ମନୀଷା ରଥ ନିଜ ବିଷୟରେ ଖୁଲମଖୁଲା କହିଲେ ଏପରି କଥା,Mainsha କହିଲେ ରୋ-ମା-ଣ୍ଟି-କ ସିନ ଆସିଲେ ମୋ ଦେହ ଥରେ କାରଣ ସେତେବେଳେ ମୁଁ ମୋ ନିଜ…ଦେଖନ୍ତୁ Video

Manisha Rath

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ମନିଷା ରଥ ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । ସେ ନିଜର ଅଭିନୟ ପାଇଁ ସ୍ୱତନ୍ତ୍ର ପରିଚୟ ବନେଇବାରେ ସଫଳ ହୋଇ ପାରିଛନ୍ତି । ତାଙ୍କର ଅଭିନୟ ଅନେକ ଲୋକ ମାନଙ୍କୁ ଭାବରେ ଆକର୍ଷିତ କରେ ତଥା ସେ ନିଜର ଅଭିନୟ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି । ତାଙ୍କର ଅଭିନୟ ସ୍ୱତନ୍ତ୍ର ଭାବେ ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ସେ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି ।

ତେବେ ଏହି ନିକଟ ରେ ସେ ସାକ୍ଷାତ କାର ଦେଇଥିଲେ । ଯେଉଁଥିରେ ସେ ନିଜର ଜିବନ ସଂମ୍ପର୍କ ରେ କିଛି କଥା କହିଥିଲେ । ତେବେ ସେ ନିଜର ବିବାହ ସଂମ୍ପର୍କ ରେ କିଛି କଥା କହିଥିଲେ । ଏହା ସହିତ ସେ କେମିତି ଭାବେ ବିବାହ କରିଥିଲେ । ସେହି ସଂମ୍ପର୍କରେ ବି କହିଥିଲେ । ତେବେ ସେ କହିଥିଲେ ଯେ ସେ ଜାହାକୁ ବିବାହ କରିଛନ୍ତି । ସେ ତାଙ୍କୁ ଅନେକ ଦିନ ହେଲା ଭଲ ପାଉଥିଲେ । ହେଲେ ସେ ଭଲପାଇବା କୁ ପ୍ରକାଶ କରି ପାରୁନଥିଲେ ।

Manisha

ଏହା ସହିତ ସେ ଏହି ପରି ଭାବେ ଅନେକ ସମୟ ରହିବା ପରେ ମନିଷା ତାଙ୍କୁ ନିଜର ମନ କଥା କହିଥିଲେ । ତେବେ ସେ ପ୍ରଥମେ ମନା କରିଦେଇଥିଲେ । ହେଲେ ପୁଣି ନିଜ ଆଡୁ ସେ ପ୍ରସ୍ତାବ ଦେଇଥିଲେ । ଏବଂ ପରେ ସେମାନଙ୍କ ବିବାହ ବି ହୋଇଥିଲା । ଏହା ପରେ ବିବାହ ପରେ ତାଙ୍କର ଝିଅ ମଧ୍ୟ ହୋଇଥିଲା । ଏହା ସହ ସେ କହିଛନ୍ତି ଯେ ସେ ବିବାହ ପରେ ବହୁତ ଦିନ ଧରି ଅଭିନୟ ଜଗତ ରୁ ଦୂରେଇ ରହିଥିଲେ ।

ନିଜର ଝିଅ ସହ ସମୟ ବତାଇବାକୁ ଚେଷ୍ଟା କରିଥିଲେ । ତେବେ ତାଙ୍କର ଝିଅ ଅଳ୍ପ ବଡ ହେବା ପରେ ସେ ପୁଣି ଥରେ ଅଭିନୟ ଜଗତ କୁ ଫେରିଥିଲେ । ଏବଂ ପରେ ସେ ନିଜର ଏକ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ତେବେ ଅଭିନୟ ଦୁନିଆଁ ବାସ୍ତବ ରେ ଅନେକ ଲୋକ ମାନଙ୍କୁ ପ୍ରଭାବିତ କରି ପାରେ । ଏହା ସହ ତାଙ୍କର ଅଭିନୟ ରେ ବାସ୍ତବ ରେ ସେ ଅନେକ ଲୋକ ମାନଙ୍କୁ ବାନ୍ଧି ରଖିଛନ୍ତି ।

ଆଜିର ଦିନ ରେ ସେ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ଭାବେ ପରିଚିତ ହୋଇ ପାରନ୍ତି । ଅନେକ ଧାରାବାହିକ ରେ ଅଭିନୟ କରି ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତମାନ ସମୟ ରେ ଓଡିଆ ଫିଲ୍ମ ଜଗତ ରେ ଆଗ ଧାଡି ର କଳାକାର ଭାବେ ପରିଚିତ ଅଟନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ମନିଷା ରଥ ଙ୍କ ଅଭିନୟ କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *