ଖୁସୀ ଖବର – ପୁଅ ଏବଂ ତୃପ୍ତି ଫେରିବା ଖୁସୀ ରେ ସାଙ୍ଗ ମାନଙ୍କ ସହ ମସ୍ତି କଲେ ବାବୁସାନ ।

babusan 1

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ବାବୁସାନ ଏବଂ ତାଙ୍କର ପତ୍ନୀ ତୃପ୍ତି ଏବଂ ପ୍ରକୃତି ମିଶ୍ର ଙ୍କ ର ଘଟଣା କୁ ନେଇ ଯେଉଁ ବାଦ ବିବାଦ ହୋଇଥିଲା ସେ ସମ୍ପର୍କ ରେ ଆପଣ ମାନେ ସମସ୍ତେ ଜାଣିଥିବେ ।

ତେବେ ଏବେ ବାବୁସାନ ଙ୍କୁ ନେଇ ଆଉ ଏକ ଭାଇରାଲ ଖବର ଏବେ ସାମନା କୁ ଆସିଛି । ତେବେ ବନ୍ଧୁଗଣ ଆପଣ ମାନେ ଯଦି ସେହି ଖବର ବିଷୟ ରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।

babu

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବାବୁସାନ ଏବଂ ପ୍ରକୃତି ମିଶ୍ର ଙ୍କ ମଧ୍ୟ ରେ ଗତ ଦୁଇ ବର୍ଷ ହେବ ସମ୍ପର୍କ ରହିଥିଲା ଯେଉଁଥି ପାଇଁ କି ତାଙ୍କର ସ୍ତ୍ରୀ ତୃପ୍ତି ଏ ସମ୍ପର୍କ ରେ ବାବୁସାନ ଙ୍କୁ ବାରଣ ମଧ୍ୟ କରିଥିଲେ ହେଲେ ବାବୁସାନ ତାଙ୍କର କଥା ମାନି ନଥଇଲେ ଫଳରେ ଦିନେ ବାବୁସାନ ଏବଂ ପ୍ରକୃତି ମିଶ୍ର ରାସ୍ତା ରେ ଯାଇଥିବା ସମୟ ରେ ତାଙ୍କର ଗାଡି କୁ ଅଟକାଇ ତୃପ୍ତି ପ୍ରକୃତି ମିଶ୍ର ଙ୍କୁ ମାଡ ମାରିଥିଲେ ।

ତେବେ ଏହି ଘଟଣା ଅଧିକା ହେବା ପରେ ତୃପ୍ତି ବାବୁସାନ ଙ୍କ ଉପରେ ରାଗି ତାଙ୍କର ବାପା ଘରକୁ ଚାଲି ଯାଇଥିଲେ ଏବଂ ସେ ଏବେ ଯାଏ ତାଙ୍କ ଘରକୁ ଅର୍ଥାତ ବାବୁସାନ ଙ୍କ ଘରକୁ ଫେରି ନାହିନ୍ତି , ତେବେ ଏ ନେଇ ସମସ୍ତେ ତୃପ୍ତି ଙ୍କୁ ଘରକୁ ଫେରି ଆସିବା ପାଇଁ କହିଥିଲେ ହେଲେ ତୃପ୍ତି କାହା କଥା ଶୁଣି ନାହାନ୍ତି ଏବଂ ବାବୁସାନ ଏ ନେଇ ତୃପ୍ତି ଙ୍କୁ ଭୁଲ ମାଗିଥିଲେ ହେଲେ ତୃପ୍ତି ତାଙ୍କର ଜିଦି ରେ ଅଟଳ ଅଛନ୍ତି ,

babusan

ତେବେ ଏ ସବୁ ପରେ ବାବୁସାନ ତାଙ୍କର କିଛି ବନ୍ଧୁ ମାନଙ୍କ ସହ ବାହାର କୁ ଗାଡି ରେ ବୁଲିବା ପାଇଁ ଯାଇଥିବାର ଦେଖିବାକୁ ମିଳିଛି । ତେବେ ଏ ନେଇ ବାବୁସାନ କହିଛନ୍ତି କି ବାବୁସାନ ଏ ସେବୁ ଘଟଣା କୁ ନେଇ ସେ ଏବେ ବହୁତ ଚିନ୍ତା ରେ ରହୁଛନ୍ତି , ତେଣୁ ତାଙ୍କର ଏହି ସବୁ ଚିନ୍ତା କୁ ଦୂର କରିବା ପାଇଁ ସେ ତାଙ୍କର ବନ୍ଧୁ ମାନଙ୍କ ସହ ବାହାର କୁ ବୁଲିବାକୁ ଯାଇଛନ୍ତି ତେବେ ସେ ବାଇକ ଯୋଗେ ସେ ବୁଲିବାକୁ ଯାଇଥିବାର ନଜର ରେ ଆସିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *