ବସ ଷ୍ଟପ୍ ରେ ଭିଡ଼ିଓ କରିବା ପଡିଲା ମହଙ୍ଗା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଏବେ ସୋସିଆଲ ମିଡିଆ ରେ ଏକ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ଯାହାକି ବହୁତ ନିନ୍ଦନିୟ ଘଟଣା ଅଟେ । ତେବେ ଏପରି ଦୃଶ୍ୟ କୁ ଦେଖିଲା ପରେ ଆପଣ ମାନେ ମଧ୍ୟ ଆଜିର ସମାଜ ଏପରି ଲୋକ ମାନଙ୍କ ପ୍ରତି ଆପଣ ଙ୍କ ର ଖାରପ ଭାବନା ଆପଣ ଙ୍କ ର ମନରେ ଜାତ ହେବ ।

ତେବେ ଏହି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ରେ ଦେଖିବାକୁ ମିଳିଛି ଏକ ମହିଳା କୈଣସି ସ୍ଥାନ କୁ ଯିବା ପାଇଁ ସେ ଏକ ବସ ଷ୍ଟ୍ୟାଣ୍ଡ ରେ ଆସି ବସ କୁ ଅପେକ୍ଷା କରୁଛନ୍ତି ତେବେ ଉକ୍ତ ମହିଳା ଙ୍କ ର ପୋଷାକ ଏପରି ରହିଥିଲା ଯାହାକି ତାଙ୍କର ପୋଷାକ ରେ ତାଙ୍କର କାନ୍ଧ ପାଖରେ କିଛି ଫାଙ୍କା ସ୍ଥାନ ରହିଥିଲା ଯେଉଁଥିରେ କି ତାଙ୍କର ଭିତର ର ପୋଷାକ ଦେଖାଯାଉଥିଲା ।

Bus Stops

ତେବେ ସେହି ସମୟ ରେ କିଛି ଯୁବକ ମାନେ ଆସି ତାଙ୍କର ଫାଙ୍କା ସ୍ଥାନରେ ଭିତର ପୋଷାକ ଦେଖା ଯାଉଥିବା ସ୍ଥାନରେ ରେ ଯୁବକ ମାନେ ତାଙ୍କର ମୋବାଇଲ ଜାରିଆ ରେ ସେମାନେ ଫୋଟ ଉଠାଇ ଯୁବତୀ ଜଣଙ୍କୁ ହଇରାଣ କରୁଥିଲେ । ତେବେ ଯୁବତୀ ଜଣକ ଏ ସବୁ କୁ ନ ଜାଣି ପାରି ସେ ତାଙ୍କର ଫୋନ ରେ ଅନ୍ୟ କାହା ସହ କଥା ହେଉଥିଲେ ତେବେ ସେ ଜାଣି ପାରୁନଥିଲେ ତାଙ୍କର ପଛ ପଟେ କିଛି ବଦମାସ ଯୁବକ ମାନେ ତାଙ୍କର କିଛି ଅ-ଶୀଳ ଫୋଟ କୁ ତାଙ୍କର ଫୋନ ଜରିଆରେ ଉତ୍ତୋଳନ କରୁଛନ୍ତି ବୋଲି ।

ତେବେ ସେଠାରେ ଉପସ୍ଥିତ ରହିଥିବା ଏକ ଛୋଟ ଝିଅ ଏ ସବୁ ଦୃଶ୍ୟ କୁ ଦେଖି ଉକ୍ତ ମହିଳା ଜଣକୁ ଏହି ସବୁ ଘଟଣା ବିଷୟ ରେ ଅବଗତ କରାଉଛନ୍ତି , ପରେ ମହିଳା ଏହି ସବୁ ଘଟଣା ବିଷୟ ରେ ଅବଗତ ହେବା ପରେ ସେହି କୁନି ଝିଅ ଟି ତାର ମୁଣ୍ଡ ର କ୍ଲିପ କୁ କାଢି ସେହି ମହିଳା ଙ୍କ ର କାନ୍ଧ ରେ ଦେଖାଯଉଥିବା ଫାଙ୍କା ସ୍ଥାନରେ କ୍ଲିପ ଟି ଲଗାଇ ଦେଉଛି ।

ପରେ ଯୁବତୀ ଜଣକ ସେହି କୁନି ଝିଅ ଟି ର ଏପରି କାର୍ଯ୍ୟ ଦେଖି ତା ଉପରେ ଖୁସି ହୋଇ ତାକୁ ତାଙ୍କର ବ୍ୟାଗ ରୁ ଏକ ଚକଲେଟ କାଢି ତାଙ୍କୁ ଦେଉଛନ୍ତି । ତେବେ ଆପଣ ମାନେ ଯଦି କୈଣସି ସର୍ବସାଧାରଣ ସ୍ଥାନରେ ଏପରି ପୋଷାକ ପିନ୍ଧି ଯାଉଥାନ୍ତି ତେବେ ଆପଣ ମାନେ ସତର୍କ ହୋଇଯାଆନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *