ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଖରୁ ଯେବେ ନିଜ ଲୋକ ଚାଲିଜାଆନ୍ତି ସେତେ ବେଳେ ହରେଇଥିବା ଲୋକ ହିଁ ବୁଝି ପାରନ୍ତି ପ୍ରକୃତ ଦୁଖଃ କଣ ଏବଂ ଦୁଖଃଟି କେତେ ଗଭୀର ସେମିତି କିଛି ଘଟିଛି ଅଭିନେତ୍ରୀ ଲିପି ମହାପାତ୍ର ଙ୍କ କେସ ରେ । ତେବେ ତାଙ୍କର ଅତି ପ୍ରିୟ ବନ୍ଧୁ ବା କୁକୁର ଯିଏ ମୃ-ତ୍ୟୁ ବରଣ କରିଛି । ଜାହାକୁ ଗୋଟିଏ ମାସ ହେଲାଣି ଭୁଲି ପାରୁନାହାଁନ୍ତି ଅଭିନେତ୍ରୀ ଲିପି ମହାପାତ୍ର ଏବଂ ମାଆ ବନ୍ଦନା ମହାପାତ୍ର ଦୁଇ ଜଣ ଚଳଚିତ୍ର ଏବଂ ଓଡିଆ ସିରିଏଲ ଜଗତ ରେ କ୍ଷେତନାମା କଳାକାର ଅଟନ୍ତି ।
ମାଆ ବନ୍ଦନା ମହାପାତ୍ର ଏବଂ ଲିପି ମହାପାତ୍ର ଙ୍କ ଏକ ପ୍ରିୟ କୁକୁର ଥିଲା । ଜାହାର ନଁ ଥିଲା ଜ୍ୟାକ୍ ତାହାକୁ ଭୁଲି ପାରୁନାହାଁନ୍ତି ଦୁଇଜଣ ମରିବାର ଜ୍ୟାକ୍ ରେ ଆଜି ମାସେ ହୋଇଥିଲେ ବି ସେମାନେ ଭୁଲି ପାରୁନାହାଁନ୍ତି । ତଥାପି ମାଆ ଏବଂ ଝିଅ ଝୁରି ହେଉଛନ୍ତି ତାଙ୍କର ପ୍ରିୟ ଜ୍ୟାକ୍ ଲିପି ଏମିତି କିଛି ଲେଖିଥିଲେ ଜ୍ୟାକ୍ ତୁ ମୋ ପାଇଁ ଆଜି ଘରେ ପୂଜା ଅର୍ଚ୍ଚନା ହେଉଛି ।
ଘରେ ଯେବେ ପୂଜା ଅର୍ଚ୍ଚନା ହୁଏ ତୁ ସବୁଠାରୁ ଅଧିକ ଖୁସୀ ହେଉ । ଆଜି ତୋ ପାଇଁ ପୂଜା ଅର୍ଚ୍ଚନା ହେଉଥିବା ବେଳେ ତୁ ଆମ ଗହଣ ରେ ନାହୁଁ । ଜାହାକି ଶୋକାକୂଳ ପରିସ୍ଥିତି ବି ସୃଷ୍ଟି କରିଥିବା ବେଳେ ଲିପି ଙ୍କର ଅତି ପ୍ରିୟ ଥିଲା ଜ୍ୟାକ୍ କେବଳ ଲିପି ନୁହେଁ ବରଂ ଲିପି ଙ୍କ ମାଆ ବନ୍ଦନା ମହାପାତ୍ର ମଧ୍ୟ ଜ୍ୟାକ୍ କୁ ବହୁତ ଭଲ ପାଉଥିଲେ ।
ଘରର ଅତି ପ୍ରିୟ ଡୋଗି ଥିଲା ଏହି ଜ୍ୟାକ୍ ଏବଂ ଲିପି ତା ହାତରେ ରାଖି ମଧ୍ୟ ବାନ୍ଧି ଦେଉଥିଲେ । ତେବେ ଜ୍ୟାକ୍ ଙ୍କୁ ହରେଇ ଲିପି ଙ୍କ ମାାଆ ଏବଂ ପରିବାର ସଂମ୍ପର୍ଣ୍ଣ ଶୋକାକୂଳ ଅଟେ ଜ୍ୟାକ୍ ଙ୍କ କଥା କୁ ମନେ ପକେଇ ଏତେ ଭାବ ବିହ୍ୱଳ ହୋଇ ପଡିଛନ୍ତି ଯେ ଏବେ ଯାଏ ସେମାନେ ନୂଆ ଡୋଗି ମଧ୍ୟ ଆଣି ନାହାଁନ୍ତି ଘରକୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।