ଶେଷରେ ପୁଣି ବାବୁସାନ ଙ୍କୁ କଲ କଲେ ପ୍ରକୃତି ମିଶ୍ର!

babusan 1

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିକଟରେ ବାବୁସାନ ଙ୍କ ର ଶରୀର ଅସୁସ୍ଥ ରହିଥିଲା ଯେଉଁ କାରଣ ରୁ ତାଙ୍କୁ ଭୂବନେଶ୍ୱର ର ଏକ ଘରଇ ହସପିଟାଲ ରେ ତାଙ୍କର ଚିକିତ୍ସା କରାଯାଉଥିଲା , ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସମୟ ରେ ତାଙ୍କର ପତ୍ନୀ ତୃପ୍ତୀ ତାଙ୍କୁ ଦେଖି କରିବା ପାଇଁ ଆସିଥିଲେ ,

ତେବେ ଆପଣ ମାନେ ଜାଣିଥିବେ କି ନିକଟ ଅତିତ ରେ ବାବୁସାନ ଏବଂ ପ୍ରକୃତି ମିଶ୍ର ଙ୍କୁ ନେଇ ଯେଉଁ ବାଦ ବିବାଦ ହୋଇଥିଲା ସେହି କାରଣ କୁ ରାଗ ରଖି ବାବୁସାନ ଙ୍କ ର ପତ୍ନୀ ତୃପ୍ତୀ ସତପଥୀ ବାବୁସାନ ଙ୍କ ଉପରେ ରାଗି ତାଙ୍କ ର ବାପା ଙ୍କ ଘରକୁ ଚାଲିଯାଇଥିଲେ , ତେବେ ବାବୁସାନ ହସପିଟାଲ ରେ ରହିଥିବା ଖବର ଶୁଣି ତୃପ୍ତି ସମସ୍ତ ରାଗକୁ ଭୁଲି ବାବୁସାନ ଙ୍କୁ ଦେଖା କରିବା ପାଇଁ ଚାଲି ଆସିଥିଲେ ,

babu 1

ତେବେ ତୃପ୍ତି ସେଠାରେ ହସ୍ପିଟାଲ ରେ ରହି ବାବୁସାନ ଙ୍କ ର ସେବା କରିଥିଲେ ତେବେ ପରେ ବାବୁସାନ ସୁସ୍ଥ ହେବା ପରେ ତୃପ୍ତୀ ବାବୁସାନ ଙ୍କୁ ଘରକୁ ଫେରାଇ ଆଣିଛନ୍ତି । ତେବେ ଏକ ବଡ ପ୍ରଶ୍ନ ସାମନା କୁ ଆସିଛି ଯାହାକି ବାବୁସାନ ଏବଂ ପ୍ରକୃତି ମିଶ୍ର ଙ୍କୁ ନେଇ ଯେତେବେଳେ କଥା ଉଠିଥିଲା ସେତେବେଳେ ପ୍ରକୃତି ମିଶ୍ର ବାବୁସାନ ଙ୍କୁ ନେଇ ସେ କହିଥିଲେ କି ବାବୁସାନ ତାଙ୍କର ଜଣେ ଭଲ ବନ୍ଧୁ ଏବଂ ତାଙ୍କ ମଧ୍ୟ ରେ କୈଣସି ଖରାପ ସମ୍ପର୍କ ନାହିଁ ।

ତେବେ ଏ ନେଇ ପ୍ରଶ୍ନ ଉଠୁଛି କି ଯଦି ପ୍ରକୃତି ମିଶ୍ର ବାବୁସାନ ଙ୍କୁ ଭଲ ବନ୍ଧୁ ବୋଲି ମାନିଥାନ୍ତି ତେବେ ବାବୁସାନ ଙ୍କ ର ଶରୀର ଗୁରୁତ୍ୱ ଅବସ୍ଥା ରୁ ଏବେ ସୁସ୍ଥ ହୋଇ ହସ୍ପିଟାଲ ରୁ ଘରକୁ ଫେରିଲେଣି ତେବେ କଣ ପ୍ରକୃତି ମିଶ୍ର ବାବୁସାନ ଙ୍କୁ କଲ କରି କିମ୍ବା ମେସେଜ କରି ବାବୁସାନ ଙ୍କ ର ଶରୀର କଥା ବୁଝିଛନ୍ତି ,

babu

ତେବେ ଦେଖିବାକୁ ଗଲେ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କର ହାଲତ ବିଷୟ ରେ ବୁଝିବା ଦରକାର ତେବେ କଣ ପ୍ରକୃତି ମିଶ୍ର ବାବୁସାନ ଙ୍କୁ କଲ କରି କିମ୍ବା ମେସେଜ କରି ବାବୁସାନ ଙ୍କ ର ଶରୀର କଥା ବୁଝିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *