ପ୍ରକୃତି ବାବୁସାନ କେସରେ ପୁଣି ମୁହଁ ଖୋଲିଲେ ସୁର । କହିଲେ ଦୁହିଁଙ୍କର ଗଲୁ

sura

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ବନ୍ଧୁଗଣ ଆପଣ ମାନେ କଂଗ୍ରେସ ର ଅଧକ୍ଷ ସୁର ଭାଇ ଙ୍କୁ ତ ଆପଣ ମାନେ ସମସ୍ତେ ବେସ ଭଲ ଭାବରେ ଜାଣିଥିବେ ତେବେ ସେ ତାଙ୍କର ବକ୍ତବ୍ୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚା ର ବିଷୟ ପାଲଟିଥାନ୍ତି ,

ତେବେ ଆଜି ପୁଣି ସୁର ଭାଇଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ଆସିଥିବାର ନଜର ରେ ଆସିଛନ୍ତି , ତେବେ କଣ ପାଇଁ ଆଜି ସୁରଭାଇ ଚର୍ଚ୍ଚା ରେ ଆସୁଛନ୍ତି ସେ ସବୁ କଥା ବିଷୟ ରେ ସମ୍ପୁର୍ଣ୍ଣ ବିବରଣି ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।

Sura Routray

ତେବେ ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ କି ଆମର କଳା ଦୁନିଆ ଯାହାକି ହେଉଛି ଅଭିନୟ ପାଇଁ କିଛି ଲୋକ ମାନେ ଆଜି ଲୋକ ମାନଙ୍କ ହୃଦୟ ଜିଣି ପାରିଛନ୍ତି , ତେବେ ଆପଣ ଏବେ ଦେଖିବାକୁ ପାଉଥିବେ କି ଆମର ଓଡିଆ ଜଗତ ର କିଛି ଅଭିନେତା ଏବଂ ଅଭିନେତ୍ରୀ ଏବେ ତାଙ୍କର କିଛି କାରନାମା ପାଇଁ ସେମାନେ ନିଜେ ବଦନାମ ହେବା ସହ ଆମର ଓଡିଆ ଜଗତ କଳା ଜଗତ ର ମଧ୍ୟ ଅପମାନ ହେବଉଛି ।

ଯେମିତି କି ଦେଖିବାକୁ ଗଲେ ଆମର ଲୋକ ପ୍ରିୟ ଅଭିନେତା ଅନୁଭବ ଏବଂ ଅଭିନେତ୍ରୀ ବର୍ଷା ଙ୍କ ର ବିବାଦ ଏବେ ଘରୋଇ କଳହ ରୁ ହାଇକୋର୍ଟ ପର୍ଯ୍ୟନ୍ତ ଗଲାଣି ଏବଂ ଏହା ସହ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ର ଘଟଣା ମଧ୍ୟ ଏବେ ପୋଲିସ ରେ ତଦନ୍ତ ଚାଲିଛି , ତେଣୁ ଏଥିଲାଗି ଆମର ସୁର ଭାଇ ଙ୍କ କହିବା ଅନୁଯାଇ ସେମାନଙ୍କ ର ଯାହାବି ଅସୁବିଧା ହେଇଛି ସେ ସବୁ ସେମାନେ ତାଙ୍କର ନିଜ ମଧ୍ୟ ରେ ସମାଧାନ କରିବାକୁ ।

babu

କିନ୍ତୁ ସେହି ଅସୁବିଧା କୁ ସେମାନେ ନିଜ ମଧ୍ୟ ରେ ସମାଧାନ ନ କରି ସେମାନେ ପୋଲିସ ରେ ଅଭିଯୋଗ କରୁଛନ୍ତି , ଏଥିଲାଗି ସେମାନେ ନିଜେ ବଦନାମ ହେବା ସହ ଓଡିଆ କଳା ଜଗତ ର ଅପମାନ କରୁଛନ୍ତି । ଏବଂ ଏହା ସହ ସେ କହୁଛନ୍ତି କି ପ୍ରକୃତି ମିଶ୍ର ଙ୍କ ର ବାହାଘର କରିଦେବା ପାଇଁ । ତେବେ ବନ୍ଧୁଗଣ ଏହା ରହିଥିଲା ସୁରଭାଇ ଙ୍କ ର କିଛି ଭାଇରାଲ କଥା ଯାହାକି ସେ ଆମର ଓଡିଆ ଜଗତର ରହିଥିବା କଳାକାର ମାନଙ୍କ ବିଷୟ ରେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *