ସକାଳେ ଛାତ୍ର ରାତିରେ ଜୋମାଟୋ ବୟ…

Zomato Boy

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ଏମିତି କିଛି ପିଲା ମାନଙ୍କୁ ଦେଖିଥିବେ ଯେଉଁ ମାନଙ୍କ ପାଖରେ ଟିକିଏ ପାଠ ପଢିବାର ସୁବିଧା ଏବଂ ସୋହଯୋଗ ରହିନଥାଏ , ତେଣୁ ସେମାନେ ଟିକିଏ ପାଠ ପଢିବା ପାଇଁ ଟଙ୍କା ରୋଜଗାର କରିବା ସହ ପାଠ ପଢା ପଢି ମଧ୍ୟ କରିଥାନ୍ତି , ତେବେ ଏପରି କିଛି କଥା ଦେଖିବାକୁ ମିଳିଛି , ତେବେ ଆସନ୍ତୁ ଜାଣିବା ସେହି ଖବର ବିଷୟ ରେ ।

ତେବେ ସକାଳେ ସ୍କୁଲ ଛାତ୍ର ଏବଂ ରାତି ରେ ଜୋମାଟ ବୟ , ସକାଳେ ସ୍କୁଲ ଯାଏ ଏବଂ ସଂନ୍ଧ୍ୟା ହେଲେ ଘରକୁ ଘର ବୁଲି ଖାଦ୍ୟ ଯୋଗାଏ , ସାଇକେଲ ରେ ବୁଲି ବୁଲି ରାତି 11 ଟା ଯାଏଁ ଖାଦ୍ୟ ପହଞ୍ଚାଇବାକୁ ପଡେ ଜଣେ 7 ବର୍ଷୀୟ ବାଳକ ର ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆ ରେ ଖୁବ ବାଇରାଲ ହେଉଛି ଯାହାକୁ ଦେଖି ଲୋକେ ଭାବ ପ୍ରବଣ ହୋଇ ପଡୁଛନ୍ତି ।

Zomato Boy

ଖେଳିବା ବୟସ ରେ ଜଣେ 7 ବର୍ଷ ର ପିଲା ପାଲଟିଛି ଜୋମାଟ ବୟ , ପୁଣି କାନ୍ଧ ରେ ଉଠାଇଛି ପରିବାର ର ବୋଝ ନିଜ ବାପା ଙ୍କ ଚିକିତ୍ସା ପାଇଁ ଘର ଘର ବୁଲି କରୁଛି ଖାଦ୍ୟ ପାର୍ସଲ , ତେବେ ବାସ୍ତବ ରେ ଏହି ବାଳକ ଟି ର ବାପା ଜୋମାଟ ରେ କାମ କରୁଥିଲେ ହେଲେ ଏକ ଦୁର୍ଘଟଣା ପରେ ସେ ଅସୁସ୍ଥ ହୋଇ ପଡିଛନ୍ତି ଏବଂ ଚାଲି ପାରୁ ନାହାନ୍ତି ।

ପରିବାର ର ସହାୟତା ପାଇଁ ଏହି କୁନି ପୁଅ ଟି ଏବେ ଡେଲିଭରି ବୟ ର କାମ କରୁଛି , ନିଜ ବାପା ଙ୍କ ଚାକିରୀ ରେ ସେ ଯୋଗ ଦେଇ ସେ ଖାଦ୍ୟ ବାଣ୍ଟୁଛି ଏବଂ ସଂନ୍ଧ୍ୟା 6 ରୁ ରାତି 11 ଯାଏଁ , ସାଇକେଲ ଚଲାଇ ସେ ଘର ଘର ବୁଲି ଖାଦ୍ୟ ଦେବା ପରେ ସେ ନିଜ ଘରକୁ ଫେରୁଛି ।

boy

ଭାଇରାଲ ହୋଇଥିବା ଏହି ଭିଡିଓ ରେ ଏହି 7 ବର୍ଷ ର ବାଳକ ଟି ଗୋଟିଏ ହାତରେ ଚକଲେଟ ଏବଂ ଫୋନ ଧରି କାହିଁକି ସେ ତାର ଖେଳିବା ବୟସ ରେ କଷ୍ଟ କରୁଛି ବୋଲି ପୁରା କାହାଣୀ ବଖାଣିଛି , ଛୋଟ ପିଲା ଟିର ଏଭଳି ପରିଶ୍ରମ ଏବଂ ନିଜ ପରିବାର ର ଭରଣ ପୋଷଣ ପାଇଁ ରହିଥିବା ଦୃଢ ସଂଙ୍କଳ୍ପ କୁ ନେଇ ଲୋକେ ତାକୁ ପ୍ରସଂଶା କରୁଛନ୍ତି , ଏଥି ସହ ଅନେକ ତାର ସହାୟତା କରିବା ପାଇଁ ମଧ୍ୟ ଆଗେଇ ଆସିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *