ପୁରୁଷ ମାନେ ଏହାକୁ ଥରେ ନିଶ୍ଚୟ ପଢି ଦିଅନ୍ତୁ ।

Chanakya

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କୁ କିଏ ବା ନଜାଣେ ସେ ଜଣେ ଜ୍ଞାନୀ ଏବଂ ବିଦ୍ୱାନ ମହାପୁରୁଷ ଥିଲେ ତାଙ୍କ ଦ୍ୱାରା ରଚାଯାଇଥିବା ଚାଣକ୍ୟ ନୀତି ଶାସ୍ତ୍ର କୁ ଯିଏ ବି ମାନିଛି ସେ ତାର ଜୀବନ ରେ ସମସ୍ତ କାର୍ଯ୍ୟ ରେ ସଫଳତା ଲାଭ କରିଛି । ତେବେ ବନ୍ଧୁଗଣ ଆପଣ ମାନେ ଭାବୁଥିବେ କି ଆଜିର ଏହି ଆଧୁନିକ ସମୟ ରେ ଆଚାର୍ଯ୍ୟକ ଙ୍କ ଦ୍ୱାରା ରଚିତ ଚାଣକ୍ୟ ନିତୀ କିପରି କାର୍ଯ୍ୟ କରିବ ,

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହି ରଖୁଛୁ କି ପୁରାତନ ସମୟ ରେ ଯେପରି ବାବରେ ଏହା ର କଥା ମାନିବା ଦ୍ୱାରା ମନୁଷ୍ୟ ଜୀବନ ର ସମସ୍ତ କାର୍ଯ୍ୟ ସଫଲ ହେଉଥିଲା ଆଜିର ସମୟ ରେ ମଧ୍ୟ ଠିକ ସେହି ପରି ଏହା ର ନିତୀ ବାଣୀ କୁ ମାନିବା ଦ୍ୱାରା ବ୍ୟକ୍ତି ତାର ଜୀବନ ରେ ସମସ୍ତ କାର୍ଯ୍ୟ ରେ ସଫଳତା ଲାଭ କରିଥାଏ ।

chanakya

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ବିଷୟ ରେ କହିବୁ ଯାହା କୁ ଆପଣ ମାନେ ପାଳନ କରିବା ଦ୍ୱାରା ଆପଣ ମାନଙ୍କ ଜୀବନ ରେ କେବେ ବି ଆପଣ ଙ୍କୁ ପ୍ରେମ ର ଜୀବନ କୁ ନେଇ ଡର ରହିବ ନାହିଁ କି ଆପଣ ଙ୍କ ର ଜୀବନ ସାଥୀ ଆପଣ ଙ୍କୁ କେବେ ହେଲେ ସେ ତାଙ୍କର ଜୀବନ ଠାରୁ ଅଲଗା କରିବ ନାହିଁ । ତେବେ ଆସନ୍ତୁ ଜାଣିବା ଏମିତି କଣ ନିତୀ ବାଣୀ ରହିଛି ଯାହାକୁ ପାଳନ କରିବା ଦ୍ୱାରା ଆପଣ ଙ୍କ ର ଜୀବନ ସାଥୀ ଆପଣ ଙ୍କ ର ସବୁଦିନ ପାଇଁ ହୋଇ ରହିବେ ।

ତେବେ ପ୍ରଥମ ରେ ହେଉଛି ଯେଉଁ ପୁରୁଷ ତାର ସ୍ତ୍ରୀ ହେଉ ଅବା ଅନ୍ୟ କେହି ମହିଳା ହୁଅନ୍ତୁ ସେ ଯଦି ଏମାନଙ୍କୁ ସମ୍ମାନ କରିଥାଏ ଏବଂ ସମ୍ମାନ ଦୃଷ୍ଟି ରେଖିଥାଏ ତେବେ ତାର ପ୍ରେମିକ କିମ୍ବା ସ୍ତ୍ରୀ ସେମାନଙ୍କ ଠାରୁ କେବେ ହେଲେ ଦୁଃଖ ପାଇ ନଥାନ୍ତି ।

ଏହା ପରେ ଦ୍ୱିତୀୟ ରେ, ଯେଉଁ ପୁରୁଷ ତାର ସ୍ତ୍ରୀ ବ୍ୟତିତ ଅନ୍ୟ କୈଣସି ମହିଳା କୁ ବା-ସନା ର ଦୃଷ୍ଟି ରେ ଅନାଇ ନଥାଏ ତେବେ ତାଙ୍କ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ ଗଢି ଉଠିଥାଏ ।

chanakya

ତେବେ ଏହା ପରେ ତୃତୀୟ ରେ ହେଉଛି ସମସ୍ତ ମହିଳା ମାନେ ଏହା ଚାହିଁଥାନ୍ତି କି ଯେମିତି କି ଜଣେ ବାପା ତାର ଝିଅ ପ୍ରତି ଯତ୍ନ ନେଇଥାଏ ସେମିତି ତାର ସ୍ୱାମୀ ମଧ୍ୟ ତାର ଯତ୍ନ ନେଉ ।

ଏବଂ ଶେଷରେ ସମସ୍ତ ମହିଳା ମାନଙ୍କ ମନ ରେ ଏହା ଇଚ୍ଛା ରହିଥାଏ କି ତାଙ୍କର ଜୀବନ ସାଥୀ ତାଙ୍କୁ ସମସ୍ତ ପ୍ରକାର ଶା-ରୀ-ରିକ ସୁଖ ଦେଉ ତେଣୁ ଆପଣ ଏହି ସବୁ କଥା ର ଗୁରୁତ୍ୱ ଦିଅନ୍ତୁ ଏହା କରିବା ଦ୍ୱାରା ଆପଣ ଙ୍କ ର ଜୀବନ ସାଥୀ ଆପଣ ଙ୍କୁ କେବେ ହେଲେ ତାଙ୍କ ଠାରୁ ଅଲଗା କରି ନଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *