ଓଡ଼ିଆ ଚତୁର ଢଗ ଢମାଳି,ମୁଁ Parbata ଠାରୁ ବଡ କିନ୍ତୁ ଗଛ ଠାରୁ ଛୋଟ ମୁଁ କିଏ, ଉତ୍ତର ବୁଦ୍ଧିମାନ ଲୋକ ଦେଇ ପାରିବେ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆପଣ ମାନଙ୍କ ପାଇଁ ଆଜି କିଛି ମଜାଦାର ଢଗ ଢମାଳି ନେଇ କରି ଆସିଛୁ । ଜାହା ଆପଣ ମାନେ ପଢିବା ପରେ ଆପଣ ମାନଙ୍କ ନିଶ୍ଚିତ ଭାବେ ଜ୍ଞ୍ୟନ ର ବିକାଶ ହେବ ।

1. ଏହି ଭଳି କେଉଁ ରାଜ୍ୟରେ ରହିଛି ଯେଉଁଠି ଅଧିକ କଳାକାର ଲୋକ ମାନେ ରହିଥାନ୍ତି ।
ଏହାର ସଠିକ୍ ଉତ୍ତର ହେଲା ତାମିଲନାଡୁ ।

2. ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାଇବାରେ ସବୁଠାରୁ ଅଧିକ କଣ ପସନ୍ଦ କରିଥାନ୍ତି?
ଏହାର ସଠିକ୍ ଉତ୍ତର ହେଲା ଢୋକଲା ।

3.ଅକ୍ଷୟ କୁମାରଙ୍କ ପ୍ରକୃତ ନାମ କଣ?
ଏହାର ସଠିକ୍ ଉତ୍ତର ହେଲା ରାଜୀବ ହରି ଓମ ଭାଟିଆ।

qustt

4. ମହିଳା ମାନଙ୍କ ସାଢୀର ଲମ୍ବ କେତେ ହୋଇଥାଏ ?
ଏହାର ସଠିକ୍ ଉତ୍ତର ହେଲା 5 ରୁ 6 ଗଜ ।

5. ଆକାଶ ରେ ମାରୁଥିବା ବିଜୁଳି କେତେ ୱାଟ ର ହୋଇଥାଏ ?
ଏହାର ସଠିକ୍ ଉତ୍ତର ହେଲା 10 କୋଟି ୱାଟ ର ହୋଇଥାଏ ।

6. କେଉଁ ଜୀବ ଏମିତି ରହିଛି ଯିଏ ଦିନ ରାତି ଶୋଇନଥାଏ ?
ଏହାର ସଠିକ୍ ଉତ୍ତର ହେଲା ମାଛ ।

7.ମୟୂର ପୁଛରେ କେତେ ଚନ୍ଦ୍ରିକା ରହିଛି?
ଏହାର ସଠିକ୍ ଉତ୍ତର ହେଲା 18 ଗୋଟି ।

8.କାହାର ଆଠ ଗୋଟି ଆଖି ରହିଛି ?
ଏହାର ସଠିକ୍ ଉତ୍ତର ହେଲା ମାଙ୍କଡସା ।

9. ଚୁଲି ର ତିନି ମୁଣ୍ଡ କୁ କଣ କୁହାଯାଏ ?
ଏହାର ସଠିକ୍ ଉତ୍ତର ହେଲା ଝିଙ୍କା ।

10. ତାହା କେଉଁ ଜିନିଷ ଯାହା ଫାଟିଗଲେ ଆଉ ସିଲେଇ ହୋଇ ପାରିବ ନାହିଁ ?
ଏହାର ସଠିକ୍ ଉତ୍ତର ହେଲା ବେଲୁନ ।

qustiiom

11. ପୃଥିବୀ ର ସବୁଠାରୁ ବଡ ଫୁଲ ର ନାମ କଣ ?
ଏହାର ସଠିକ୍ ଉତ୍ତର ହେଲା ରାଫ୍ଲେସିଆ ।

12. ମୁଁ ପର୍ବତ ଠାରୁ ବଡ କିନ୍ତୁ ଗଛ ଠାରୁ ଛୋଟ ମୁଁ କିଏ ?
ଏହାର ସଠିକ୍ ଉତ୍ତର ହେଲା ପର୍ବତ ଉପରେ ଥିବା ଘାସ ।

13. କାହାର ଡେଣା ନଥିଲେ ବି ସେ ଉଡିପାରେ ?
ଏହାର ସଠିକ୍ ଉତ୍ତର ହେଲା ଗୁଡି ।

14. ତାହା କେଉଁ ଜିନିଷ ଯେଉଁଥିରେ ଫୁଲ ଫଳ ଏବଂ ମିଠା ର ନାମ ରହିଥାଏ ?
ଏହାର ସଠିକ୍ ଉତ୍ତର ହେଲା ଗୁଲାବ ଜାମୁନ ।

15. ଏଭଳି କେଉଁ ଜିନିଷ ଯାହା କହିବା ମାତ୍ରେ ଭାଙ୍ଗି ଯାଇଥାଏ ?
ଏହାର ସଠିକ୍ ଉତ୍ତର ହେଲା ମୌନ ବ୍ରତ୍ତ ।

16 ଟ୍ରେନ ର ଆବିଷ୍କାର କିଏ କରିଥିଲେ ?
ଏହାର ସଠିକ୍ ଉତ୍ତର ହେଲା 1825 ରେ ଜର୍ଜ ଷ୍ଟିଫେନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *