ପ୍ରେମ କଲି ବୋଲି ମୋତେ ଏ ଶାସ୍ତି ଦେଲୁ …ମୁଁ ମରିଗଲି ତୁ ଶାନ୍ତିରେ ଅଛୁ ତ

loves

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ଏବେ ର ପ୍ରେମ କରୁଥିବା ପ୍ରେମୀ ଯୁଗଳ ମାନଙ୍କ ବିଷୟ ରେ ବହୁତ କିଛି କଥା ପ୍ରତିଦିନ ଆପଣ ମାନେ ଶୁଣିବାକୁ ପାଉଥିବେ । ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ପ୍ରେମୀ ଯିଗଳ ମାନଙ୍କୁ ବିଷୟ ରେ କହିବୁ ଯାହାକି ଏକ ପ୍ରେମିକ ତାର ପ୍ରେମିକା କୁ ମିଛ ବିଷ କହି ସତ ବିଷ ଦେଇ ଦେଇଥିଲା ଆଉ ତାହାକୁ ଖାଇବା ପରେ ଉକ୍ତ ଯୁବତୀ ଜଣକ ଏବେ ଆଉ ଏହି ଦୁନିଆ ରେ ନାହାନ୍ତି ।

ତେବେ ବନ୍ଧୁଗଣ କଣ ପାଇଁ ସେହି ଯିବତୀ ଜଣକୁ ତାଙ୍କର ପ୍ରେମିକ କାହିଁକି ବିଷ ଦେଲେ ଏହା ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ । ତେବେ ବନ୍ଧୁଗଣ ଏହି ଘଟଣା ଟି ହେଉଛି ବାଲେଶ୍ୱର ଜିଲ୍ଲା ର ଓୈପଦା ଧାନା ଅନ୍ତ୍ରଗତ ଫତେଇ ଗାଁ ର ତେବେ ଏହି ଗ୍ରାମ ର ଏକ ଯୁବତୀ ଯାହାର ନାମ ହେଉଛି ପ୍ରିୟଙ୍କା ପ୍ରିୟଦର୍ଶିନି ।

priyanka

ତେବେ ଏହି ପ୍ରିୟଙ୍କା ତାଙ୍କର ସେହି ଗ୍ରାମ ର ଏକ ଯୁବକ ଜଣଙ୍କୁ 2 ବର୍ଷ ଧରି ପ୍ରେମ କରି ଆସୁଥିଲେ । ତେବେ ସେହି ଯୁବକ ଜଣକ ର ନାମ ହେଉଛି କାଳିଆ ଲେଙ୍କା । ତେବେ ଉଭୟ ଙ୍କ ର ଭଲ ପାଇବା କୁ ନେଇ ଯବତୀ ଜଣକ ର ଘର ଲୋକ ରାଜି ନଥିଲେ । ତେବେ ଏ ନେଇ ଥରେ ଯୁବତୀ ଜଣକ ର ଘର ଲୋକ ଉକ୍ତ ଯୁବକ ଙ୍କ ର ଘର ଲୋକ କୁ ଡାକି ତାଙ୍କର ଝିଅ ର ପିଛା ଛାଡିବା ପାଇଁ କହିଥିଲେ ।

ତେବେ ଏ ସବୁ ହେଲା ପରେ ବି ପ୍ରେମ ରେ ଅନ୍ଧ ହୋଇଥିଲେ ଦୁଇ ଜଣ ତେବେ ଉକ୍ତ ଯୁବକ ଜଣକ ଯୁବତୀ ଙ୍କୁ ପ୍ଲାନ ଦେଇଥିଲେ କି ଏକ ନକଲି ବିଷ ନେଇ ତାଙ୍କର ଘର ଲୋକ ଙ୍କ ଆଗରେ ପିଇବାର ନାଟକ କରିବାକୁ ଯାହା ଦ୍ୱାରା ତାଙ୍କର ଘର ଲୋକ ତାଙ୍କର ପ୍ରେମ ପାଇଁ ରାଜି ହେବେ । ତେବେ ଯୁବକ ଜଣକ ତାଙ୍କୁ ନକଲି ବିଷ ପରିବର୍ତ୍ତେ ତାଙ୍କୁ ଅସଲି ବିଷ ଦେଇଥିଲେ । ତେବେ ଏବେ ସେହି ବିଷ ପିଇ ଯୁବତି ଜଣକ ପ୍ରାଣ ତ୍ୟାଗ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *