ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆପଣଙ୍କୁ ଏମିତି ଜଣେ ଜ୍ଞାନୀ ତଥା ବରିଷ୍ଟ ବ୍ୟକ୍ତି ଙ୍କ ବିଷୟରେ ଜଣେଇବୁ ଯାହାଙ୍କର ବିଶେଶ୍ୱତ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଅର୍ଥାତ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବାବା ଙ୍କର ଭବିଷ୍ୟତ ବାଣୀ ଏବଂ ବର୍ତ୍ତମାନର ସତ୍ୟତାକୁ ନେଇ ଏକ ଆଲୋଚନା କରିଛନ୍ତି। ଆପଣ ମାନେ ଜଣିଛନ୍ତି ଯେଏହି ପୂର୍ବ ପୁରୁଷଙ୍କର ବାଣୀ ମଧ୍ୟରୁ ଅଚ୍ୟୁତାନନ୍ଦଙ୍କର ମାଳିକା ଵଚନ ଅନ୍ୟତମ। ବର୍ତ୍ତମାନ ଦେଖାଯାଉଛି କି ଅଚ୍ୟୁତାନନ୍ଦ ତାଙ୍କର ମାଳିକାରେ ଯାହା କିଛି ବି ଭବିଷ୍ୟ ବାଣୀ କରିଥିଲେ ତାହା ସତରେ ପ୍ରକାଶିତ ହେବା କୁ ଯାଉଛି।
ଏହାର ବଡ ଉଦାହରଣ ହେଲା ବର୍ତମାନ ସମୟ ର ମାରାତ୍ମକ କୋରନା ଜାହା ବିଷୟ ରେ ମାଳିକା ରେ ଆଗରୁ ମଧ୍ୟ ବର୍ଣ୍ଣିତ ହୋଇଛି । ତେବେ ଅଚ୍ୟୁତାନନ୍ଦ ମାଳିକା ତଥା ତାଙ୍କର ଭବିଷ୍ୟବାଣୀ ଅନୁସରଣ କରି ଆମ ଓଡିଶା ର କେତେକ ପଣ୍ଡିତ ତଥା ଜ୍ଞ୍ୟାନୀ ବ୍ୟକ୍ତି ରହିଛନ୍ତି ଯେଉଁ ମାନେ କଳିଯୁଗର ଅନ୍ତ କୁ ନେଇ କେତେକ ଭବିଷ୍ୟବାଣୀ କରିଛନ୍ତି । ଜାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।
ସେମିତି ରେ ଆପଣ ମାନେ ପୁରୀ ଶ୍ରୀ ମନ୍ଦିର ଉପରେ ଭାଇରଲ ହୋଇଥିବା ଏକ ଭିଡ଼ିଓ ବିଷୟ ରେ ନିଶ୍ଚିତ ଜାଣିଥିବେ ତେବେ ଏହି ଘଟଣା ଟି କିଛି ଏମିତି ରହିଛି କି କିଛି ଦିନ ତଳେ ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ଉପରେ କିଛି ଚୀଲ ଉଡୁଥିବାର ଦେଖିବା ପାଇଁ ମିଳିଥିଲେ । ଏହି ଚୀଲ ପକ୍ଷୀ ଉଡିବା ଏକ ନାକାରାତ୍ମକ ସୂଚନା ଅଟେ । ସେମିତି ରେ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ପୁରୀ ଶ୍ରୀ ମନ୍ଦିର ଉପରେ ଦିନେ ଏପରି ଘଟଣା ହେବ ବୋଲି ମାଳିକା ରେ ଲେଖାଥିଲା ।
ତେବେ ବନ୍ଧୁଗଣ ଏହି ଘଟଣା ଟିକୁ ନେଇ ବର୍ତ୍ତମାନ ପୁରୀ ର ଜଣେ ମାଳିକା ରିସର୍ଚ୍ଚର ବାବା ସାରଳା ପ୍ରସାଦ ନିଜର ମତ ରଖିଛନ୍ତି। ତେବେ ବାବା ସାରଳା ଙ୍କର କହିବା ଅନୁସାରେ, ମାଳିକା ରେ ମହାପୁରୁଷ ମାନେ ଲେଖି ଯାଇଥିଲେ କି ଯେତେବେଳେ ଏହି ସଂସାରରେ ପାପାର ଭାର ବଢିଯିବ ଏବଂ ଲୋକମାନେ ନିଜେ ନିଜକୁ ବଡ଼ ବୋଲି ମନେ କରିବେ ।ସେତେବେଳେ ଏହିପରି ପୂର୍ବ ସୂଚନା ଦେବା ଲାଗି ପୁରୀ ମନ୍ଦିରର ଉପରେ ଚିଲ ଓ ସାଗୁଣା ବସିବେ ଏବଂ ତାଉପରେ ଉଡିବେ।
ତେବେ ବନ୍ଧୁଗଣ ଏବେ ଏହାର ସତ୍ୟ ପ୍ରକାଶ ହୋଇଛି ବଡ ଦାଣ୍ଡରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ମନ୍ଦିର ଉପରେ ଚୀଲ ଉଡିବାର ଦେଖିବା ପାଇଁ ମିଳିଛି । ତେବେ ବନ୍ଧୁଗଣ ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ତେବେ ମହାପୁରୁଷ ଙ୍କ ବାଣୀ କୁ ସତ ବୋଲି ମନାଯାଏ । ତେବେ ବହୁତ କମ୍ ଦିନ ରେ ଏହି ସଂସାର ଶେଷ ହୋଇଯିବ । ଏବଂ ଗୋଟିଏ ନୂଆ ଯୁଗର ଆରମ୍ଭ ହେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।