ପ୍ରସିଦ୍ଧ ହେରୋଇନ ହେଲେ ମେଡିକାଲରେ ଭର୍ତ୍ତି l

heroin

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିକଟ ରେ ବାବୁସାନ ମହନ୍ତି ଙ୍କ ଶରୀର ଅସୁସ୍ଥ ହୋଇଥିଲା ଏବଂ ସେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଏହା ପରେ ପରେ ଏବେ ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ର ଏବେ ଶରୀର ଗୁରୁତ୍ୱ ର ହୋଇଛି ଏବଂ ସେ ସୁଟିଙ୍ଗ ସେଟ ଛାଡି ହସପିଟାଲ ରେ ଭର୍ତ୍ତୀ ହୋଇଛନ୍ତି ,

ତେବେ ସେହି ପ୍ରସିଦ୍ଧ ଅଭିନେତ୍ରୀ ଜଣକ ତାଙ୍କର ଶରୀର ଅସୁସ୍ଥ ପାଇଁ ସେ ଏବେ କ୍ୟାମେରା ସାମନା କୁ ଯିବା ପାଇଁ ଭୟ କରୁଛନ୍ତି , ତେବେ ଏହା ତାଙ୍କର ଜନ୍ମ ଗତ ରୋଗ । ତେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ ଜଣ ଙ୍କ ର ଖରାକୁ ବାହାରିଲେ ତାଙ୍କର ଆଲାର୍ଜି ବାହାରି ଥାଏ ସେ ଅଧିକ ସମୟ ଧରି ଖରା ସମୟ ରେ ସେ ଅଭିନୟ କରି ପାରନ୍ତି ନାହିଁ ।

Samantha

ତେବେ ଏହି କାରଣ ରୁ ସେ ଖରା ସମୟ ରେ ତାଙ୍କର ଫିଲ୍ମ ପାଇଁ ସୁଟିଙ୍ଗ କରୁଥିବା ସମୟ ରେ ତାଙ୍କର ଶରୀର ଗୁରୁତ୍ୱ ର ହୋଇ ପଡିଥିଲା ଯେଉଁ କାରଣ ରୁ ତାଙ୍କୁ ସୁଟିଙ୍ଗ ସେଟ ଛାଡି ହସପିଟାଲ ରେ ଭର୍ତ୍ତୀ କରାଯାଇଥିଲା । ତେବେ ସେହି ପ୍ରସିଦ୍ଧ ଅଭିନେତ୍ରୀ ଜଣକ ହେଉଛନ୍ତି ସାମନ୍ତା । ତେବେ ସାମନ୍ତା ତାଙ୍କର ସୁନ୍ଦର ରୁପ ଏବଂ ଅଭିନୟ ପାଇଁ ତାଙ୍କର ସମସ୍ତ ଫ୍ୟାନ ମାନଙ୍କ ହୃଦୟ ଜିଣି ପାରିଛନ୍ତି ,

ତେବେ ଆପଣ ମାନେ ଜାଣିଥିବେ କି ଅଭିନେତ୍ରୀ ସାମାନ୍ତା ଏକ ଆଇଟମ ସଙ୍ଗ ରେ ଡ୍ୟାନ୍ସ କରିବା ନେଇ ତାଙ୍କର ପରିବାର ସହ ବାଦ ବିବାଦ ଲାଗି ରହିଥିଲା ଯେଉଁ କାରଣ ରୁ ତାଙ୍କୁ ତାଙ୍କର ସ୍ୱାମୀ ଯିଏକି ଜଣେ ସାଉଥ ଜଗତ ର ଜଣେ ପ୍ରସିଦ୍ଧ ଅଭିନେତା ଯାହାଙ୍କ ର ନାମ ହେଉଛି ନାଗା ଚୈତନ ତେବେ ତାଙ୍କ ସହ ଏହି ଆଇଟମ ସଙ୍ଗ ରେ ଡ୍ୟାନ୍ସ କରିବା ପରେ ତାଙ୍କ ସହ ଛାଡ ପତ୍ର ହୋଇଥିଲା ।

Samantha

ତେବେ ଏହା ପରେ ସାମନ୍ତା ଙ୍କୁ ଖୁବ ଶିଘ୍ର ସାମନ୍ତା ବଲିଉଡ ର ଡେବ୍ୟୁ କରିବାକୁ ଯାଉଛନ୍ତି ଅଭିନେତା ଆୟୁସମାନ ଖୁରାନା ଙ୍କ ବିପରୀତ ରେ ନଜର ଆସିବେ । ଶେଷ ଥର ପାଇଁ ସାମନ୍ତା ଙ୍କୁ କଫି ଉଇଥ କରନ ଙ୍କ ସୋ ରେ ଦେଖିବାକୁ ମିଳିଥିଲା ସେ ଏଥିରେ ଅକ୍ଷୟ କୁମାର ଙ୍କ ସହ ନଜର ରେ ଆସିଥିଲେ । ତେବେ ସାଉଥ ଜଗତ ର ଏହି ପ୍ରସିଦ୍ଧ ଅଭିନେତ୍ରୀ ଯିଏକି ସାମନ୍ତା ଙ୍କୁ ଗୁରୁତ୍ୱ ର ରୋଗ ହୋଇଛି ଏବଂ ସେ ସୁଟିଙ୍ଗ ଛାଡି ମେଜିକାଲ ରେ ଭର୍ତ୍ତୀ ହୋଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *