ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ପୁଣି ଚର୍ଚ୍ଚା ରେ ଓଲିଉଡ ର ଜଣାଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର , କିଛି ଦିନ ତଳେ ଅଭିନେତା ବାବୁଶାନ ମହାନ୍ତି ଙ୍କୁ ନେଇ ବିବାଦ ରେ ରହିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ଏକ ବଡ ସୁଯୋଗ ମିଳିବାକୁ ଯାଉଛି ।
ଚର୍ଚ୍ଚା ହେଉଛି ଯେ ଆଗକୁ ବିଗ ବସ ର ସିଜିନ 16 ରେ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ପ୍ରତିଯୋଗୀ ଭାବରେ ନଜର ଆସିବେ ଅଭିନେତ୍ରୀ ପ୍ରକୃତି ମିଶ୍ର । ବଲିଉଡ ଖବର ପ୍ରକାଶ କରୁଥିବା ଏକ ନ୍ୟୁଜ ସାଇଟ ରୁ ଏଭଳି ଏକ ଖବର ପ୍ରକାଶ କରିଛି ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ସୁଯୋଗ ମିଳିଥିବା ନେଇ ଏବେ ଚର୍ଚ୍ଚା ହେଉଛି ବୋଲି ସେହି ବଲିଉଡ ନ୍ୟୁଜ ସାଇଟ ରୁ ଜଣା ପଡିଛି ।
ତେବେ ଓଡିଶା ର କିଛି ଫିଲ୍ମ କରିବା ପରେ ମୁମ୍ବାଇ ଚାଲିଯାଇଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ଏନ ଟିଭିର ମେଗା ଧାରା ବାହିକ ବିଟି ବିଜନେସ ୱାଲି ରେ ମୁଖ୍ୟ ଭୂମିକା ରେ ଦେଖିବାକୁ ମିଳିଥିଲା ଏହା ସହ ସେ ଚର୍ଚ୍ଚିତ ରିଆଲିଟି ସୋ ଏସଓବସ 2 ରେ ପ୍ରତିଯୋଗୀ ହୋଇଥିଲେ ଏହି ସୋ ରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ଦର୍ଶକ ଙ୍କ ଭଲ ପାଇବା ମିଳିଥିବା ସହ ବେସ ଲୋକ ପ୍ରିୟତା ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ମିଳିଥିଲା ।
ତେବେ ନିଜର ଅଭିନୟ ପାଇଁ ଚର୍ଚ୍ଚା ରେ ରହୁଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର କିଛି ଦିନ ତଳେ ବିବାଦିୟ ହୋଇ ପଡିଥିଲେ ଓଲିଉଡ ର ସୁପରଷ୍ଟାର ବାବୁସାନ ଙ୍କ ପତ୍ନୀ ତୃପ୍ତୀ ଙ୍କ ଠାରୁ ରାସ୍ତା ଉପରେ ଧୋକା ଏବଂ ଗାଳି ଶୁଣିବା ପରେ ତାଙ୍କୁ ନେଇ ଜାତୀୟ ଗଣ ମାଧ୍ୟମ ରେ ଚର୍ଚ୍ଚା ହେଉଥିଲା । ଏବେ ଏହି ବିବାଦ ତାଙ୍କୁ ବିଗ ବୋସ ସୋ ରେ ଟିକେଟ ମିଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ବିଗ ବୋସ ର ସୁଯୋଗ ମିଳିଛି କି ନାହିଁ ତାହା ବିଗ ବୋସ ରିଆଲିଟି ସୋ ର ଚୁଡାନ୍ତ ପ୍ରତିଯୋଗୀ ତାଲିକା ଆସିଲେ ହିଁ ଜଣା ପଡିବ । ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ଏଭଳି ଗୋଟିଏ ଏଚଭିମେଣ୍ଟ କୁ ନେଇ ଆପଣ ମାନଙ୍କ ର ନିଜର ପ୍ରତିକ୍ରିୟା ରଖିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।