“ଗୋଟେ ଭଲ ଅଫିସର ହେବାକୁ ଇଚ୍ଛା ଅଛି..ସେଥିପାଇଁ ମୁଁ ଆଜି…’ କଣ କହିଲେ Tapaswini, ଦେଖନ୍ତୁ ଏହି Video

Tapaswini 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବହୁ ଚର୍ଚ୍ଚିତ ସୁମିତ ଏବଂ ତପସ୍ୱିନୀ ମାମଲା ବିଷୟ ରେ ଅବଗତ ରହିଥିବେ । ତେବେ ଆପଣ ମାନେ ଜାଣିଥିବେ ବହୁତ ଦିନ ଧରି ସୁମିତ ଏବଂ ତପସ୍ୱିନୀ ମାମଲା ହାଇକୋର୍ଟ ରେ ଚାଲିଛି ବୋଲି ଜାଣିଥିବେ । ତେବେ ଆପଣ ମାନେ ଜାଣିଥିବେ କି କେମିତି ଭାବେ ତପସ୍ୱିନୀ ସୁମିତ ଙ୍କ ଘର ଆଗରେ ବୋହୁ ବେଶରେ ବସିଥିଲେ । ଅଭିଯୋଗ କରିଥିଲେ ଯେ ସୁମିତ କଥା ଦେଇ ତାଙ୍କ କଥା ଭାଙ୍ଗି ଦେଇଛନ୍ତି ।

ତପସ୍ୱିନୀ ପ୍ରେମ ବିବାହ କରି ସୁମିତ ଙ୍କ ଘରେ ରହିିଥିଲେ । ଏବଂ ସୁମିତ ଙ୍କ ପରିବାର ଲୋକ କହିବା ଅନୁସାରେ ସେମାନେ ବିଧିବିଧାନ ସହିତ ତପସ୍ୱିନୀ ଏବଂ ସୁମିତ ଙ୍କ ବିବାହ କରିବା ପାଇଁ ଚାହୁଁଛନ୍ତି । ତେବେ ସୁମିତ ଙ୍କ ଘର ଆଗରେ ବହୁ ବେଶ ଧରି ବସି ଏହି କଥା କହିଥିଲେ ଯେ ସୁମିତ କଥା ଦେଇ କଥା ଭାଙ୍ଗି ଦେଇଛନ୍ତି । ତପସ୍ୱିନୀ ସେମିତି ଅପେକ୍ଷା କରିବସିଥିଲେ ତଥାପି ସୁମିତ ଆଉ ଆସିଲେ ନାହିଁ ।

Tapaswini

ତପସ୍ୱିନୀ ସେହି ବୋହୁ ବେଶ ରେ ବସି ରହିଲେ ତପସ୍ୱିନୀ ସୁମିତ ଙ୍କ ଘର ଆଗରେ ଆଉ ଅପେକ୍ଷା କଲେ ସୁମିତ କୁଆଡେ ତାଙ୍କୁ ଘର କୁ  ପୁଣି ଥରେ ଡାକି ନେବେ । ଦିନ ପରେ ଦିନ ବିତିଗଲା କିନ୍ତୁ ସୁମିତ ଆଉ ତପସ୍ୱିନୀ କୁ ଡାକିଲେନି କି ତାଙ୍କୁ ଟିକେ ଦେଖିଲେ ନାହିଁ । ସତରେ ପ୍ରେମ କଣ ଏହାକୁ କୁହାଯାଏ । ତେବେ ଏମିତି ବହୁତ ଦିନ ଧରି କେଶ ଚାଲିଲା ଏବଂ କଥା କୋର୍ଟ କୁ ଗଲା ଏବଂ କୋର୍ଟ ନିର୍ଦ୍ଧେଶ ଦେଇଥିଲା କି ସେମାନେ ସାଥିରେ ଏକାଠୀ ରହିବେ ।

ଏବଂ ବୋଧେ ସେମାନେ ଏକାଠୀ ରହିଲେ ବୋଧେ ସୃଷ୍ଟି ହୋଇଥିବା ସବୁ ବାଦ ବିବାଦ ଠିକ୍ ହେବ । ହେଲେ ସେମାନଙ୍କ ବିବାଦ ଠିକ୍ ହେବା ଦୂରର କଥା ସେମାନଙ୍କ ମଧ୍ୟ ରେ ପ୍ରେମ ବି ସୃଷ୍ଟି ହୋଇ ପାରିଲା ନାହିଁ । ତେବେ ବର୍ତମାନ କୋର୍ଟ ର ନିର୍ଦ୍ଧେଶ ଅନୁସାରେ ତପସ୍ୱନୀ ସୁମିତ ଙ୍କ ଘରେ ରହିଛନ୍ତି । ତେବେ ତପସ୍ୱନୀ ଏକ ଭଲ ଅଫିସର ହେବାକୁ ଚାହାଁନ୍ତି । ତେଣୁ ବର୍ତମାନ ସମୟ ରେ ସେ ପଢା ପଢି ମଧ୍ୟ ଆରମ୍ଭ କରି ଦେଇଛନ୍ତି ।

ସେ କହିଛନ୍ତି ଯେ ସେ ଯେଉଁବି ବିଭାଗ ରେ ରହିବେ ସ୍ୱଚ୍ଛ ମନରେ କାମ କରିବେ । ଏବଂ ଲୋକ ମାନଙ୍କ ସୁବିଧା ଅସୁବିଧା ବୁଝିବେ । ତେବେ ସେ ସଂମ୍ପର୍ଣ୍ଣ ଦୁଇ ମାସ ସ୍ୱାମୀ ଘର ଆଗରେ ବସି ସ୍ୱାମୀ କୁ ପାଇବା ପାଇଁ ଲଢେଇ କରିଥିଲେ । ତେବେ ବର୍ତମାନ ସମୟ ରେ କେଉଁ ପରିକ୍ଷା ଦେଉଛନ୍ତି କଣ ପାଇଁ ଦେଉଛନ୍ତି ସେହି ବିଷୟ ରେ କାହାକୁ ସେ ଜଣେଇ ନାହାଁନ୍ତି । ତେବେ ଆମେ ଆଶା କରୁଛୁ ଏହି ସ୍ୱପ୍ନ ତାଙ୍କର ପୂରଣ ହେଉ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *