ରାସନ କାର୍ଡ ଥିଲେ ଶୀଘ୍ର ଦେଖନ୍ତୁ, ଆସିଲା ନୁଆ ନିୟମ, ଏହି ସବୁ ଜିନିଷ ଥିଲେ କଟିଯିବ ଆପଣଙ୍କ ନାଁ… Sarkara କରିଲେ ବଡ଼ ଘୋଷଣା

Ration

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଯଦି ଏକ ରାସନ କାର୍ଡ ଧାରୀ ଏବଂ ଆପଣଙ୍କୁ ଯଦି ରାସନ ସାମଗ୍ରୀ ମିଳୁଛି । ତେବେ ତେବେ ଜାଣି ରଖନ୍ତୁ ରାସନ କାର୍ଡ ସମନ୍ଧିୟ କିଛି ନୂଆ ସୂଚନା ଏହି ସବୁ ଲୋକ ମାନଙ୍କୁ ଆଉ ମିଳିବ ନାହିଁ ରାସନ ଏହାକୁ ନେଇ ସରକାରଙ୍କ ତରଫରୁ ଜାରି ହୋଇଛି ଆଉ କିଛି ନୂଆ ନିୟମ ଯଦି ଆପଣ ଜଣେ ରାସନ କାର୍ଡଧାରି ତେବେ ଏହି ଖବରଟି ଆପଣଙ୍କ ପାଇଁ ବଡ ଖବର ଅଟେ ।

ତେବେ କୋରନା ଅବଧି ରେ ହୀତାଧିକାରୀ ମାନଙ୍କ ପାଇଁ ରାସନ ସୁବିଧା ଆରମ୍ଭ କରିଥିଲେ । ଦେଶର କୋଟି କୋଟି ଲୋକ ମାନେ ଲାଭ ଉଠେଇ ଥିଲା ହେଲେ ବର୍ତମାନ ସମୟ ରେ ଦେଶର ବହୁତ ଅଯୋଗ୍ୟ ଲୋକ ମଧ୍ୟ ଏହି ସୁବିଧା ଉଠାଊଛନ୍ତି । ତେବେ ଯଦି ଆପଣ ମାନେ ରାସନ କାର୍ଡ ଲାଭ ନେଉଛନ୍ତି । ତେବେ ଏହା ଜାଣି ରଖିବା ଜରୁରୀ ଅଟେ କି କେଉଁ ପରିସ୍ଥିତି ରେ ଆପଣ ମାନଙ୍କ କାର୍ଡ ବାତିଲ ହେବ ।

Ration

ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏକ ଭୁଲ ଉପାୟ ରେ ତିଆରି ହେଉଥିବା ଏକ ରାସନ କାର୍ଡ ପାଉଛନ୍ତି ଏହା ଥିଲେ ଆପଣ ମାନେ ଲାଭ ଉଠାଉଛନ୍ତି । ତେବେ ଯଦି ଆପଣ ମାନଙ୍କ ଉପରେ ଅଭିଯୋଗ ଆସେ ତେବେ ଆପଣ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ ହୋଇପାରେ । ବନ୍ଧୁଗଣ ସରକାରଙ୍କ ନିୟମ ଅନୁଯାୟୀ ଯଦି ରାସନ କାର୍ଡ ଆପଣ ନେଇଛନ୍ତି ତେବେ ଯାଞ୍ଚ ପରେ ଏହିପରି ଲୋକଙ୍କ କାର୍ଡ ମଧ୍ୟ ବାତିଲ ହେବ ।

ଏହା ସହିତ ସେହି ପରିବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରା ଯାଇପାରେ । ଏତିକି ନୁହେଁ ଯେହେତୁ ସେ ଏପରି ଲୋକଙ୍କ ଠାରୁ ରାସନ ନେଉଛନ୍ତି ସେହି ରାସନ ମଧ୍ୟ ଫେରାଇ ନିଆଯିବ ଯଦି ଜଣେ କାର୍ଡଧାରୀଙ୍କ ନିଜ ଆୟରୁ ଅର୍ଜନ ହେଉଥିବା 100 ବର୍ଗ ମିଟରର ଗୋଟିଏ ଫ୍ଲାଟ୍ ରହିଛି ବା ତାଙ୍କର କୈଣସି ଚାରି ଚକିଆ ଯାନ ରହିଛି ।

କିମ୍ବା ତାଙ୍କ ପାଖରେ ଅସ୍ତ୍ର ସସ୍ତ୍ର ଲାଇସେନ୍ସ ତଥା ଗ୍ରାମରେ ବାର୍ଷିକ ଆୟ 2 ଲକ୍ଷ ଏବଂ ସହର ରେ ବାର୍ଷିକ ଆୟ 3 ଲକ୍ଷ ରହିଥିବ ତେବେ ସେମାନେ ଏହି କାର୍ଡ ପାଇବା ରେ ଅଯୋଗ୍ୟ ବୋଲି ପ୍ରମାଣିତ ହେବେ । ଏହି ପରି ସ୍ଥଳରେ ଆପଣ ମାନେ DS ଅଫିସ କିମ୍ବା ତହସିଲ ଅଫିସ ରେ ଏହି କାର୍ଡ କୁ ଯମା ଦେବା ଉଚିତ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *