ଆଜିଠୁ ପ୍ରବଳ ବର୍ଷା, ୨୨ ଯାଏ ଛେଚିବ ଦେଖନ୍ତୁ କେଉଁ ଜିଲ୍ଲାକୁ କେତେ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶା ର ପାଣିପାଗ କୁ ନେଇ ଆସିଲା ବଡ ଖବର ଆଜି ଠାରୁ ପ୍ରବଳ ବର୍ଷା 21 ଟି ଜିଲ୍ଲାକୁ ଲଗାତାର ଛେଚିବ ଭୀଷଣ ବର୍ଷା । ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ସଂମ୍ପର୍ଣ୍ଣ ରିପୋର୍ଟ ବିଷୟ ରେ । ତେବେ ଉତ୍ତର ବଙ୍ଗୋପସାଗର ଏବଂ କେନ୍ଦ୍ରିୟ ବଙ୍ଗୋପସାଗର ଅଞ୍ଚଳ ରେ ସକ୍ରିୟ ରହିଛି ଘୂର୍ଣ୍ଣିଂ ବଳୟ ଆସନ୍ତା କାଲି ସୁଧା ତାହା ଘନିଭୂତ ହୋଇ ଉତ୍ତର ପଶ୍ଚିମ ପାର୍ଶ୍ୱବର୍ତ୍ତି ଅଞ୍ଚଳ ତଥା ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କେନ୍ଦ୍ର ର ରୂପ ନେବ ଘୂର୍ଣ୍ଣିଂ ବଳୟ ପ୍ରଭାବରେ ଗତ କାଲିଠାରୁ ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଆଜି ବର୍ଷାର ପରିମାଣ ବୃଦ୍ଧି ପାଇବ ।

ଆସନ୍ତା 22 ଯାଏ ରାଜ୍ୟରେ ଅତି ପ୍ରବଳ ବର୍ଷା ଜାରି ରହିବାର ଆଶଂକା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରିଛି । କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଘୂର୍ଣ୍ଣିଂ ବଳୟ ପ୍ରଭାବରେ ଆସନ୍ତା କାଲିଠାରୁ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଅନେକ ସ୍ଥାନରେ ପାଗ ମେଘୁଆ ରହିଛି ଏହି ପରି ସ୍ଥିତି ରେ ଆଜି ବର୍ଷାର ପରିମାଣ ଆହୁରୀ ବଢିବ ବୋଲି ଅନୁମାନ କରାଜାଇଛି ।

rains

ଏହିଥି ପାଇଁ ଆଜି ଚାରି ଗୋଟି ଜିଲ୍ଲାକୁ ଅରେଞ୍ଚ ଏବଂ 10 ଟି ଜିଲ୍ଲାକୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ମାଲକାନାଗିରି , କୋରାପୁଟ , ନବରଙ୍ଗପୁର , ରାୟଗଡା , ଗଜପତି , ନୟାଗଡ , କେନ୍ଦ୍ରାପଡା କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ସେହି ପରି କଳାହାଣ୍ଡି , କନ୍ଧମାଳ , ଏବଂ ପୁରୀ ଜିଲ୍ଲାକୁ ଅରେଞ୍ଚ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି ।

ଆସନ୍ତା 22 ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି । ତେବେ ଆଗାମୀ 72 ଘଣ୍ଟା ଯାଏ ରାଜ୍ୟରେ କିଛି ଜିଲ୍ଲାକୁ ଅରେଞ୍ଚ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ବର୍ତମାନ ସମୟ ରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା ଏବଂ ଟୁଇନ ସିଟି କୁ ଯଦି ନଜର ପକେଇବା ତେବେ ଅଳ୍ପ ଖରା ମଧ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ତେବେ ଆପଣ ମାନଙ୍କ ଅଞ୍ଚଳ ରେ କେତେ ପରିମାଣ ରେ ବର୍ଷା ହୋଇଛି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *