରେ ଅପରସନ ସଫଳ ହେବା ପରେ ସେ ଏକ ଇଣ୍ଟରଭିୟୁ ରେ କହିଛନ୍ତି କି ତାଙ୍କର ପେଟ ରେ ଗଣ୍ଠି ରହିଥିଲା ଯାହାକି ମୂତ୍ରାସୟ ର ଟିିକିଏ ଉପରକୁ ରହିଥିଲା ଯାହା ପାଇଁ ତାଙ୍କୁ ବହୁତ କଷ୍ଟ ର ସାମନା କରିବାକୁ ପଡୁଥିଲା । ତେବେ ସେ ଏନେଇ ବହୁତ ଥର ଅସ୍ତ୍ର ପ୍ରଚାର କରିବେ ବୋଲି ଭାବିଛନ୍ତି କିନ୍ତୁ କୈଣସି କାମ ର ବ୍ୟସ୍ତତା ଯୋଗୁ ସେ ତାଙ୍କର ଅସ୍ତ୍ର ପ୍ରଚାର କରିପାରିନଥିଲେ ।

ତେବେ ସେ ଜୁହୁ ରେ ଏକ କ୍ରିଟି କେୟାର ହସପିଟାଲ ରେ ଏବେ ତାଙ୍କର ସେହି ସମସ୍ୟା ପାଇଁ ଅସ୍ତ୍ର ପ୍ରଚାର କରିଛନ୍ତି ଯାହାକି ତାହା ଏବେ ସଫଳ ହୋଇ ପାରିଛି । ତେବେ ତାଙ୍କୁ ଡାକ୍ତର ମିନା ସିନ୍ଧେ ତାଙ୍କର ଚିକିତ୍ସା କରୁଥିଲେ । ତେବେ ଅସ୍ତ୍ର ପ୍ରଚାର ହେବା ପରେ ତାଙ୍କୁ ହସପିଟାଲ ରେ ଦୁଇ ଦିନ ଧରି ରହିବାକୁ କୁହାଯାଇଥିଲା ।

ତେବେ ସେଠାରେ ରାଖୀ ସାୱନ ଙ୍କ ବୟ ଫ୍ରେଣ୍ଡ ଆଦିତ ଦୁଃରାନି ତାଙ୍କର କେୟାର ନେଉଥିଲେ । ତେବେ ରାଖୀ ସାୱନ ଙ୍କ ଅସ୍ତ୍ର ପ୍ରଚାର ପରେ ସେ ଏବେ ଟିକିଏ ଭଲ ସେ ଚାଲି ପାରି ନାହାନ୍ତି ତେବେ ସେ କିଛି ଦିନ ପରେ ସମ୍ପର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡାକ୍ତର ସିନ୍ଧେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *