ଲେଡି ଡନ… ମୁଁ ଠିଆ ହେଇଥିଲି, ମୋ ଆଖି ସାମ୍ନାରେ ମୋ ଭାଇକୁ ହାଣିଦେଲା… ହେ Bhagban ଏକା ସାଙ୍ଗରେ 3ଜଣଙ୍କୁ…

don

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାଇ ତା ଭଉଣୀ କୁ କହିକି ଗଲା କି ମତେ ଦୁଇ ଜଣ ଟାର୍ଗେଟ ରଖିଛନ୍ତି । ଆଉ ମତେ ସେମାନେ ମାରି ଦେବାକୁ ଚାହୁଁଛନ୍ତି । ବାସ୍ କେବଳ ଏତିକି କହି ହିଁ ଭାଇ ଘରୁ ବାହାରି ଜାଇଛି ଯେ କେବଳ 10 ମିନିଟ ରେ ଖବର ଆସି ପହଁଚିଲା ଯେ ତାଙ୍କୁ କେହି ହାଣି ହ-ତ୍ୟା କରିଛି । ଏହା ସୁଣି ଭଉଣୀ ସହିତ ପରିବାର ଲୋକ ସ୍ତବ୍ଧ ହୋଇଜାଇଛନ୍ତି ।

କେବଳ 10 ମିନିଟ ହେଲା ତାଙ୍କ ପୁଅ ବାହାର କୁ ଜାଇ ଥିଲା । ଆଉ କହିକି ଜାଇଥିଲେ କି ଦୁଇ ଜଣ ତାଙ୍କୁ ଟାର୍ଗେଟ ରଖିଛନ୍ତି । ଆଉ ତାଙ୍କୁ ମାରି ଦେବାକୁ ଚାହୁଁଛନ୍ତି ତେବେ ସତ କୁ ସତ ତାହା ହିଁ ଘଟିଲା । ତେବେ ବନ୍ଧୁଗଣ 10 ମିନିଟ ହେବ କି ନାହିଁ ପୁଅ ତା ଭଉଣୀ ସହିତ କଥା ହୋଇ ପୁଅ ରାସ୍ତା ମଝିକୁ ବାହାରି ଜାଇ ଥିଲା । ଏହି ମଧ୍ୟରେ କିଛି ଦୂର୍ବୁତ ତାଙ୍କୁ ଗୋଡେଇ ଗୋଡେଇ ହାଣି ଦେଇଥିଲେ ।

bahi

ତେବେ ବନ୍ଧୁଗଣ ଯୁବକଙ୍କର 2 ଜଣ କନ୍ୟା ସନ୍ତାନ ଅଛି ଆଉ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା କହିଲେ ନସରେ | ପରିବାରରେ ସମସ୍ତେ ଏପରି ଅବସ୍ଥାରେ ପଡ଼ି କାନ୍ଦୁଛନ୍ତି ଯେ ଆପଣ ମାନେ ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବ ନାହିଁ ତେବେ ଯୁବକଙ୍କ ପରିବାର ଲୋକଙ୍କ କହିବା କଥା ରଞୀୁ ଏବଂ ତାଙ୍କ ସ୍ଵାମୀ ତାଙ୍କ ପୁଅର ନାଁ ନେଇ ଡ୍ର-କ୍ସ ବ୍ୟବସାୟ କରୁଥିଲେ ।

ଜାହା ଜାଣିବା ପରେ ଯୁବକ ଜଣଙ୍କ ବିରୋଧ କରିବା ସହିତ ସେମାନଙ୍କ ସହିତ ପାଟି ତୁଣ୍ଡ ହୋଇଥିଲା । ଆଉ ଏହି କାରଣ ରୁ ତାଙ୍କ ପୁଅ ର ହ-ତ୍ୟା ରଞୀୁ ଏବଂ ତାଙ୍କ ସ୍ୱାମୀ ତାଙ୍କ ପୁଅକୁ ମାରିଛନ୍ତି । ତେବେ ଏମିତି ଭାବେ ପରିବାର ଲୋକ କିଛି ଅଭିଯୋଗ କରିଛନ୍ତି ତେବେ ବନ୍ଧୁଗଣ ଏହାକୁ ନେଇ ପୋଲିସ ନିଜର ତଦନ୍ତ ଆରମ୍ଭ କରିଛି । ତେବେ କେବଳ ଦେଖିବା ପାଇଁ ବାକି ରହିଲା ଯୁବକ ଜଣଙ୍କ ହ-ତ୍ୟାକାରୀ କିଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *