ନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଯେତେବେଳେ ପାକିସ୍ଥାନ ରେ ମାଆ ଦୁର୍ଗା ଙ୍କ ର ଏକ ସଚ୍ଚା ଭକ୍ତ ଉପରେ ଦୁଃଖ ର ପାହାଡ ଖସି ପଡିଥିଲା ବନ୍ଧୁଗଣ ଏହି ସତ୍ୟ ଘଟଣା ହେଉଛି ପାକିସ୍ଥାନ ରେ ରହୁଥିବା ଏକ ଭାରତୀୟ ଦୁତାବସ ର କର୍ମଚାରୀ ସୁରେଶ ଙ୍କ କଥା ତାଙ୍କର କହିବା ଅନୁସାରେ ମାଆ ଦୁର୍ଗା ପୃଥିବୀ ର ପ୍ରତ୍ୟେକ ସ୍ଥାନ ରେ ତାଙ୍କର ଭକ୍ତ ଙ୍କୁ ରକ୍ଷା କରିଥାନ୍ତି , ଖାଲି ଭରତ ଦେଶ ରେ ନୁହେଁ ପୃଥିବୀ ର ସବୁ ଦେଶ ରେ ସେ ପହଞ୍ଚି ଭକ୍ତ ର ମନ କଥା ବୁଝିଥାନ୍ତି ।
ତାଙ୍କୁ ମଧ୍ୟ ମାଆ ଦୁର୍ଗା ପାକିସ୍ଥାନ ରେ ମହା ବିପଦ ରୁ ରକ୍ଷା କରିଥିଲେ । ସୁରେଶ ମାଆ ଦୁର୍ଗା ଙ୍କ ର ଜଣେ ବହୁତ ବଡ ଭକ୍ତ ଥିଲେ ଯେତେବେଳେ ତାଙ୍କର ପୋଷ୍ଟ ପାକିସ୍ଥାନ ରେ ଲାଗିଥିଲା ସେ ସେତେବେଳେ ସେ ବିଚଳିତ ହୋଇ ପଡିଥିଲେ କାରଣ ଭରତ ରେ ଥିବା ବେଳେ ଘର ପାଖରେ ରହିଥିବା ମାଆ ଦୁର୍ଗା ଙ୍କ ର ମନ୍ଦିର କୁ ସେ ସବୁଦିନ ଯାଇ ପୂଜା କରୁଥିଲେ , ଏଣୁ ପାକିସ୍ଥାନ ରେ ପହଞ୍ଚି ସେ ବିଚଳିତ ହୋଇପଡିଥିଲେ ।
ତେବେ ସେ ଏହି କାରଣ ରୁ ସେଠାକୁ ଯିବାକୁ ଚାହୁଁନଥିଲେ କିନ୍ତୁ ସେ କଣ ବା କରିବେ ସରକାରୀ ଚାକିରୀ କଥା ତେଣୁ ସେ ସେଠାକୁ ଯିବା ପରେ ବହୁତ ସନ୍ଧାନ କରିବା ପରେ ସେଠାରେ ତାଙ୍କୁ ଏକ ବହୁତ ଦୂର ରେ ଏକ ଘଞ୍ଚ ଜଙ୍ଗଲ ରାସ୍ତା ପାରି ହେବା ପରେ ଏକ ମାଆ ଦୁର୍ଗା ଙ୍କ ର ମନ୍ଦିର ସନ୍ଧାନ ମିଳିଥିଲା । ତେବେ ତାଙ୍କର କର୍ମ କ୍ଷେତ୍ର ଠାରୁ ତାହା ବହୁତ ଦୂର ରେ ଥିବାରୁ ସେ ଛୁଟି ଦିନ ରେ ସେ ସେଠାକୁ ସେହି ଘଞ୍ଚ ଜଙ୍ଗଲ ପାରି ହୋଇ ସେଠାକୁ ମାଆ ଦୁର୍ଗା ଙ୍କ ର ପୂଜା କରିବା ପାଇଁ ଯାଉଥିଲେ ।
ତେବେ ଦିନେ ସେ ସେହି ଘଞ୍ଚ ଜଙ୍ଗଲ ଦେଇ ଯାଉଥିବା ସମୟ ରେ ହଠାତ ତାଙ୍କ ଆଗରେ ଏକ ବାଘ ର ଗର୍ଜନ ଶୁଣା ଯାଇଥିଲା ଏବଂ ବାଘ ଟି ତାଙ୍କ ଆଡକୁ ମାଡି ଆସୁଥିଲା । ତେବେ ସେ ମାଆ ଦୁର୍ଗା ଙ୍କୁ ସ୍ମରଣ କରି ବାଘ କୁ ଦେଖିଲା ବେଳକୁ ସେ ଦେଖିଲେ କି ବାଘ ଟି ତାଙ୍କ ଠାରୁ ଦୂରେଇ ଯାଉଛି ।
ଯେତେବେଳେ ସେ ତାଙ୍କର ପଛକୁ ଅନାଇଲେ ସେତେବେଳେ ସେ ଦେଖିବାକୁ ପାଇଲେ ଯେ କିଛି ଫରେଷ୍ଟର ଦଳ ବନ୍ଧୁକ ଧରି ଆସୁଥିଲେ ତେବେ ସେ ଜାଣି ପାରିଲେ କି ମାଆ ଦୁର୍ଗା ତାଙ୍କୁ ଏହି ବିପଦ ରୁ ତାଙ୍କୁ ରକ୍ଷା କରିଛନ୍ତି । ତେବେ ବନ୍ଧୁଗଣ ଆପଣ ଯେଉଁଠି ବି ଥାଆନ୍ତୁ ନା କାହିଁକି ମାଆ ଦୁର୍ଗା ତାଙ୍କର ଭକ୍ତ ଙ୍କ ଡାକ ସବୁଠାରେ ସବୁବେଳେ ଶୁଣିଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।