ଓଡ଼ିଆ Cinema ଜଗତରେ ପୁଣି ଶୋକ ର ଖବର,ଏବେ ଏହି ବଡ ଅଭିନେତା ଙ୍କ ହେଲା ଅଚାନକ ଦେହାନ୍ତ,ସବୁ ମହଲା ରେ ଶୋକର ଛାୟା…

Nishiranjan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଆସିଛି ପୁଣି ଏକ ଦୁଖଃଦ ଖବର ତେବେ ଆଜି ପୁଣି ଏକ ଓଡିଆ ହିରୋ ଙ୍କ ପରଲୋକ ଘଟିଛି । ତେବେ ସେ ଏବେ ଆଉ ଆମ ଗହଣ ରେ ନାହାଁନ୍ତି ଏହି ପରି ପ୍ରାୟ କେତେକଙ୍କର ସ୍ୱର ନାହିଁ । ଜାହାର ନକଲ କରି ପାରନ୍ତି ନାହିଁ ଏହି ହିରୋ ଜଣଙ୍କ । ତେବେ ସେ ସବୁ ବରିଷ୍ଟ ଅଭିନେତା ଙ୍କର ନକଲ ସେ କରି ପାରନ୍ତି ।

ତେବେ ଆକ୍ଟର ରାଇମୋହନ , ଅଭିନେତା ବଜୟ ମହାନ୍ତି , ଏବଂ ମିହର ଦାସ, ତଥା ଯାତ୍ରା ଅଭିନେତା ଦୈତାରୀ ପଣ୍ଡା ଙ୍କ ମିମିକ୍ରି ସେ କରି ପାରନ୍ତି । ତେବେ ସେ ମଧ୍ୟ ମାନ୍ୟବର ପ୍ରଧାନ ମନ୍ତ୍ରୀ ଏବଂ ମାନ୍ୟବର ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ବୟେସ୍ ର ନକଲ କରି ପାରନ୍ତି । ଏମିତି ଭାବେ ସେ ନକଲ କରନ୍ତି ସୁଣିବା ଲୋକ ବି ତାଜୁବ ହୋଇଜାଆନ୍ତି ।

Nishiranjan

ତେବେ ତାଙ୍କର ନାମ ନିଶିରଂଞ୍ଜନ କର ସେ ଅନେକ ଆଲବମ ମାନଙ୍କରେ ବି କାମ କରିଛନ୍ତି । ବହୁତ ସାରା ସିରିଏଲ ରେ ବି ଅଭିନୟ କରିଛନ୍ତି । ହେଲେ ସେ ଆଜି ଆମ ଗହଣ ରେ ନାହାଁନ୍ତି । ତେବେ ନିଶିରଂଞୀନ କର ଙ୍କ ଘର ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳରେ ତେବେ ଦୁଖଃର ବିଷୟ ହେଲା କି ନିଶିରଂଞ୍ଜନ ଏବେ ଆମ ଗହଣ ରେ ନାହାଁନ୍ତି ।

ନିକଟ ରେ ଏକ ସଡକ ଦୂର୍ଘଟଣା ରେ ତାଙ୍କର ପରଲୋକ ହୋଇଛି । ତେବେ ଓଡିଶାର କେତେକ ଲୋକ ଅଳ୍ପ ବହୁତ ଜାଣି ପାରନ୍ତି ଅନେକ ଲୋକ ତାଙ୍କୁ ସିଧା ସଳଖ ଦେଖି ନଥିବେ କେବଳ ତାଙ୍କ କଣ୍ଠ ସୁଣିଥିବେ ତେବେ ତାଙ୍କର ଏମିତି ଅଚାନକ ବିୟୋଗ ରେ ଓଲିଉଡ ରେ ଶୋକର ଛାୟା ଖେଳିଜାଇଛି । ଏବଂ ତାଙ୍କର ବିୟୋଗ ରେ ଚଳଚିତ୍ର ଜଗତ ରେ ଅନେକ କଳାକାର ମାନେ ମର୍ମାହତ ହୋଇଛନ୍ତି । ତେବେ ଏହା ଏକ ଭିଡ଼ିଓ ରିପୋର୍ଟ ରୁ ପ୍ରସ୍ତୁତ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *