ସତ ହଉଛି ଭବିଷ୍ୟତ ମାଳିକା ବଚନ! ସତରେ କଣ ଶେଷ ହୋଇଯିବ କଳିଯୁଗ….

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଖେଇ ଆସିଲା କଳି ଜାଜପୁର ଠାରେ ଶୁଭିବ ଏମିତି ଏକ ରଡି ଏତେ ବଡ ସାପ ଗର୍ଜନ କରିବ । ଅଣଚାଶ ପବନ ବହିବ ଏକା ଥରେ ମହାପୁରୁଷ ଙ୍କ ଭବିଷ୍ୟବାଣୀ ହେବ ସତ୍ୟ । ଭବିଷ୍ୟତ କୁ ଦେଖି ପାରୁଥିବା ମହାପୁରୁଷ ମାଳିକା ରେ ବର୍ଣ୍ଣିଂତ କରିଜାଇଛନ୍ତି । ଆଗକୁ କଣ ଘଟିବ । ଆଉ ମାଳିକା ରେ ଜାହା ଲେଖି ଜାଇଛନ୍ତି ତାହା ହେଉଛି ସତ୍ୟ ।

ମାଳିକା ରେ ଲେଖା ରହିଛି ଶ୍ରୀ କଳ୍ପବଟ ଦେବ ନିଆଞ୍ଚଳ ଛାଡିଯିବେ ମଦନ ଗୋପାଳ ଅର୍ଥାତ ଯେତେବେଳେ କଳ୍ପବଟ ରେ ଘାତହେବ । ସେତେ ବେଳେ ନିଳାଞ୍ଚଳ ଛାଡିଯିବେ ମଦନ ଗୋପାଳ । ଆଉ ସେହି ସମୟ ରେ ସାତଦିନ ଦେଉଳରେ କବାଟ ପଡିବ । ସଗଡ ଗାଡି ରାସ୍ତାରେ ପଥ ଦେଖାଯିବ ନାହିଁ । ନକ୍ଷେତ୍ର ଲଞ୍ଚା ପଡିବ ଆଉ କଣ ହେବନା ମହାପୁରୁଷ କହିଛନ୍ତି ଅଣଚାଶ ପବନ ବହିବ ଏକାଠି ।

malika

ଲୁଣ ଉଡିବ ଏବଂ ଲୁପ ପବନ ବହିବ ଆଉ ନଦୀ ନାଳ ପୋତି ହୋଇଯିବ ଅର୍ଥାତ ଘଡଘଡି ମାରିବ ବୋଲି କୁଣ୍ଡି ନଗ୍ର ଠାରୁ ବିଶାଳ ସର୍ପ ବାହାରିବ ସେହି ବିଶାଳ ସର୍ପ ର ଧ୍ୱସଂ ଯିଏ ସୁଣିବ ସେ ହେବ ଧ୍ୱସଂ । କେବଳ ଏତିକି ନୁହେଁ ମହାପୁରୁଷ ଦିର୍ଘ ବର୍ଷ ପୂର୍ବରୁ ଲେଖିଜାଇଛନ୍ତି । 12 ହାତ ଖଣ୍ଡା ବୁଲିବ ଜାଜପୁର ଠାରେ ମହାମାଇ ଏକ ରଡି ହେବ । ଆଉ ଏହି ରଡି ଯିଏ ସୁଣିବେ ପ୍ରାଣ ହରେଇବେ ସାତ ଦିନ ସାତ ରାତି ଅନ୍ଧାର ହେବ ଚଣ୍ଡୀ ଚାମୁଣ୍ଡା ଏବଂ ଗାଁ ମସାଣୀ ରେ ପରିଣତ ହେବ ।

କୁଢ କୁଢ ଶବ ପଡିଥିବ ହେଲେ ଶବକୁ କାନ୍ଧ ଦେବାକୁ କେହି ନଥିବେ ଶିଆଳ କୁକୁର ଘରେ ଘରେ ପସିଯିବେ । ଏମିତି ଭାବେ କଳିଯୁଗ ଶେଷ ହେବ କଳିଯୁଗ ଶେଷରେ ଦୁଃଖି ରଙ୍କି ଭିକ୍ଷା ନେବେ ନାହିଁ । ବନ୍ଧୁବାନ୍ଧବ ନିଜ ଲୋକ ମାନଙ୍କ ମଧ୍ୟରେ ବିବାଦ ଦେଖିବା ପାଇଁ ମିଳିବ । କିଛି ବ୍ୟକ୍ତି ମାନେ ମୋର ମୋର କହି ସୁନ୍ଦର କଥା କହିବେ ଏବଂ ମିଛ କପଟ କରି ଲୁଟି ନେବାକୁ ଚେଷ୍ଟା କରିବେ ।

Malika

ନାରୀ ପୁରୁଷ ମଧ୍ୟରେ ଆଉ ବିଶ୍ୱାସ ରହିବ ନାହିଁ । ସ୍ୱାମୀ ସ୍ତ୍ରୀ କୁ ସନ୍ଧେହ କରିବ ସ୍ତ୍ରୀ ସ୍ୱାମୀ କୁ ସନ୍ଧେହ କରିବ । ପର-କ୍ରିୟା ପ୍ରିତି ବଢିବ ଭାଇ ଭାଇ ମଧ୍ୟରେ ବିବାଦ ଦେଖାଦେବ । ସାନ ବଡ କେହି ମାନିବେ ନାହିଁ ଏପରି ଭାବେ ଯେତେ ବେଳେ ପାପର ଭାର ବଢିବ ସେତେ ବେଳେ କଳିଯୁଗ ଶେଷ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *