ଛୋଟପିଲା ଦେଖିବା ମନା ଦେଖନ୍ତୁ ହେଲା ମହା ଖୁଲାସା ଶେଷରେ ସାମ୍ନାକୁ ଆସିଲା ସବୁ ତଥ୍ୟ ।

video

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଏହି କଥା ଜାଣିଥିବେ ଅନେକ ସମୟ ରେ ସୋସିଆଲ ମିଡିଆ ରେ ଅନେକ କଲ ରେକର୍ଡିଂ ଭାଇରଲ ହୋଇଥାଏ । ତେବେ ଆପଣ ମାନେ ଜାଣିଥିବେ ଆଜିର ସମୟ ରେ ପ୍ରେମି ଯୁଗଳ ମାନେ କହିଛନ୍ତି ଯେ ପ୍ରଥମେ ପ୍ରେମ ଏବଂ ପରେ ଶା-ରୀ-ରିକ ସଂ-ମ୍ପର୍କ ଏବଂ ପରେ ସେମାନେ ପ୍ରେମିକ ଏବଂ ପ୍ରେମିକା ଙ୍କୁ ଚିହ୍ନି ନଥିବା ଭଳି ବ୍ୟବହାର କରନ୍ତି । ତେବେ ଆଜିର ସମୟ ରେ ପ୍ରେମ ପ୍ରତାରଣା ଏବଂ ଧୋକା ଏକ ନୀତି ଦିନିଆ ଘଟଣା ପାଲଟିଗଲାଣି । ଯେ କେହି ବି ଚାହୁଁଛି ଅନ୍ୟ ଜଣଙ୍କୁ ଧୋକା ଦେଇ ଦେଉଛି ।

ଏହି ଭଳି ପ୍ରେମି ଯୁଗଳ ମାନଙ୍କ ପାଇଁ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ଗୁଡିଏ କଲ ରେକର୍ଡିଂ ଭାଇରଲ ହେବାରେ ଲାଗିଛି । ସେହିଥି ମଧ୍ୟରୁ ଆପଣ ମାନଙ୍କୁ ଏକ ରେକର୍ଡିଂ ସୁଣିବା ପାଇଁ ଯାଉଛୁ । ତେବେ ଆପଣ ମାନେ ବି ଭଲ କରି ସୁଣନ୍ତୁ ଏହି କଲ ରେକର୍ଡିଂ କୁ ତେବେ କଲ ରେକଡିଂ ରେ ଗୋଟିଏ ପୁଅ । ତେବେ ଏଠାରେ ପ୍ରେମିକା ଜଣଙ୍କ ପ୍ରେମିକ ଜଣଙ୍କୁ ଅଭିଯୋଗ କରୁଛନ୍ତି ।

ତେବେ ଏହି ସବୁ କଥା ରେ ପ୍ରେମିକା ଜଣଙ୍କ ମଧ୍ୟ ରାଜି ହେଉଛନ୍ତି । ଏବଂ ଏତେ କରିବା ପରେ ବି ପ୍ରେମିକା ଜଣଙ୍କ ପ୍ରେମିକ ର ହାତ କୁ ଅଧା ରାସ୍ତା ରେ ହାତ ଛାଡି ଚାଲିଜାଉଛନ୍ତି । ଏମିତି କି ପ୍ରେମିକ ଜଣଙ୍କ କଥା ମାନି ପ୍ରେମିକା ତାଙ୍କ ସହିତ ଶା-ରୀ-ରିକ ସଂ-ମ୍ପର୍କ ମଧ୍ୟ ରଖିଥିଲେ । ତେବେ ପ୍ରେମିକା ର ସର୍ବସ୍ୱ ଲୁଟି ନେବା ପରେ ପ୍ରେମିକ ଜଣଙ୍କ ନଚିହ୍ନିବା ପରି ବ୍ୟବହାର କରୁଛନ୍ତି ।

ତେବେ ତାଙ୍କ କଥାରୁ ଜାହା ଜଣା ପଡୁଛି ପ୍ରେମିକା ଜଣଙ୍କ ବହୁତ ଥର ଗର୍ଭବତୀ ହୋଇଛନ୍ତି । ଏବଂ ସେତିକି ଥର ସେ ନିଜର ଗର୍ଭପାତ ମଧ୍ୟ କରେଇଛନ୍ତି । ଏହା ପରେ ବି ପ୍ରେମିକ ଜଣଙ୍କ ପ୍ରେମିକା ଙ୍କୁ ବିବାହ କରିବା ପାଇଁ ମନା କରି ଦେଇଛନ୍ତି । ଏବଂ ଏଠାରେ ପ୍ରେମିକା ଜଣଙ୍କ ପ୍ରେମିକ ଙ୍କୁ ଏମିତି ନକରିବା ପାଇଁ ବାଧ୍ୟ ମଧ୍ୟ କରୁଛନ୍ତି । ତେବେ ଆପଣ ମାନେ ଏମିତି ରେକର୍ଡିଂ କୁ ନେଇ ବନ୍ଧୁଗଣ କଣ ରାୟ ରଖିବେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *