ଏକୁଟିଆ ଥିଲା ବେଳେ କେବଳ ପଢନ୍ତୁ ଏହି ଖବର ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଜି ଆମର ଏହି ପୋଷ୍ଟ ମାଧ୍ୟ ରେ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା କୁହାଯାଇଥିବା କଥା କହିବୁ ଯାହାକି ଆପଣ ମାନେ ଏକ ବେସିୟା ଠାରୁ ଏହି ଗୋଟିଏ କଥା ସଦା ସର୍ବଦା ଶିଖିବା ଦରକାର , ତେବେ ଏହା କରିବା ଦ୍ୱାରା ଆପଣ ମାନେ ଆପଣ ଙ୍କ ର ଜୀବନ ରେ ବହୁତ ଧନୀ ହେବାର ଆଶଙ୍କା ରହିଛି , ତେବେ ଏହା ପୂର୍ବରୁ ସେହି କଥା କଣ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।

ତେବେ ବନ୍ଧୁଗଣ ଏହା ଜାଣିବା ଆଗରୁ ସମସ୍ତ ପୁରୁଷ ମାନଙ୍କୁ ଏହି 3 ଟି ଜିନିଷ ର ଧ୍ୟାନ ଦେବାକୁ ପଡିବ ନଚେତ ସେମାନେ ତାଙ୍କର ଜୀବନ ରେ ବହୁତ ଅସୁବିଧା ରେ ପଡିବେ । ତେବେ ପ୍ରଥମ ରେ ହେଉଛି ଆପଣ କେବେ ହେଲେ ଆପଣ ଙ୍କ ସ୍ତ୍ରୀ କୁ ଏକା ଛାଡନ୍ତି ନାହିଁ ନଚେତ ସେ ଆଉ କେଉଁ ପୁରୁଷ ସହ ଶା-ରୀ-ରିକ ସ-ମ୍ପର୍କ ରଖିପାରନ୍ତି ,

chan

ତେବେ ଦ୍ୱିତୀୟ ରେ ହେଉଛି ପୁସ୍ତକ ତେବେ ଆପଣ ଯଦି ଏହାକୁ କାହା ସହ ସେୟାର କରନ୍ତି ତେବେ ଏହା ଆପଣ ଙ୍କୁ ପରବର୍ତ୍ତୀ ସମୟ ରେ ଚିରା କିମ୍ବା ଫୋଟା ଅବସ୍ଥା ରେ ମିଳିପାରେ ।

ତେବେ ତୃତୀୟ ରେ ହେଉଛି କାହାକୁ ଟଙ୍କା ଦେବା ଆଗରୁ ଆପଣ ସବୁବେଳେ ଧ୍ୟାନ ଦେବା ଦରକାର କି ସେ ଲୋକ ର ଟଙ୍କା ଫେରାଇବାର ସାମର୍ଥ ଅଛି କି ନାହିଁ ନଚେତ ଆପଣ ଙ୍କୁ ସେହି ଟଙ୍କା ଫେରି ପାଇବାର ଆଶା ରହିବ ନାହିଁ । ତେବେ ଆପଣ ମାନେ ଏହି 3 ଟି କଥା କୁ ଧ୍ୟାନ ଦେବା ଉଚିତ ।

chanakya

ତେବେ ଆସନ୍ତୁ ଏବେ ଜାଣିବା ଆପଣ ମାନେ ଏକ ବେସିୟା ଠାରୁ କଣ ସିଖିବା ଦରକାର ତେବେ ବନ୍ଧୁଗଣ ଏକ ବେସୀୟା ଯେମିତି କେବେ ବି କାହାର ଅର୍ଦ୍ଧାଙ୍ଗିନୀ ହୋଇ ରହିନଥାଏ ଏବଂ ସେ କେବେ ହେଲେ କାହା ଉପରେ ନିର୍ଭର କରିନଥାଏ ଏବଂ ସେ ସମସ୍ତ ଙ୍କୁ ତା ପାଖରେ ତା କହିବା ଅନୁସାରେ ରଖିଥାଏ ।

ଠିକ ସେହି ପରି ଆପଣ କେବେ ହେଲେ କାହା ଉପରେ ନିର୍ଭର ନ କରି ସଦା ସର୍ବଦା ଅନ୍ୟ ମାନଙ୍କୁ ଆପଣ ଙ୍କ ତଳେ କେମିତି ରଖିବେ ସେହି କଥା ଆପଣ ମାନେ ଶିଖିବା ଉଚିତ । ତେବେ ବନ୍ଧୁଗଣ ଏହା ରହିଥିଲା ଚାଣକ୍ୟ ଙ୍କ ର କିଛି ନୀତି ଶାସ୍ତ୍ର ଯାହାକି ଆପଣ ଜାଣି ରଖିବା ଦରକାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *