ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଅପରାଜିତା ମହାନ୍ତି ଙ୍କୁ ତ ବହୁତ ଭଲ ଭାବେ ଜାଣି ଥିବେ । ହେଲେ କଣ ଆପଣ ମାନେ ଏହି ବିଷୟ ରେ କେବେ ବି ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଅପରାଜିତା ମହାନ୍ତି ହେଲେ ଜଣେ ମସଲମାନ ହେଲେ ସେ ଜଣେ ହିନ୍ଧୁ ଙ୍କୁ ବିବାହ କରିଛନ୍ତି । ତେବେ ଆମେ ଆଜି ଏହି ପରି ଭାବେ ଅପରାଜିତା ମହାନ୍ତି ଙ୍କ ବିଷୟ ରେ ଏମିତି କିଛି ଅଜଣା କଥା ହେବା ଜାହା ବିଷୟ ରେ ଆପଣ ମାନେ ଆଗରୁ କେବେ ବି ଜାଣି ନ ଥିବେ । ତେବେ ତା ପୂର୍ବରୁ ଆପଣ ମାନଙ୍କୁ ଅନୁରୋଧ ଯେ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢିବେ ତେବେ ଆସନ୍ତୁ ଜାଣିବା ।
ସେମିତି ରେ ବନ୍ଧୁଗଣ ଅପରାଜିତା ମହାନ୍ତି ମାନେ ଟିକି ଅପା ଙ୍କ ଜନ୍ମ 1965 ମସିହା ରେ ସାଲେପୁର ରେ ହୋଇ ଥିଲା , ଏବଂ ତାଙ୍କୁ ବର୍ତମାନ ସମୟ ରେ 55 ବର୍ଷ ହୋଇଛି । ଅପରାଜିତା ମହାନ୍ତି ବର୍ତମାନ ସମୟ ରେ ଭୁବନେଶ୍ୱର ରେ ରହିଛନ୍ତି । ଏବଂ ତାଙ୍କର ବାପା ଙ୍କ ନାମ ହେଲା ଅବ୍ଦୁଲ୍ ଅଜିଜ୍ ଖାନ୍ , ଏବଂ ମାଆ ଙ୍କ ନାମ ହେଲା ହରପ୍ରିଆ ରାୟ । ଏବଂ 1962 ମସିହା ରେ ସେ ପ୍ରେମ ବିବାହ କରି ଥିଲେ ଅପରାଜିତା ମହାନ୍ତି ଙ୍କର ମାଆ ଏବଂ ବାପା ଏବଂ ପରେ ପରେ 1980 ମସିହା ରେ ଅପରାଜିତା ମହାନ୍ତି ପ୍ରଥମ ଓଡ଼ିଆ ଫିଲ୍ମ କରି ଥିଲେ ।
ଏବଂ ଏହି ଫିଲ୍ମ ର ନାମ ଥିଲା ସୀତା ଲବକୁଶ ସେହି ସମୟ ରେ ଏହି ଫିଲ୍ମ ଟି ଦର୍ଶକ ମାନଙ୍କୁ ବହୁତ ଅଧିକ ପସନ୍ଦ ଆସି ଥିଲା ଏବଂ ପରେ ପରେ ସେ 1987 ମସିହା ରେ ଉତ୍ତମ ମହାନ୍ତି ଙ୍କୁ ପ୍ରେମ ବିବାହ କରି ଥିଲେ । ଏବଂ ପରେ ତାଙ୍କର ପୁଅ ଜନ୍ମ ନେଇ ଥିଲେ ଏବଂ ତାଙ୍କ ବିଷୟ ରେ ତ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ତାଙ୍କର ନାମ ବାବୁସାନ ବୋଲି ଏବଂ ବାବୁସାନ ବି ବର୍ତମାନ ସମୟ ରେ ବିବାହ କରି ସାରିଛନ୍ତି । ତାଙ୍କର ସ୍ତ୍ରୀ ଙ୍କ ନାମ ତୃପ୍ତି ସତପଥୀ ରହିଛି ,
2018 ମସିହା ରେ ଅପରାଜିତା ମହାନ୍ତି BJP ରେ ଯୋଗ ଦାନ କରି ଥିବା ବେଳେ ଏହା ପୂର୍ବ ରୁ 1992 ମସିହା ରେ ଉଦଣ୍ଡୀ ସୀତା , ଜଗା ହାତ ରେ ପଘା , ଆଉ ଏହି ପରି ବହୁତ ସାରା ଫିଲ୍ମ କରି ଥିବାର ଆପଣ ମାନେ ଦେଖିବା ପାଇ ଥିବେ । ସେହି ପରି ଆମେ ତାଙ୍କର ସଂମ୍ପତୀ ବିଷୟ ରେ ଯଦି କହିବା ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଅପରାଜିତା ଗୋଟେ ଚଳଚିତ୍ରରେ କାମ କରିବା ପାଇଁ 10 ରୁ 12 ଲକ୍ଷ ଡିମାଣ୍ଡ କରନ୍ତି । ଆଉ ଗୋଟେ ବିଜ୍ଞାପନରେ କାମ କରିବା ପାଇଁ ସେ 4 ରୁ 5 ଲକ୍ଷ ଟଙ୍କା ଡିମାଣ୍ଡ କରି ଥାନ୍ତି ।
ତାଙ୍କ ପାଖରେ ଗୋଟେ ଆଲିଶାନ ଘର ଅଛି ଆଉ ଦୁଇଟି କାର ମଧ୍ୟ ଅଛି । ତେବେ ରିପୋର୍ଟସ ମୁତାବକ ତାଙ୍କ ପାଖରେ 40 ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ଅଛି । ସେମିତି ରେ ଆପଣ ମାନଙ୍କୁ ଅପରାଜିତା ମହାନ୍ତି ବା ଟିକି ଅପା ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।