ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବି ଥରେ ଦେଖନ୍ତୁ ଏହି ଭିଡ଼ିଓ କୁ କେମିିତି ଝିଅଟି ବାପା ମାଆ ଏବଂ ପରିବାର ଆଗରେ ମୁହଁ ଫୁଲେଇ କହୁଛି । ଝିଅ ଙ୍କ କଥା ସୁଣ ବାପା ମାଆ ଙ୍କ ମୁଣ୍ଡରେ ଚଡକ ପଡିଜାଇଛି । ଝିିଅର ଗୋଟିଏ ଜିଦ୍ ତାର ନୂଆ ସ୍ୱାମୀ ଭଲ ଲୋକ ନୁହେଁ । ସେ ତାଙ୍କ ସହିତ ରହି ପାରିବ ନାହିଁ । ଏବଂ ସେ ପୁରୁଣା ସ୍ୱାମୀ ପାଖକୁ ଫେରିଯିବ । ଆଲ ଝିଅ ତୁ ଏତ ବଡ ଅଲାଜୁକି କେମିତି ହେଲୁ । ତୁ ଆଗରୁ ଥରେ ବାହା ହୋଇଛୁ ।
ହେଲେ ମାଆ ଟି ତୋର ଜାଣି ପାରିଲାନି କେମିତି । ପୁଣି ସ୍ୱାମୀ ଥାଉ ଥାଉ ଗୋଟିଏ ବିବାହ କରିବାକୁ ତୁ ରାଜି ହୋଇଗଲୁ କେମିତି କଣ ପାଇଁ ତୁ ଏମିତି ଆମକୁ ଲୋକ ହସା କରିଦେଲୁ । ତୁ ମୋ ବଂଶ ର ନାମକୁ କି ତଳେ ପକେଇ ଦେଲୁ । ମୋ ମୁହଁରେ କଳାକନା ବୁଲେଇ ଦେଇଛୁ । ଏହି ଲୋକ ଲଜ୍ୟାକୁ ମୁଁ କାହା ଆଗରେ କହି ପାରୁନାହିଁ । କି ସହି ମଧ୍ୟ ପାରୁ ନାହିଁ । ଏମିତି କରିବା ଆଗରୁ ତତେ ଟିକେ ବି-ଷ ମିଳିଲା ନାହିଁ ।
ମୋ ଉଜ୍ଜତ ତଳେ ପକେଇବା ପୂର୍ବରୁ ତୋ ବିବେକ ତତେ ଟିକେ ବାଧା ଦେଲାନି ତୋରି ପାଇଁ ଆଜି ଦୁଇ ଦୁଇଟି ପରିବାର ନଷ୍ଟ ହେବାକୁ ଯାଉଛି । ତୁ ତାର ଦଣ୍ଡ ପାଇବୁ ନିଶ୍ଚିତ ପାଇବୁ । ତେବେ ହଁ ବନ୍ଧୁଗଣ ମୋବାଇଲ ରେ ଘୂରି ବୁଲୁଥିବା ଏହି ଭିଡ଼ିଓ ଟି ଆପଣ ମାନେ ବି ଥରେ ଦେଖନ୍ତୁ ଏହି ନୂଆ ବୋହୁ ଜଣଙ୍କ ନିଜର ବାହାଘର ର ଚାରି ଦିନ ପରେ ବାପ ଘରକୁ ପଳେଇ ଆସିଛନ୍ତି ।
ତାଙ୍କର ଆଗରୁ ବି ଥରେ ବିବାହ ସରିଛି ବୋଲି ସେ ଜିଦ୍ କରି ବସିଛନ୍ତି । ତାଙ୍କର ଆଗରୁ ମଧ୍ୟ ଜଣେ ସ୍ୱାମୀ ମଧ୍ୟ ରହିଛି ବୋଲି କହି ଝିଅଟି ନୂଆ ଶାଶୁ ଘରୁ ପଳେଇ ଆସିଛି । ଆଉ ସେ ନୂଆ ସ୍ୱାମୀ ଙ୍କ ପାଖକୁ ଯିବ ନାହିଁ ବୋଲି ଜିଦି କରୁଛି । ତେବେ ବାପ ଘର ଲୋକ ଝିଅର ଏମିତି କାଣ୍ଡ ଦେଖି ମୁଣ୍ଡରେ ହାତ ଦେଇ ବସିଛନ୍ତି । କଣ କରିବେ କିଛି ବୁଝି ପାରୁନାହାଁନ୍ତି ।
ତେବେ ବନ୍ଧୁଗଣ ସବୁ ଝିଅ ମାନଙ୍କୁ ଆମର ଏତିକି ଅନୁରୋଧ ଯଦି ଆଉ କାହା ସହିତ ପ୍ରେମ ସଂ-ମ୍ପର୍କ ରହିଛି ବା କାହା ସହିତ ଫେରାର ହେବାର ଯୋଜନା ରଖିଛନ୍ତି ତେବେ ଆଉ କାହାକୁ ବିବାହ କରି ତାଙ୍କ ଜିବନ କୁ ଆପଣ ମାନେ ନଷ୍ଟ କରନ୍ତୁ ନାହିଁ । କିିଛି ଦିନ ପାଇଁ ସଂମ୍ପର୍କ ଯୋଡି ପୁଣି ଥରେ ପଳେଇଯିବାର ଭୁଲ କେବେବି କରନ୍ତୁ ନାହିଁ । କାରଣ ଏହା ଦ୍ୱାରା ଦୁଇଟି ପରିବାର ର ମାନ ହାନୀ ହେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।