ଆସିଲା ବଡ଼ ଦୁଃଖ ଖବର । ଆଜି ସକାଳୁ ପୁଣି ଓଡିଆ ହିରୋ ଙ୍କର ମୃ-ତ୍ୟୁ ।

Nishi Ranjan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ସିନେମା ରେ ପୁଣି ଶୋକର ଲହରୀ ଖେଳିଜାଇଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଏବେ ଏବେ ଏହି ଖବର କୁ ନେଇ ଓଡିଆ ସିନେମା ଜଗତ ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଏବଂ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ବହୁତ ଦୁଖଃର କଳାବାଦଲ ମାଡି ବସିଛି । ହଁ ବନ୍ଧୁଗଣ ପୁଣି ଏକ ବଡ ଅଭିନେତା ଙ୍କ ଅଚାନକ ଭାବେ ସଡକ ଦୂର୍ଘଟଣା ରେ ମୃ-ତ୍ୟୁ ହୋଇଛି ।

ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଆସିଲା ବହୁତ ବଡ ଦୁଖଃଦ ଘଟଣା ତେବେ ବର୍ତମାନ ସମୟ ରେ ଗୋଟିଏ ଓଡିଆ ହିରୋ ଙ୍କର ପରଲୋକ ହୋଇଛି । ସେ ଏବେ ଆମ ଗହଣ ରେ ନାହାଁନ୍ତି । ଆମେ ଯେଉଁ ଅଭିନେତା ଙ୍କ ସଂମ୍ପର୍କ ରେ କହୁଛୁ ସେ ଥିଲେ ଜଣେ ମିମିକ୍ରି ଆର୍ଟିଷ୍ଟ ଏବଂ ସେ ଅନେକ ଅଭିନେତା ବା ହିରୋ ମାନଙ୍କର ବୟେସ୍ କୁ କପି କରନ୍ତି । ସେମାନଙ୍କ ଚଳଚିତ୍ର ପାଇଁ ସେ କଣ୍ଠ ଦାନ କରନ୍ତି । ତେବେ ସେ ସବୁ ବରିଷ୍ଟ ଅଭିନେତା ଙ୍କର ନକଲ ସେ କରି ପାରନ୍ତି ।

Nishi Ranjan

ତେବେ ଆକ୍ଟର ରାଇମୋହନ , ଅଭିନେତା ବଜୟ ମହାନ୍ତି , ଏବଂ ମିହର ଦାସ ତଥା ଯାତ୍ରା ଅଭିନେତା ଦୈତାରୀ ପଣ୍ଡା ଙ୍କ ମିମିକ୍ରି ସେ କରି ପାରନ୍ତି । ତେବେ ସେ ମଧ୍ୟ ମାନ୍ୟବର ପ୍ରଧାନ ମନ୍ତ୍ରୀ ଏବଂ ମାନ୍ୟବର ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ବୟେସ୍ ର ନକଲ କରି ପାରନ୍ତି । ଏମିତି ଭାବେ ସେ ନକଲ କରନ୍ତୁ ସୁଣିବା ଲୋକ ବି ତାଜୁବ ହୋଇଜାଆନ୍ତି । ତେବେ ତାଙ୍କର ନାମ ନିଶିରଂଞୀନ କର ସେ ଅନେକ ଆଲବମ ମାନଙ୍କରେ ବି କାମ କରିଛନ୍ତି । ବହୁତ ସାରା ସିରିଏଲ ରେ ବି ଅଭିନୟ କରିଛନ୍ତି । ହେଲେ ସେ ଆଜି ଆମ ଗହଣ ରେ ନାହାଁନ୍ତି ।

ତେବେ ନିଶିରଂଞୀନ କର ଙ୍କ ଘର ପୁରୀ ଜିଲ୍ଲାର କାକଟପୁର ଅଞ୍ଚଳରେ ତେବେ ଦୁଖଃର ବିଷୟ ହେଲା କି ନିଶିରଂଞୀନ ଏବେ ଆମ ଗହଣ ରେ ନାହାଁନ୍ତି । ନିକଟ ରେ ଏକ ସଡକ ଦୂର୍ଘଟଣା ରେ ତାଙ୍କର ପରଲୋକ ହୋଇଛି । ତେବେ ଓଡିଶାର କେତେକ ଲୋକ ଅଳ୍ପ ବହୁତ ଜାଣି ପାରନ୍ତି ଅନେକ ଲୋକ ତାଙ୍କୁ ସିଧା ସଳଖ ଦେଖି ନଥିବେ କେବଳ ତାଙ୍କ କଣ୍ଠ ସୁଣିଥିବେ ତେବେ ତାଙ୍କର ଏମିତି ଅଚାନକ ବିୟୋଗ ରେ ଓଲିଉଡ ରେ ଶୋକର ଛାୟା ଖେଳିଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *