ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଜିଓ ଗ୍ରାହାକ ଙ୍କ ପାଇଁ କମ୍ପାନୀ ନେଇ କରି ଆସିଛି ଏକ ବଡ ଅଫର । ଏହି ଅଫର ଅନୁସାରେ ଗ୍ରାହାକ ଙ୍କୁ ମିଳିବ ବର୍ଷା ସାରା ଅନଲିମିଟେଡ କଲ ଏବଂ ଡାଟା ବହୁତ କମ୍ ମୂଲ୍ୟରେ ଜିଓ ଆଣି ଦେଇଛି ଅଧିକ ଲାଭ ପ୍ରଦାନ କାରୀ ପ୍ଲାନ । ତେବେ ଜିଓ ର ଏମିତି ଅନେକ ପ୍ଲାନ ରହିଛି ଜାହା ଅନ୍ୟ ଟେଲିକମ୍ କମ୍ପାନୀ ଯଥା ଏୟାରଟେଲ ଏବଂ ଭିଆଇ ଅପେକ୍ଷା ବହୁତ ସୁଲଭ ଏବଂ ଶାନଦାର ରହିଛି ।
ତେବେ ବନ୍ଧୁଗଣ ଆମେ ଏକ ଜିଓ ପ୍ଲାନ ବିଷୟ ରେ କହିବୁ ଜାହା ବର୍ଷ ସାରା ଭ୍ୟାଲିଡିଟି ଦେଉଥିବାର ଏହି ପ୍ଲାନ ବିଷୟ ରେ କହିବୁ। ଯାହା ଅନ୍ୟ କୈଣସି ପ୍ଲାନ ତୁଳନା ରେ ବୁତ ଶସ୍ତା ଏବଂ ଭଲ ଅଟେ । ଏହି ପ୍ଲାନ ଅନୁସାରେ ଏହା ଯେକୈଣସି ପ୍ଲାନ ତୁଳନା ରେ ବହୁତ ଭଲ ଏବଂ ଶସ୍ତା । ଏହି ପ୍ଲାନ ଅନୁସାରେ ଉପଭୋକ୍ତା ଙ୍କୁ 336 ଦିନରେ ବୈଦ୍ଧତା ସହିତ ଅନେକ ସୁବିଧା ମିଳିଥାଏ ।
ତେବେ ଜିଓ ଫୋନ ଅଲ ଇଜ୍ ୱାନ ତାଲିକା ରେ 28 ଦିନର ବୈଦ୍ଧତା ସହିତ ଆସୁଥିବା ପ୍ଲାନ ହେଉଛି 91 ଟଙ୍କା । ଯଦି ଆପଣ ମାନେ 12 ମାସ ପର୍ଯ୍ୟନ୍ତ 91 ଟଙ୍କା ଖର୍ଚ୍ଚ କରନ୍ତି ତେବେ 1092 ଟଙ୍କା ଖର୍ଚ୍ଚ କରିବେ । ହେଲେ ଜିଓ ର ଏହି ପ୍ଲାନ ରେ 336 ଦିନର ବୈଦ୍ଧତା ମିଳେ ଏହି ପ୍ଲାନ ଅନୁସାରେ ଆପଣ ମାନଙ୍କୁ ପ୍ରତି ମାସରେ 2 ଜିବି ଡାଟା ଏବଂ 28 ଦିନର ବୈଦ୍ଧତା ମିଳିବ । ଅର୍ଥାତ ଗୋଟିଏ ବର୍ଷରେ ଆପଣ ମାନଙ୍କୁ 24 ଜିବିର ଡାଟା ମିଳିବ ।
ଏହା ସହିତ କୈଣସି ନେଟୱାର୍ଡ ଅନଲିମିଟେଡ କଲିଂ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ସେହି ପରି ବେଳେ SMS ବିଷୟ ରେ କହିବାକୁ ଗଲେ 28 ଦିନର ବୈଦ୍ଧତା ସହିତ 50 ଗୋଟି SMS ର ସୁବିଧା ଆପଣ ମାନଙ୍କୁ ମିଳି ପାରିବ । ଏହା ସହିତ ବାକି ସବୁ ସିନେମା ଯେମିତି ଜିଓ ସିନେମା ଜିଓ ଟିଭି ଜିଓ ସିକ୍ଯୁରିଟି ଏବଂ ଜିଓ କ୍ଲାଉଡ ପରି ଆପ୍ଲିକେସନ ଆପଣ ମାନେ ବ୍ୟବହାର କରି ପାରିବେ ତାହାବି ପୁଣି ମାଗଣା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।