କୋଟି କୋଟି ଚାଷୀଙ୍କ ପାଇଁ ଖୁସିଖବର! PNB ଦେଉଛି ୫୦ ହଜାର ଟଙ୍କା, ସିଧା ଆସିବ ଖାତାକୁ

Punjab bank

ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ PNB ମାନେ ପଞ୍ଜାମ୍ ନ୍ୟାସନାଲ ବ୍ୟାଙ୍କ୍ ତରଫ ରୁ ଏକ ଭଲ ସ୍କିମ୍ ଆସି ପହଁଚିଛି । ଯେଉଁଠାରେ ବ୍ୟାଙ୍କ୍ ତରଫ ରୁ କୃଷକ ମାନଙ୍କୁ 50 ହଜାର ଟଙ୍କା ଯାଏ ପ୍ରଦାନ କରାଜାଉଛି । ତେବେ ଏହି ଟଙ୍କାକୁ ଆପଣ ମାନେ ନେଇ ଚାଷ କାମ ସହିତ ନିଜର ବ୍ୟକ୍ତିଗତ କାମ ପାଇଁ ଆପଣ ମାନେ ନେଇ ପୂରଣ କରି ପାରିବେ ।

ତେବେ ଆସନ୍ତୁ ଜାଣିନେବା ବ୍ୟାଙ୍କ୍ କେଉଁ ଖାସ ସ୍କିମ୍ ନେଇ କରି ଆସୁଛି ଏବଂ ଏହାର ଫାଇଦା ଆପଣ ମାନେ କେମିତି ଉଠେଇ ପାରିବେ । ତେବେ ପଞାମ୍ ନ୍ୟାସନାଲ ବ୍ୟାଙ୍କ୍ ତରଫ ରୁ PNB ତତ୍କାଳ ଋଣ ଯୋଜନା ର ସୁବିଧା କରାଜାଇଛି । ଜାହା ଅନୁସାରେ ଏହି ଟଙ୍କା ଚାଷୀ ମାନଙ୍କ ଖାତା କୁ କ୍ରେଡିଟ ହେବ ତେବେ ଏହି ଦିନ ରେ PNB ଟ୍ୱଇଟ କରି ଏହି ବିଷୟ ରେ ସୂଚନା ଦେଇଛନ୍ତି ।

Punjab bank

ତେବେ ଏହି ଦିନ ରେ PNB ନିଜର ଅଫିସିଆଲ ଟ୍ୱଇଟ ରେ ସୂଚନା ଦେଇଛନ୍ତି ଯେ ଏହି ଦିନ ରେ ଚାଷୀ ଭାଈ ମାନଙ୍କ ଆବଶ୍ୟକତା କୁ ପୂରଣ କରିବା ଲାଗି PNB କିସାନ ତତ୍କାଳ ଋଣ ଯୋଜନା ଆଣି କରି ଆସିଛନ୍ତି । ତେବେ ଏହିଥିରେ କଣ ରହିଛି ଖାସ । ତେବେ ପଞ୍ଜାମ୍ ନ୍ୟାସନାଲ ବ୍ୟାଙ୍କ୍ କହିଛି ଚାଷୀ ଭାଇ ମାନଙ୍କୁ ଏହି ସ୍କିମ୍ ରେ ଚାଷବାସ ପାଇଁ ଯେତେ ଟଙ୍କା ଆବଶ୍ୟକତା ହେଉ କିମ୍ବା ଅନ୍ୟ କୈଣସି ଆବଶ୍ୟକତା କୁ ପୂରଣ କରିବା ଲାଗି ଏହି ସ୍କିମ୍ ର ଆପଣ ମାନେ ଫାଇଦା ନେଇ ପାରନ୍ତି ।

ତେବେ ଚାଷୀ ମାନେ ଏହି ଋଣ କୁ ନିଜର ଉଦ୍ଦେଶ୍ୟ ପୂରଣ କରିବା ପାଇଁ ନେଇ ପାରିବେ । ତେବେ ଯଦି ଆମେ ଏହାର ଫାଇଦା କେଉଁ ମାନଙ୍କୁ ମିଳି ପାରିବ ସେହି ବିଷୟ ରେ କହିବା ତେବେ । ଏହି PNB ତତ୍କାଳ ଋଣ ଯୋଜନା ରେ ଫାଇଦା ନେବା ନିମନ୍ତେ ଚାଷୀ ହେବା ଜରୁରୀ ଅଟେ । ବ୍ୟାଙ୍କ୍ ର କହିବା ଅନୁସାରେ ଏହି ଯୋଜନା କେବଳ କୃଷକ ଏବଂ ଯେଉଁ ମାନଙ୍କ ପାଖରେ କିଷାନ କ୍ରେଡିଟ କାର୍ଡ ରହିଥିବ । ତାଙ୍କୁ ଏହି ଯୋଜନା ର ଲାଭ ପ୍ରଦାନ କରାଯିବ ।

ଏହିଥି ପାଇଁ ସେମାନଙ୍କୁ ଗତ ଦୁଇ ବର୍ଷର ବ୍ୟାଙ୍କ୍ ରେକର୍ଡ ମଧ୍ୟ ଦରକାର ହେବ । ବ୍ୟାଙ୍କ୍ କହିବା ଅନୁସାରେ ଏହି କାଷାନ ତତ୍କାଳ ଋଣ ଅନୁସାରେ ଲୋନ ସୀମାର 25 ପ୍ରତିଶତ ପର୍ଯ୍ୟନ୍ତ ଲୋନ ଦିଆଯିବ । ଜାହାର ସର୍ବାଧିକ ସୀମା 50 ବର୍ଷ ପର୍ଯ୍ୟନ୍ତ ହେବ । ଏହି ଲୋନ କୁ ରଖିବା ପାଇଁ କୃଷକ ମାନଙ୍କୁ କୈଣସି ଗ୍ୟାରେଣ୍ଟି ଦେବାକୁ ହେବ ନାହିଁ । ଏବଂ କୌଣସି ପ୍ରକାରର ସର୍ଭିସ୍ ଚାର୍ଜ ମଧ୍ୟ ଲାଗିବ ନାହିଁ ।

ଏହି ଯୋଜନା ଅନୁସାରେ ଏହି ଲୋନ ରାଶି ସୁଜିବା ପାଇଁ 5 ବର୍ଷ ସମୟ ଦିଆଯିବ । ଏହିଥିରେ ଲୋନ କିସ୍ତିବି ସରଳ ରଖାଜାଇଛି । ଯେମିତି ଚାଷୀଙ୍କୁ ଏହାକୁ ସୁଝିବା ପାଇଁ କୈଣସି ଅସୁବିଧା ହେବ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *