କିଷାନ ଟଙ୍କା ପାଇବାକୁ ଚାହୁଁଥିଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କିଷାନ ଯୋଜନା ରେ ଆସୁଛି ବଡ ଖୁସୀ ଖବର ତେବେ ଯଦି ଆପଣ ମାନେ ମଧ୍ୟ ଚାହିଁ ବସିଛନ୍ତି 2000 ଟଙ୍କା କିଷାନ ଯୋଜନା ରେ 12 ତମ କିସ୍ତି କେବେ ସୁଧା ଆସିବ ବୋଲି ତେବେ ଏହି ନେଇ ଆସିଛି ଆପଣ ମାନଙ୍କ ଲିଷ୍ଟ ରେ ନାମ ଥିଲେ ଦେଖନ୍ତୁ ଆପଣ ମାନେ ବି କେବେ ସୁଧା ପାଇ ପାରିବେ 2000 ଟଙ୍କା ।

ପ୍ରଥମେ ତ ଆପଣ ମାନେ ଜାଣି ରଖନ୍ତୁ କିଷାନ ଯୋଜନା ରେ ନୂଆ ଲିଷ୍ଟ ଆସିଜାଇଛି । ତେବେ ଆପଣ ମାନେ ଯଦି ଦେଖିବା ପାଇଁ ଚାହିଁବେ ତେବେ ଆମେ ଏହାର ଲିଙ୍କ୍ ମଧ୍ୟ ତଳେ ଦେଇଦେଇଛୁ । ତେବେ ବନ୍ଧୁଗଣ ଆମେ ଏଠାରେ ଯଦି ଏହି କିଷାନ ଯୋଜନା ର 11 ତମ କିସ୍ତି ବିଷୟ ରେ କହିବା ତେବେ ୱେବସାଇଟ ମୁତାବକ ଆପଣ ମାନେ ଦେଖନ୍ତୁ ।

pm

ମେ ମାସ 31 ତାରିଖ ଅର୍ଥାତ ମାସର ଶେଷ ତାରିଖ ରେ ଆସିଥିଲା ଠିକ୍ ସେମିତି ଏବେ ଯଦି ଆମେ କଥା କହିବା ତେବେ ଆପଣ ମାନେ ଚାହିଁଲେ ଗୁଗୁଲ ରେ PMkisan ଲେଖି ସର୍ଚ୍ଚ କରିବେ ତେବେ ଆପଣ ମାନେ ଦେଖନ୍ତୁ ଏବେ ମଧ୍ୟ ଗୁଗୁଲ ରେ 12 ଘଣ୍ଟା 14 ଘଣ୍ଟା ପୂର୍ବରୁ ସମସ୍ତ ନ୍ୟୁଜ ୱେବସାଇଟ ଯେଉଁ ଥିରେ ଆପଡେଟ ମଧ୍ୟ ଆସିଜାଇଛି ।

କି କିଷାନ ଯୋଜନା ର ଟଙ୍କା ସେମିତି ସେପ୍ଟେମ୍ବର 31 ତାରିଖ ଅର୍ଥାତ ମାସର ଶେଷ ତାରିଖ ରେ ଆସିବାକୁ ଯାଉଛି 12 ତମ କିସ୍ତିର 2000 ଟଙ୍କା ଯଦି ଆପଣ ମାନଙ୍କର ଲିଷ୍ଟ ରେ ନାମ ଥିବ ତେବେ ତାହାଲେ ବି ଆପଣ ମାନେ ପାଇ ପାରିବେ 2000 ଟଙ୍କା ।

ତେବେ ଏହିଥି ପାଇଁ ଆପଣ ମାନେ ଏହି ଯୋଜନା ରେ EKYC କରିଥିବା ନିଶ୍ଚିତ ଭାବେ ଜରୁରୀ ଅଟେ । ଯଦିବି କରେଇ ନାହାଁନ୍ତି ତେବେ ବର୍ତମାନ ସମୟ ରେ ବି ସମୟ ରହିଛି ଆପଣ ମାନେ ନିଶ୍ଚିତ ଭାବେ କରେଇ ନିଅନ୍ତୁ ଏବଂ ପାଇ ପାରିବେ 2000 ଟଙ୍କା ଏହି ଯୋଜନା ଅଧିନରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *