OYO ରେ ଖେଳ କରି ରାସ୍ତା ରେ କରିଲେ ହାଇ ଡ୍ରମା । ଭିଡ଼ିଓ ହେଲା ଭାଇରାଲ…

ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓୟୋ ରେ ଖେଳ କରି ରାସ୍ତା ରେ କରିଲେ ହାଇ ଡ୍ରମା । ପ୍ରେମିକା କହୁଛି ମୋବାଇଲ ରେ ରହିଛି ପ୍ରମାଣ । ପ୍ରେମିକ କହୁଛି ତୋ ମୋବାଇଲ କୁ କେମିତି ଆସିଲା ମୁଁ ତତେ ଚିହ୍ନି ନାହିଁ କି ଜାଣି ନାହିଁ । ତେବେ କଣ ରହିଛି ସଂମ୍ପର୍ଣ୍ଣ ଘଟଣା ଏହି ଘଟଣା ଉପରେ ଆସନ୍ତୁ ନଜର ପକେଇବା ।

ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ଭାଇରଲ ହେଉଥିବା ଏହି ଭିଡ଼ିଓ କୁ ଥରେ ଦେଖନ୍ତୁ । ତେବେ ଏଠାରେ ଯୁବକ ମାନେ ପ୍ରେମିକା କୁ କଣ ହୋଇଛି ବୋଲି ପଚାରିଥିଲେ । ତେବେ ମତେ ମାଆ କରି ଛାଡି ଚାଲି ଯାଉଛି ବୋଲି ପ୍ରେମିକା କହିଥିବା ବେଳେ ପ୍ରେମିକ ଜଣଙ୍କ ମୁଁ ତାଙ୍କୁ ଚିହ୍ନିନାହିଁ ବୋଲି ରୋକଠୋକ ମନାକରୁଛନ୍ତି । ଏହା ପରେ ଯୁବତୀ ଜଣଙ୍କ ମୋବାଇଲ ବାହାର କରି ଦୁହିଁଙ୍କ ବିବାହ ବେଳର ଫୋଟ କୁ ଦେଖାଉଛନ୍ତି ।

love 4

ତେବେ ଏହି ଫୋଟ ଦେଖେଇବା ପରେ ପ୍ରେମିକ ଜଣଙ୍କ ଏହି ଫୋଟ ମୋର ନୁହେଁ ବୋଲି କହୁଛନ୍ତି । ଏବଂ ଏହି ମୋବାଇଲ କୁ କେମିତି ଆସିଲା ରାଗି ଜାଇ ସାମ୍ବାଦିକ ଙ୍କ କ୍ୟାମେରା ବନ୍ଦ କରିବା ପାଇଁ ଧମକ୍ ଦେଉଛି । ଏହା ପରେ ଉପସ୍ଥିତ ରହିଥିବା ଯୁବକ ମାନେ ଏହି ଫୋଟ କୁ ଦେଖି ସତ୍ୟ ଜାଣିବା ପରେ ପ୍ରେମିକା ଙ୍କୁ ସାଥିରେ ନେଇଯିବା ପାଇଁ ପ୍ରେମିକ କୁ ଉପଦେଶ ଦେଉଛନ୍ତି । ଏବଂ କିଛି ଯୁବକ ସେହି ଦୁହିଁଙ୍କୁ ନେଇ ସେମାନଙ୍କୁ ସେମାନଙ୍କ ଘରେ ଛାଡିଥିଲେ ।

ତେବେ ବନ୍ଧୁଗଣ ଏହି ଦୃଶ୍ୟ ବିହାର ବଡରଙ୍ଗ ଅଞ୍ଚଳ ରେ ବୋଲି ଜଣା ପଡିଛି । ତେବେ ଆଜିର ସମୟ ରେ ଯୁବପୀଢି ମାନେ ଟିକିଏ କୁତୁକୁତିଆ ପ୍ରେମ କରି ଅୟୋ ହୋଟେଲ ରେ ଖେଳ ସରିବା ପରେ ଆରମ୍ଭ ହୋଇଥାଏ ଯାତ୍ରା ଜାହା ଆଜିର ଦିନରେ ଗୋଟିଏ ଫେମସ କାର୍ଯ୍ୟକ୍ରମ ଅଟେ । ଆପଣ ମାନେ ନିଶ୍ଚିତ ଦେଖିବା ପାଇଁ ପାଉଥିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *