ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୁନିଆଁ ରେ ଏମିତି ବହୁତ ଲୋକ ମାନେ ରହିଛନ୍ତି ଯେଉଁ ମାନେ ନିଜର ପେଟ ପୋଷିବା ପାଇଁ ଏକ ବ୍ୟବସାୟ କରିଥାନ୍ତି । ଏହା ସେମାନଙ୍କ ମଜବୁରୀ ହୋଇଥାଏ । କେହି କେବେବି ନିଜର ଖୁସୀରେ ଏହି କାମ କରିନଥାଏ । ପରିସ୍ଥିତି ରେ ପଡି ଲୋକ ମାନେ ଏହି କାମ କରିବା ପାଇଁ ବାଧ୍ୟ ହୋଇଥାନ୍ତି । ସେମିତି ଆମ ଓଡିଶା ରେ ଏକ ସ୍ଥାନ ରହିଛି ଯାହା ଆମ ରାଜଧାନୀ ରେ ରହିଛି ବନ୍ଧୁଗଣ ସେହି ସ୍ଥାନର ନାମ ହେଲା ମାଳିସାହି ।
ତେବେ ଆପଣ ମାନେ ସମସ୍ତେ ମାଳିସାହି ବିଷୟ ରେ ନିଶ୍ଚିତ ଭାବେ ସୁଣିଥିବେ ବହୁତ ସମୟ ରେ ମାଳିସାହି ଦୃଶ୍ୟ ବି ଦେଖିବା ପାଇଁ ପାଆନ୍ତି । ବନ୍ଧୁଗଣ ମାଳିସାହି ରେ ଅନେକ ଦେହଜିବି ବ୍ୟପାର କରୁଥିବା ମହିଳା ଅଟନ୍ତି । ଯେଉଁ ମାନେ ରାତି ଦିନ ପେଟ ପୋଷିବା ପାଇଁ କଷ୍ଟ କରନ୍ତି । ତେବେ ଆଗରୁ ଏହି ସ୍ଥାନ ବହୁତ ଭିନ୍ନ ଥିବା ବେଳେ ପୋଲିସ ଯେତେ ବେଳେ ଇଚ୍ଛା ସେତେବେଳେ ରେଡ ମାରୁଥିଲା ।
ହେଲେ ବନ୍ଧୁଗଁଣ ବର୍ତମାନ ସମୟ ରେ ମାଳିସାହି ବହୁତ ଅଧିକ ବଦଳିଜାଇଛି । ମାଳିସାହି ବର୍ତମାନ ସରକାର ଙ୍କ ଅଧିନରେ ରହିଛି । ତେବେ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାଳିସାହିରେ କାମ କରୁଥିବା ଏହି ମହିଳା ମାନଙ୍କ ପାଇଁ ବହୁତ ଗୁଡିଏ ଯୋଜନା କରୁଛନ୍ତି । ଆଉ ଏହାରି ମଧ୍ୟରେ ମାଳିସାହି ସହ ଯୋଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ଖବର ବିଷୟ ରେ ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିନେବା ।
ତେବେ ମାଳିସାହିରେ ମହିଳା ଆଇକାଡ । ତେବେ ଏହି ଆଇକାର୍ଡଟି ଦେ-ହ ବେପାରୀ ମାନଙ୍କୁ ମିଳିଛି । ମାଳିସାହିରେ ଏମିତି ବହୁତ ମହିଳା ଅଛନ୍ତି ଯେଉଁମାନେ ଆଜିକୁ 30 ରୁ 35 ବର୍ଷ ହେବ ରହିଛନ୍ତି । ଆଗରୁ ମାଳିସାହିରେ ଥିବା ମହିଳା ମାନଙ୍କ ପାଇଁ ସରକାର ରାସନ କାର୍ଡ, ଆଧାର କାର୍ଡ ଏବଂ ଭୁଟର ଆଇଡେଣ୍ଟି କାର୍ଡ ବନେଇ ଥିଲେ । ଏହା ସହ ମାଳିସାହି ମହିଳା ମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କର ବ୍ଲଡ଼ ପରୀକ୍ଷା ଆଉ ଏଚଆଇଭି ପରୀକ୍ଷା ଆଦି କରାଯାଏ ।
ତେବେ ବର୍ତମାନ ସମୟ ରେ ଯେଉଁ ଆଇଡି କାର୍ଡ ସେମାନଙ୍କୁ ମିଳିଛି ସେହିଥିରେ ଥିବା ପ୍ରତ୍ୟୋକ ମହିଳା ମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ରହିଲା ଏବଂ ଆଗରୁ ଏହି ମହିଳା ମାନଙ୍କ କୈଣସି ପରିଚୟ ରହୁନଥିବା ବେଳେ ଏହି ଆଇକାର୍ଡ ମାଧ୍ୟମରେ ଏହି ମହିଳା ମାନଙ୍କୁ ଅନେକ ସୁବିଧା ସୁଯୋଗ ମିଳିବା ପାଇଁ ଯାଉଛି । ତେବେ ବର୍ତମାନ ସମୟ ରେ ଆଇକାର୍ଡ ମିଳିବା ପରେ ମାଳିସାହି ର ମହିଳା ମାନେ ବହୁତ ଖୁସୀରେ ରହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।