ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ଜଣେ କାଳିଆ ଯୋଜନା ର ହୀତାଧିକାରୀ ତେବେ ଜାଣି ରଖନ୍ତୁ ଏବେ ଏବେ ଆସୁଛି ଆଉ କିଛି ବଡ ଖବର । ଆପଣ ମାନେ ସମସ୍ତେ ଜାଣିଥିବେ ଏବେ ଏହି ନୂଆ ଖାଇ ଅବସରରେ । ଚାଷୀ ଭାଇ ମାନଙ୍କୁ ମିଳିସାରିଛି 2000 ଟଙ୍କା ହେଲେ ଯେଉଁ ମାନେ ଭୂମୀହିନ ମାନଙ୍କ ଲିଷ୍ଟରେ ରହିଛି ସେମାନଙ୍କୁ ଟଙ୍କାଟିଏ ବି ମିଳୁନାହିଁ ।
ଯଦି ମଧ୍ୟ ଆପଣ ମାନଙ୍କ ନାମ ଭୂମିହୀନ ରେ ରହିଛି ତେବେ ତାହାକୁ କେମିତି ଚାଷୀ ଲିଷ୍ଟରେ ରହିବେ । ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଅପଡେଟ ଜାହାକି ଚାଷୀ ହେଲା ପରେ ପୁଣି ମଧ୍ୟ ଆସିବ 2000 ଟଙ୍କା ପୂର୍ବରୁ ଯେତେ ବେଳେ କାଳିଆ ଯୋଜନା ଯେତେ ବେଳେ ଆବେଦନ ହୋଇଥିଲା ସେହି ସମୟ ରେ କିଛି ଲୋକ ମାନେ ଭୂମିହୀନ ର ଆବେଦନ କରିଥିବା ବେଳେ ଆଉ କିଛି ଲୋକ ମାନେ ଚାଷୀ ରେ ଆବେଦନ କରିଥିଲେ ହେଲେ ଏବେ ଭୂମୀହୀନ ନାମରେ ଥିବା ଲିଷ୍ଟରେ ସେମାନଙ୍କୁ କୈଣସି ଟଙ୍କାଟିଏ ବି ମିଳୁନାହିଁ ।
ହେଲେ ଯେଉଁ ମାନଙ୍କ ଲିଷ୍ଟ ଚାଷୀରେ ରହିଛି ସେମାନଙ୍କୁ ଟଙ୍କା ମିଳୁଛି । ଯଦି ଆପଣ ମାନଙ୍କର ପୂର୍ବରୁ ନାମ ଲିଷ୍ଟ ଭୂମୀହିନ ରେ ରହିଛି ତେବେ ଏହାକୁ ଆପଣ ମାନେ କେମିତି ଭାବେ ଚାଷୀ କରିବେ । ତେବେ ଏହିଥି ପାଇଁ ଏବେ ଆପଣ ମାନଙ୍କୁ ଅନଲାଇନ ଗ୍ରାଭେନ୍ସି ଆପ୍ଲିକେଶନ ଜାରି ରହିଛି । ହେଲେ ଅନଲାଇନ ଗ୍ରାଭେନ୍ସି ରେ ଭୂମିହୀନ ରୁ ଚାଷୀ କରିବା ଅପଡେଟ ନାହିଁ । ହେଲେ ଆପଣ ମାନେ ଚାହିଁଲେ କୃଷକ ଓଡିଶା ପୋର୍ଟାଲରେ ରେଜିଷ୍ଟର କରି ପାରିବେ ।
କୃଷକ ଓଡିଶା ପୋର୍ଟାଲରେ ଆପଣ ମାନେ ନୂଆ ଆପ୍ଲାୟ କରି ପାରିବେ । ଏହିଥିରେ ଯଦି ଆପଣ ମାନଙ୍କର ଚାଷ ଜମି ରହିଥିବ ତେବେ ଡୋକ୍ୟୁମେଣ୍ଟ ସମିଟ କରି ଆବେଦନ କରିବା ପରେ ଯେତେ ବେଳେ ପୁଣି ନୂଆ ଡାଟା ଆସିବ ତେବେ କୃଷକ ଓଡିଶା ପୋର୍ଟାଲ ରୁ ଡାଟା ଜାଇ କାଳିଆ ଯୋଜନା ରେ ପୁଣି ଆପଣ ମାନେ ଚାଷୀ ଲିଷ୍ଟରେ ନାମ ଆସିଲେ ଆପଣ ମାନେ ବି ଟଙ୍କା ପାଇ ପାରିବେ କାଳିଆ ଯୋଜନା ଅଧିନରେ ପ୍ରତିବର୍ଷ 4 ହଜାର ଟଙ୍କା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।