ମାଳିକା ରେ ଲେଖା ଏଭଳି କଥା,asuthiba ଆସନ୍ତା ଅକ୍ଟୋବରରୁ ନଭେମ୍ବର ଭିତରେ ଜଳମଗ୍ନ ସହ ବଜ୍ରପାତ ବିପାତ ହେବ ସାରା ରାଜ୍ୟ…

malika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 2022 ମସିହା ଅକ୍ଟୋବର ମାସରେ କିଛି ପବନ ବର୍ଷା ହୋଇ ପାରେ । ତେବେ ଏହି ସତର୍କ ଘଣ୍ଟି ସରକାର ବି ଦେଉଛନ୍ତି ଚାରିଆଡେ । ତେବେ ଏହି ଲଘୁଚାପ ସୃଷ୍ଟି ହୋଇ ବାତ୍ୟାର ରୂପ ନେଇ ପାରେ । ପବିତ୍ର ମାଳିକା ରେ ରହିଛି 2022 ଟି ବଡ ସଂଙ୍ଘାତିକ ବେଳ । ଜ୍ଞ୍ୟାନୀ ମାନେ ଜାହା ଦେଖିବେ ଅଜ୍ଞ୍ୟାନୀ ମାନେ ମଧ୍ୟ ତାହା ହିଁ ଦେଖିବେ ।

ତେବେ ଏହି ସମୟ ରେ ଯେଉଁ ଚାଲିଛି ଘୋର ମୟ ତାହା ବିତିପାତ୍ତ ସମୟ ପୂର୍ବରୁ ଯେଉଁ ବଡ ବାତ୍ୟା ହୋଇଥିଲା 1999 ରେ 3 ଟି 9 ଟା ଥିଲା ଏଇ ସେମିତି 2022 ରେ ମଧ୍ୟ ସେମିତି 3 ଟା 2 ଦିଆଯାଉଛି । ତେବେ ବିତ୍ତିପାତ ହେବ ଘଡଘଡି ମାରିବ । ଏବଂ ପଶ୍ଚିମ ରେ ବହୁତ ଘଡଘଡି ମାରିବ । ବହୁତ କ୍ଷେତି କରିବ ତେବେ ପଶ୍ଚିମ ଓଡିଶା ରେ ଘଡଘଡି ମାରି ସାଂଘାତିକ କରିବ ।

malika

ଏହି ସମୟ ମୋଟେ ବି ଭଲ ନୁହେଁ। ଓଡ଼ିଶାକୁ ବହୁତ ବିପଦ ଅଛି। ମାଳିକାରେ ବି ଲେଖା ହୋଇଥିଲା ପବନ ସୃଷ୍ଟି ହୋଇ ବିତି ପାତ୍ତ କରିବ। 2023 କଟିବା ପର୍ଯ୍ୟନ୍ତ ଟିକେ ଖରାପ ସମୟ ଅଛି। ବେଶୀ ଆମର ଲଘୁଚାପ ବଳୟ ପରବର୍ତ୍ତୀ କାଳରେ ବାତ୍ୟାର ରୂପ ଧାରଣ କରିବ। 2035 ମସିହାରେ ଅତି ବଡ ଧରଣ ର ହେବ ଯେତେ ବେଳେ ଲୋକ ମାନେ ଖାଇବା ପାଇଁ ପାଇବେ ନାହିଁ । ସେହି ସମୟ ରେ ମାହମାରୀ ବି ସୃଷ୍ଟି ହେବ । ଏବଂ ନଷ୍ଟ କରି ଦେଇ ପାରେ 2035 ମସିହା ବେଳକୁ ତ ଆରମ୍ଭ ହେବ ।

ବର୍ତମାନ ପାକିସ୍ତାନ ରେ ଜଳାବର୍ଣ୍ଣ ହୋଇଗଲା ସେମିତି ବି ଆମର ହେବ । 2022 ମସିହା ରେ ଦେଶ ଦେଶ ମଧ୍ୟରେ ଟିକିଏ ବି ଭଲ ସଂମ୍ପର୍କ ରହୁନାହିଁ । ମାଳିକା ରେ ଲେଖା ରହିଛି କି ଫିରଙ୍ଗୀ ମାଡି ଆସିବେ । ସେହି ପାଇଁ ଦେଶ ଦେଶ ମଧ୍ୟରେ ଝଗଡା ଲାଗିବେ ବୋଲି ମାଳିକା ରେ ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *