Increase Height- ଗୋଟେ ସପ୍ତାହରେ 4 ରୁ 6 ଇଞ୍ଚ ଉଚ୍ଚତା ବଢିଯିବ, ବାସ ସକାଳୁ ପିଅନ୍ତୁ ଏହି ପାଣି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସମସ୍ତ ଙ୍କୁ ଅଧିକ ହାଇଟ ରହିଥିବା ଲୋକ ମାନେ ବହୁତ ଭଲ ଲାଗନ୍ତି । କାରଣ ଉଚ୍ଛତା ଅଧିକ ଥିଲେ ବ୍ୟକ୍ତିର ବ୍ୟକ୍ତିତ୍ୱ ଉପରେ ଅଧିକ ପ୍ରଭାବ ପଡିଥାଏ । ସେହିଥି ପାଇଁ ସମସ୍ତେ ଲମ୍ବା ହେବା ପାଇଁ ଇଚ୍ଛା କରନ୍ତି । ପିଲା ଦିନେ କିଛି ଖାଦ୍ୟ ଏବଂ ପୋଷକ ତତ୍ୱର ଅଭାବ କାରଣ ରୁ କିଛି ଲୋକ ମାନଙ୍କର ଉଚ୍ଚାତା ଅଧିକ ବଡିପାରେ ନାହିଁ । ହେଲେ କିଛି କ୍ଷେତ୍ର ରେ ବଂଶଗତ କାରଣ ରୁ ମଧ୍ୟ କମ୍ ଉଚ୍ଚତା ହେବାର କାରଣ ହୋଇଥାଏ । ତେବେ ଏହାକୁ ଆମେ ଜେନେଟିକ କାରଣ ମଧ୍ୟ କହି ପାରିବା ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଘୋରଇ ଉପଚାର ଜାହାକୁ ବ୍ୟବହାର କରି ଆପଣ ମାନେ ଶୀଘ୍ର ଶୀଘ୍ର ନିଜର ଉଚ୍ଚତା କୁ ବଢେଇ ପାରିବେ । ଏପରି କି ଏକ ସପ୍ତାହ ରେ ନିଜର ଉଚ୍ଚତା କୁ 4 ରୁ 6 ଇଞ୍ଚ ପର୍ଯ୍ୟନ୍ତ ବଢେଇ ପାରିବେ । ସାଧାରଣତଃ ପୁଅ ପିଲା ମାନଙ୍କ ଉଚ୍ଚତା 11 ରୁ 18 ବର୍ଷ ମଧ୍ୟରେ ବଢିଥାଏ । ହେଲେ 18 ବର୍ଷ ରୁ ସେମାନଙ୍କ ହାଇଟ ବଢିବା କିଛି ମାତ୍ରା ରେ କମିଯାଏ । ତେବେ 24 ବର୍ଷ ପର୍ଯ୍ୟନ୍ତ ପୁଅ ମାନଙ୍କ ହାଇଟ ବଢିଥାଏ ।

ସେହିପରି ବନ୍ଧୁଗଣ ଝିଅ ପିଲା ଙ୍କର ସାଇକେଲ ବା ମାସିକ ଧର୍ମ ଆରମ୍ଭ ହେବା ପୂର୍ବରୁ ହିଁ ଶୀଘ୍ର ଶୀଘ୍ର ବଢିଥାଏ । ଯେପରିକି ପ୍ରାୟତଃ 12 ବର୍ଷ ପର୍ଯ୍ୟନ୍ତ । କିନ୍ତୁ 12 ବର୍ଷ ରୁ ହାଇଟ ବଢିବାର ସ୍ପିଡ କମିଯାଇଥାଏ । ଝିଅ ମାନଙ୍କ ହାଇଟ 21 ବର୍ଷ ପର୍ଯ୍ୟନ୍ତ କିଛି କିଛି ମାତ୍ରା ରେ ବଢିଥାଏ । ଏହା ପରେ ସେମାନଙ୍କ ହାଇଟ ବଢିବା ବନ୍ଦ ହୋଇଯାଏ । ସାଧାରଣତଃ ଖାଇବା ପିଇବା ଏବଂ ଜିବନ ଶୈଳି କୁ ନେଇ ସମସ୍ତ ଙ୍କ ଇଚ୍ଚା ବଢିଥାଏ । ଏହି କାରଣ ରୁ କିଛି ଲୋକ ମାନଙ୍କର ହାଇଟ କମ୍ ବଢୁଥିବା ବେଳେ କିଛି ଲୋକ ମାନଙ୍କ ହାଇଟ ଅତି କମ୍ ବୟସ ରୁ ଶୀଘ୍ର ବଢିଯାଏ ।

Height

ତେବେ ମଣିଷ ଶରୀର ରେ ବିଭିନ୍ନ ହୋରମନ ବିଭିନ୍ନ କାରଣ ରୁ ରହିଛି । ସେହି ପରି ହାଇଟ ବଢେଇବା ପାଇଁ ହ୍ୟୁମାନ ଗ୍ରୋଥ ନାମକ ଏକ ହରମୋନ ରହିଅଛି ଜାହା ଆମ ଶରୀର ମଧ୍ୟରେ ରହିଥାଏ । ଜାହା ସାହାଯ୍ୟ ରେ ଶରୀର ର ହାଇଟ ବଢେ । ଏହା ସହିତ ଶରୀର ହାଇଟ ନବଢିବା ବିଭିନ୍ନ ପ୍ରକାରର ଭିଟାବିନ ହୋଇଥାଏ ।

ତେବେ ଆମେ ଯେଉଁ ଉପଚାର ବିଷୟ ରେ କହିବା ପାଇଁ ଯାଉଛୁ ସେହି ପ୍ରଥମେ ଏକ ଚାମଚ ରେ କଳା ରାଶି ନିଅନ୍ତୁ । ସେହିପରି ଦ୍ୱତୀୟ ରେ ଆଲ୍ମଣ୍ଡ ଓ ତୃତୀୟରେ ଏଥିରେ ମିଶାନ୍ତୁ ଦୁଇ ଚାମଚ ଅଶ୍ଵଗନ୍ଧା ପାଉଡର । ବର୍ତ୍ତମାନ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଏହାର ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ । ବର୍ତ୍ତମାନ ଆପଣ ଏହାକୁ ପ୍ରତିଦିନ ରାତିରେ ବା ସକାଳେ ଏକ ଗ୍ଳାସ କ୍ଷୀର କିମ୍ବା ଏକ ଗ୍ଳାସ ଉଷୁମ ପାଣି ରେ ଏକ ଚାମଚ ଏହି ଗୁଣ୍ଡ ରୁ ମିଶାଇ ଏହାକୁ ସେବନ କରନ୍ତୁ ।

vegetables

ବନ୍ଧୁଗଣ ଏହା ସେବନ କରିବା ସହିତ ଆପଣ ମାନଙ୍କୁ ଆହୁରୀ ମଧ୍ୟ କରିବାକୁ ହେବ ଯେମିତି ପ୍ରତି ଦିନ କିଛି ପରିବା ଆଦି ପୋଷକ ଯୁକ୍ତ ଖାଦ୍ୟର ସେବନ କରନ୍ତୁ । ଏହା ସହିତ ଭାରି ଖାଦ୍ୟ ବା ଜଙ୍କ୍ ଫୁଡ ଠାରୁ ଆପଣ ମାନଙ୍କୁ ଦୂରେଇ ରହିବାକୁ ହେବ । ଏହା ସହ କିଛି ସମୟ ପାଇଁ ଆପଣ ମାନେ ଯୋଗ ବ୍ୟାୟାମ୍ କରନ୍ତୁ । ବନ୍ଧୁଗଣ ଏମିତି କରିଲେ ବହୁତ ଜଲ୍ଦୁି ଆପଣ ମାନଙ୍କର ଉଚ୍ଚତା ବଢିବାକୁ ଲାଗିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *