ମୋ ଜୀବନ ନେଇଯା ପଛେ ମୁଁ ଦେହ ଦେବିନି, ମୋ ପାଇଁ ମୋ ଇଜ୍ଜତ ବଡ…

Ankita 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ଶରୀର ଦେଇ ପାରିବିନି ମୋ ଜୀବନ ପଛେ ନେଇଯା । ମାନୁଛି ମୁଁ ଗରିବ । ମୋତେ ମୋ ଘର ଚଳେଇବା ପାଇଁ ଟଙ୍କା ଆବଶ୍ୟକ । ଆଉ ସେଇଥିପାଇଁ ତମ ହୋଟେଲ ରେ ମୁଁ କାମ କରୁଛି । କିନ୍ତୁ ତମ ୧୦ ହଜାର ପାଇଁ ତମ ଗେଷ୍ଟ ମାନଙ୍କ ସହିତ ଶା-ରୀ-ରିକ ସ-ମ୍ପ-ର୍କ ରଖି ପାରିବି ନାହିଁ । ହୋଟେଲ ରେ ପହଞ୍ଚିଥିଲେ ବଡ ବଡିଆ ମନ୍ତ୍ରୀ ପୁଅ । ରିସ୍ପେସିନଟିଭ ଭାବେ ହୋଟେଲରେ ଥାନ୍ତି ଅଙ୍କିତା ।

ଠିକ୍ ରାତି ବଢିବା ସହ ହୋଟେଲରେ ପହଞ୍ଚିବା ଗେଷ୍ଟ ମାନଙ୍କର ନଜର ପଡିଥିଲା ଅଙ୍କିତାଙ୍କ ଶରୀର ଉପରେ । ଅଙ୍କିକାକୁ ୧୯ ବର୍ଷ ହୋଇଥିବା ବେଳେ ଦେଖିବାକୁ ଖୋବ୍ ସୁନ୍ଦର ଥିଲେ ଅଙ୍କିତା । ଆଉ ସେପଟେ ଗେଷ୍ଟ ମାନଙ୍କର ମନକୁ ଜତିବାକୁ ହୋଟେଲ ମାଲିକ ଅଙ୍କିତାକୁ କହିଲେ । ଯାଉ ସେମାନଙ୍କ ସହ ଶା-ରୀ-ରିକ ସ-ମ୍ପ-ର୍କ ରଖ । ତମକୁ ଏଇ ରାତି ପାଇଁ ୧୦ହଜାର ଟଙ୍କା ଦିଆଯିବ ।

Ankita

ଟଙ୍କାର ଲୋଭ ଦେଖାଇଲେ । ଆଉ ସେହି ସମୟରେ ବି ଅଙ୍କିତା ଶରୀରକୁ ମନ ଇଛା ଆଲିଙ୍ଗନ କରୁଥିଲେ ସେମାନେ । ଯାହାକି ଅଙ୍କିତା କେବେବି ଚାହୁଁ ନଥିଲେ । ଆଉ ତାଙ୍କ ସହ ଏଭଳି ଘଟିବ ଆଉ ଏହା ତାଙ୍କ ମାନସିକ ସ୍ଥିତିକୁ ଏଭଳି ବିଗାଡି ଦବ ସେ କେବେ ଭାବି ନଥିଲେ । ଘରର ଅଭାବ ରହିଛି କିନ୍ତୁ ଏସବୁ ସେ କରିପାରିବେ ନାହିଁ । ଆଉ ଏହିଭଳି ଭାବେ ତାଙ୍କ ଜୀବନ ଚାଲିଗଲା ସିନା କିନ୍ତୁ ସେ ଶା-ରୀ-ରିକ ସ-ମ୍ପ-ର୍କ ରଖିବାକୁ ରାଜି ହୋଇନଥିଲେ ।

ଆଉ କୁହାଯାଉଛି ଏହି ରାଗରେ ଗେଷ୍ଟମାନେ ତାଙ୍କୁ ମାରି ଦେଇଛନ୍ତି । ତେବେ ପୋଷ୍ଟ ମୋଟମ ରିପୋର୍ଟ ଆସିଲେ ଏହି ଘଚଣାର ସତାସତ୍ୟ ଜଣା ପଡିବ । ଶନିବାର ଦିନ ରିସିକେଶର ଜିଲ୍ଲା କେନାଲ ରୁ ତାଙ୍କ ମୃ-ତ ଦେହ ଉନ୍ଧାର ହୋଇଥିଲା । ଏହି ମାମଲା ରେ ବରିଷ୍ଠ ବିଜେପି ନେତା ବିନୋଦ ଆର୍ଜ୍ୟଙ୍କ ପୁଅ କୋଲକିତ ଆର୍ଯ୍ୟ ସମେତ ତିନି ଜଣକୁ ପୋଲିସ ଗିରଫ କରିଛି ।

Ankita

ଅଙ୍କିତା ନିଖୋଜ ନେଇ ପ୍ରଥମେ ଖବର ଆସିଥିଲା । ଏହାପରେ କେନାଲ ରୁ ତାଙ୍କ ମୃ-ତ ଦେହ ଉନ୍ଧାର ହୋଇଥିଲା । ତଦନ୍ତ ବେଳେ ଜଣା ପଡିଛି ଯେ ହୋଟେଲକୁ ଆସୁଥିବା ଭିଆପି ଅତିଥିଙ୍କୁ ସ୍ପେସିଆଲ ସରଭିସ୍ ମାନେ ସେମାନଙ୍କ ସହ ଶା-ରୀ-ରିକ ସ-ମ୍ପ-ର୍କ ରଖିବାକୁ ଅଙ୍କିତାଙ୍କ ଉପରେ ଚାପ ପକା ଯାଉଥିଲା । ହ୍ବାଟସ୍ଆପ୍ ରେ ଏସବୁ ଜଣା ପଡିଛି । ମେସେଜ୍ ରେ ତାଙ୍କର ଜଣେ ବନ୍ଧୁଙ୍କୁ ଏପରି ଲେଖିଥିଲେ । ମୁଁ ଗରିବ ହୋଇପାରେ କିନ୍ତୁ ୧୦ ହଜାର ଟଙ୍କା ପାଇଁ ମୁଁ ମୋ ନିଜକୁ ବିକ୍ରି କରିପାରିବି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *