କୃଷକ ମାନଙ୍କ ପାଇଁ ଆସିଲା ବଡ଼ ଖୁସୀ ଖବର । ପିଏମ୍ କିଷାନ ଯୋଜନା ରେ ମିଳିବ 2000 ଟଙ୍କା ।

PM Kisan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଏମ୍ କିଷାନ ଯୋଜନା କୁ ନେଇ ବର୍ତମାନ ସମୟ ରେ ଆସୁଛି କିଛି ନୂଆ ସୂଚନା । ତେବ ଏବେ ଆପଣ ମାନଙ୍କ ପାଇଁ ଆସିଜାଇଛି ବଡ ଖୁସୀ ଖବର । ତେବେ ଏହି କିଷାନ ଯୋଜନା ଅଧିନ ରେ 12 ତମ କିସ୍ତି ଅର୍ଥାତ 2000 ଟଙ୍କା କେବେ ସୁଧା ଆପଣ ମାନଙ୍କ ଆକାଉଣ୍ଟ କୁ ଆସିବ ବହୁତ ସାରା ଚାଷୀ ଭାଇ ମାନେ ବି ଚାହିଁ ବସିଛନ୍ତି ।

ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଅପଡେଟ ଉପରେ କେବେ ସୁଧା ଆପଣ ମାନେ ପାଇ ପାରିବେ ଟଙ୍କା ଏହିନେଇ ଆସିଛି ନୂଆ ଆପଡେଟ ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ଯେମିତି କି ଆପଣ ମାନେ ଜାଣିଛନ୍ତି କିଷାନ ଯୋଜନା ଅଧିନ ରେ ବର୍ଷ କୁ 6 ହଜାର ଟଙ୍କା ଲେଖାଏଁ ମିଳିଥାଏ । ତେବେ କିସ୍ତିରେ 2000 ଲେଖାଏଁ ଆସିଥାଏ କିଷାନ ଯୋଜନା ର ଖାତାକୁ ଆଉ ଏହି କଥା ମଧ୍ୟ ଆପଣ ମାନେ ଜାଣିଥିବେ ।

pm

ଏହି ଯୋଜନା ଅଧିନରେ EKYC କରିବା ଜରୁରୀ ଅଟେ । ଜାହା ମଧ୍ୟ ବହୁତ ସାରା ଚାଷୀ EKYC କରିନେଇଛନ୍ତି । ଏହି ମଧ୍ୟରେ ଆହୁରୀ କିଛି ଚାଷୀ ରହିଛନ୍ତି ଯେଉଁ ମାନେ ବର୍ତମାନ ସମୟ ରେ EKYC କରିନାହାଁନ୍ତି । ଯଦି ଆପଣ ମାନେ କରି ନାହାଁନ୍ତି ତେବେ ଏବେବି ଆପଣ ମାନଙ୍କ ପାଖରେ ସମୟ ରହିଛି । ଆପଣ ମାନେ ଏହି ଯୋଜନା ର ଲାଭ ଉଠେଇବା ପାଇଁ ନିଶ୍ଚିତ ଭାବେ ନିକଟସ୍ଥ CSC ସେଣ୍ଟର କୁ ଜାଇ ଏହାର EKYC ଆପଣ ମାନେ କରେଇ ନିଅନ୍ତୁ ,

ନିଶ୍ଚିତ ଭାବେ ଆଗାମୀ କିସ୍ତି ଆପଣ ମାନଙ୍କ ଏକାଉଣ୍ଟ କୁ ଆସିବ ଏବଂ ଆପଣ ମାନେ ମଧ୍ୟ ପାଇ ପାରିବେ 12 ତମ କିସ୍ତିର 2000 ଟଙ୍କା । ମିଳିଥିବା ସୂଚନା ଅନୁସାରେ ଏହି ସେପ୍ଟେମ୍ବର ମାସ 25 ତାରିଖ ରେ ଆପଣ ମାନଙ୍କ ଖାତାକୁ ଆସିବା ପାଇଁ ଯାଉଛି କିଷାନ ଯୋଜନା ର 12 ତମ କିସ୍ତି ଟଙ୍କା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *