ଦେଖନ୍ତୁ ଅଭିନୟ ଛାଡି ଲୋକସେବା କରୁଛନ୍ତି ଅର୍ଚ୍ଚିତା ସାହୁ ।

archita

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଓଡିଆ ଜଗତ ର ପ୍ରସିଦ୍ଧ ଅଭିନେତ୍ରୀ ଯିଏକି ଅର୍ଚ୍ଚିତା ଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଥିବେ ତେବେ ଅଭିନେତ୍ରୀ ଅର୍ଚ୍ଚିତା ତାଙ୍କର ସୁନ୍ଦର ରୂପ ଏବଂ ସିନ୍ଦର ଅଭିନୟ ପାଇଁ ସେ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ତେବେ ଅଭିନେତ୍ରୀ ଅର୍ଚ୍ଚିତା ଆଜିର ସମୟ ରେ ଘରେ ଘରେ ପରିଚିତ ଅଛନ୍ତି ।

ତେବେ ଅଭିନେତ୍ରୀ ଅର୍ଚ୍ଚିତା ତାଙ୍କର ର କ୍ୟାରିୟର ଓଡିଆ ଫିଲ୍ମ ଜଗତ ରୁ ଆରମ୍ଭ କରିଥିଲେ ଏବଂ ପରେ ପରେ ସେ ଓଡିଆ ଜଗତ ର ଫିଲ୍ମ ରେ ଅଭିନୟ କରିବା ସମୟ ରେ ତାଙ୍କର ପ୍ରେମ ସମ୍ପର୍କ ଓଡିଆ ଜଗତ ର ସବ୍ୟସାଚ୍ଚୀ ଙ୍କ ସହ ହୋଇଥିଲା ଏବଂ ପରେ ସେମାନେ ଉଭୟ ଙ୍କୁ ଭଲ ପାଇ 1 ମାର୍ଚ୍ଚ 2021 ରେ ସେମାନେ ପରସ୍ପରକୁ ବିବାହ କରି ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

ତେବେ ସେମାନେ ଯେଉଁ ସମୟ ରେ ବିବାହ କରିଥିଲେ ସେ ସମୟ ରେ କୋରନା ର ତାଣ୍ଡବ ନୃତ୍ୟୁ ଚାଲିଥିଲା । ତେବେ ସେହି ସମୟ ରେ ସେମାନେ ବିବାହ କରି ସାରିବା ପରେ ସେମାନଙ୍କ ମନ ରେ ଲୋକ ମାନଙ୍କ ପ୍ରତି ଦୟା ଭାବ ଯାଗ୍ରତ ହୋଇଥିଲା । ତେବେ ଏମିତି ରେ ଦେଖିବାକୁ ଗଲେ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଅଭିନେତା ସବ୍ୟସାଚ୍ଚୀ ଦୁଇ ଜଣ ଯାକ ଦୟାଳୁ ଅଟନ୍ତି ,

Archita Sahu

ତେବେ ସେହି କୋରନା ମହାମାରୀ ସମୟ ରେ ବହୁତ ସାରା ଲୋକ ମାନେ ତାଙ୍କର ସବୁ କିଛି ହରାଇଛନ୍ତି ଏବଂ କେତେକ ଲୋକ ମାନେ ତାଙ୍କର ଚାକିରୀ ମଧ୍ୟ ହରାଇଛନ୍ତି ଏବଂ ଏହି ସମୟ ରେ ଲୋକ ମାନଙ୍କ ପାଖରେ ଟଙ୍କା ର ଅଭାବ ପାଇଁ ଦିନ ରେ ଦୁଇ ମୁଠା ଖାଦ୍ୟ ଖାଇବାକୁ ତାଙ୍କ ପାଖରେ ଅର୍ଥ ନଥିଲା ତେବେ ଏହି ସବୁ ଦୃଶ୍ୟ କୁ ଦୁହେଁ ଦେଖିବା ପରେ ସେମାନେ ଲୋକ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ସେମାନେ ଲୋକ ମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ ।

ଏବଂ ଏହି ପରି ଭାବରେ ଅଭିନେତ୍ରୀ ଅର୍ଚ୍ଚିତା ଆଜି ଯାଏ ଗରୀବ ଲୋକ ମାନଙ୍କ ର ସାହାର୍ଯ୍ୟ କରି ଆସୁଛନ୍ତି ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆ ରେ ଏକ ଭିଡିଓ ମାଧ୍ୟମରେ ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏପରି ଭଲ ମଣିଷ ଙ୍କ ର ଭଗବାନ ମଙ୍କଳ କରନ୍ତୁ ତେବେ ଯେଉଁ ମଣିଷ ଅନ୍ୟ ଜଣ ଙ୍କୁ ଖାଦ୍ୟ ଏବଂ ବସ୍ତ୍ର ଅର୍ପଣ କରିଥାଏ ତା ଉପରେ ଭଗବାନ ସନ୍ତୁଷ୍ଟ ହୋଇଥାନ୍ତି ତେବେ ଅର୍ଚ୍ଚିତା ତାଙ୍କର ଜୀବନ ରେ ଏମିତି ସବୁଦିନ ଖୁସି ରେ ଥାଆନ୍ତୁ ଏବଂ ସେ ଏପରି ଗରୀବ ଲୋକ ଙ୍କ ର ସହାୟତା କରୁଥାଆନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *