ବିଭିନ୍ନ ଆକ୍ଟ୍ରେସ୍ ମାନଙ୍କ ସହ ଆକାଶ ଓ ଭୋଡାଫୋନ ପାଇଁ ଭଏସ୍ ଦେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି Priyanka ।

Priyanka 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁତ ସମୟ ରେ ଆପଣ ମାନେ ସୋସିଆଲ ମିଡିଆ ମାନଙ୍କରେ ସ୍ୱାସ୍ଥ୍ୟ , ବାସ୍ତୁ ଏବଂ ଏମିତି ବହୁତ ଜ୍ଞ୍ୟନ ବର୍ଦ୍ଧକ ଜିନିଷ ମାନ ଦେଖି ଶିକ୍ଷା ଅର୍ଜନ କରନ୍ତି । ସେମିତି ରେ ଏହିଥି ସହ ଏମିତି କିଛି ଭିଡ଼ିଓ ଆସିଥାଏ ଜାହା ଆମ ମାନଙ୍କୁ ମନୋରଂଞୀନ ର ଖୁରାଖ ଯୋଗେଇ ଥାଏ । ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଆଜି ଏମିତି ଏକ ଭିଡ଼ିଓ ବିଷୟ ରେ କହିବା ପାଇଁ ଯାଉଛୁ । ଯେଉଁ ଭିଡ଼ିଓ ଟି ଆପଣ ମାନଙ୍କର ବହୁତ ମନୋରଂଞୀନ କରିବ ।

ବନ୍ଧୁଗଣ ଆଇସେଫ ମିଶ ଇଣ୍ଡିଆର ଉଇନର ଏହାଛଡା ସେ ଜଣେ ଭଏସ୍ ଆଟିଷ୍ଟ,ଆଙ୍କର, ଏବଂ ମଡେଲିଙ୍ଗ କରନ୍ତି । ପ୍ରିୟଙ୍କା ମହାପାତ୍ର । ତେବେ ସେ ଜଣେ ଭଲ ଅଭିନେତ୍ରୀ ମଧ୍ୟ ତେବେ ସେହି ମୋଲ୍ଟିଟେଲେଣ୍ଟେଡ ଅଭିନେତ୍ରୀ ଙ୍କୁ ସାକ୍ଷାତ କାର ପାଇଁ ଜାଇ ଥିବା ବେଳେ ତାଙ୍କୁ ପ୍ରଥମେ କେମିତି ଅଛନ୍ତି ବୋଲି ପଚାରିଥିଲେ । ତେବେ ସେ କହିଥିଲେ ଜୟଜଗନ୍ନାଥ ମୁଁ ଭଲରେ ଅଛି ।

Priyanka

ତେବେ ଜେହେତୁ ଆପଣ ଜଣେ ଭୟେସ୍ ଆଟିଷ୍ଟ ତେବେ ଆମେ ଆପଣଙ୍କର କିଛି ଭୟେସ୍ ସୁଣିବା ପାଇଁ ଚାହିଁବୁ । ତେବେ 40 ରୁ ଅଧିକ ଫିଲ୍ମ ରେ ମୁଁ ଭୟେସ୍ ଦେଇ ସାରିଲିଣି । ତେବେ ହିରୋଇନ ଏବଂ ଅନ୍ୟ କେରେକ୍ଟର ମାନଙ୍କ ପାଇଁ ମୁଁ ଭୟେସ୍ ଦେଇଛି ଏହା ସହିତ ଆଇଭିଆର ଏବଂ ଆନିମେସନ ରେ ମଧ୍ୟ ଭୟେସ୍ ଦିଏ । ତେବେ ଆଶାକ ଇନ୍ଚ୍ୟୁଟ ପାଇଁ ମୁଁ ଯେଉଁ ଭୟେସ୍ ଦେଇଛି । ଏହା ସହ ସହିତ ଏସ ଏସ କେବଲ ନେଟ ସ୍ବରାଜ ଟ୍ରାକ୍ଟର ଇତ୍ୟାଦି ପାଇଁ ମୁଁ ଭଏସ୍ ଦେଇଛି ।

ତେବେ ସହି ପରି ଭାବେ ଭୋଡାଫୋନ ଆଇଭିଆର ର ଭୟେସ୍ ମଧ୍ୟ ମୁଁ ଦେଇଛି । ଏବଂ ବର୍ତମାନ ସମୟ ରେ ମିମିକ୍ରି ମଧ୍ୟ କରେ ତେବେ ଛୋଟ ବେଳୁ ମୋ ପରିବାର ଲୋକ ଏହି ଲାଇନ ରେ ଆସିବା ପାଇଁ ବିରୋଧ କରିଥିଲେ । କେହିବି ସୋପର୍ଟ କରି ନଥିବା ବେଳେ ମୁଁ ଆଜି ବହୁତ କଷ୍ଟ କରି ଏଠାରେ ପହଁଚିଛି ବୋଲି ସେ କହିଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *