ବଏଫେଣ୍ଡ ସହ ପ୍ରେମିକା ଲିକ୍ କରୁଥିଲା ଝିଅଙ୍କ ଗା-ଧେଇବା ଭିଡ଼ିଓ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ରେ ଅଶାନ୍ତି । ହୋଷ୍ଟେଲ ବାଥରୁମ୍ ରୁ ଭାଇରଲ ହେଉଛି ଝିଅଙ୍କର ଭିଜୁଆଲ । ମୋବାଇଲ ରୁ ମୋବାଇଲ ଘୂରି ବୁଲୁଛି ବାଥରୁମ୍ ର ଭିଜୁଆଲ । ଛାତ୍ର ଙ୍କ ସହିତ ଗିରୋଫ ହେଲେ ବୟଫ୍ରେଣ୍ଡ । ଦୁଇ ୱାଡେନ ବି ହେଲେ ନିଲମ୍ବିତ । ତେବେ ପଞାବ୍ ର ଅମୃତସୋର ରେ ଥିବା ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ରେ ଥିବା ଏକାଧିକ ଛାତ୍ରୀଙ୍କର ବାଥରୁମ୍ ଭିଡ଼ିଓ ଭାଇରଲ ଭିଡ଼ିଓ କୁ ନେଇ ବିବାଦ ଲାଗି ରହିଛି ।

ଶନିବାର ରାତିରୁ ଭିଡ଼ିଓ ଭାଇରଲ କୁ ନେଇ ଶିକ୍ଷୟତ୍ରୀ ମାନେ କରୁଥିବା ବିକ୍ଷୋପ କୁ ପ୍ରତିହାର କରିଛନ୍ତି । ତେବେ ଭିଡ଼ିଓ ଭାଇରଲ ଘଟଣା କୁ ନେଇ ବିଶ୍ୱବିଦ୍ୟାଳୟ କତୃପକ୍ଷ ସମସ୍ତ କ୍ଲାସ୍ କୁ ବାତିଲ ରଖିଛନ୍ତି । ଏହା ସହିତ ହୋଷ୍ଟେଲ ର ୱାଡେନ ଙ୍କୁ ନିଲମ୍ବିତ କରିଛନ୍ତି । ପୋଲିସ ବି ନିଲମ୍ବିତ କରିଥିବା ଘଟଣା ରେ ହୋଷ୍ଟେଲ ର ଜଣେ ଛାତ୍ରୀ ଙ୍କୁ ଏବଂ ତାଙ୍କର ପୁରୁଷ ବନ୍ଧୁ ଙ୍କ ସମେତ ମୋଟ ତିନି ଜଣଙ୍କୁ ଗିରୋଫ କରିଛନ୍ତି ।

video

ତେବେ ଲିକ୍ ଭିଡିଓ କୁ ନେଇ ଶିକ୍ଷୟତ୍ରୀ ମାନେ ଆନ୍ଦୋଳନ କରୁଥିବା ବେଳେ ରବିବାର ବିଶ୍ୱବିଦ୍ୟାଳୟ କତୃପକ୍ଷ ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ । ଶେଷରେ ଶିକ୍ଷୟତ୍ରୀ ଙ୍କ ସବୁ ଦାବି କୁ କତୃପକ୍ଷ ମାନିନେବାରୁ ରାତି ପ୍ରାୟ 1.30 ମିନିଟ ରେ ଏହି ଆନ୍ଦୋଳନ କୁ ପ୍ରତ୍ୟାହାର କରାଜାଇ ଥିଲା । ତେବେ ବିଶ୍ୱବିଦ୍ୟାଳୟ କତୃପକ୍ଷ ଦୁଇ ଜଣ ୱାଡେନ ଙ୍କୁ ଏହିଥି ପାଇଁ ନିଲମ୍ବିତ କରିଥିବା ବେଳେ ହୋଷ୍ଟେଲ ର ସମସ୍ତ ୱାଡେନ ଙ୍କୁ ବଦଳି କରି ଦେଇଛନ୍ତି ।

ସେହିପରି ହୋଷ୍ଟେଲ ର ଟାଇମିଂ କୁ ମଧ୍ୟ ପରିବର୍ତନ କରାଜାଇଛି । ତେବେ ସୁରକ୍ଷା ବ୍ୟବସ୍ଥା କୁ ବି ନିୟମିତ ଯାଞ୍ଚ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ଇଣ୍ଟରନେଟ ରେ ଏକାଧିକ ଛାତ୍ରଛାତ୍ରୀ ଙ୍କ ଗାଧୋଇବା ସମୟ ର ଭିଡ଼ିଓ ଭାଇରଲ ହୋଇଥିଲା । ଏମିତି କି କିଛି ଛାତ୍ରୀ ସେମାନଙ୍କ ଭାଇରଲ ଭିଡ଼ିଓ ଦେଖି ଚେତା ସୂନ୍ୟ ହୋଇଜାଇ ଥିବା ଖବର ମିଳିଥିଲା ।

ପୋଲିସ ଏବଂ ବିଶ୍ୱବିଦ୍ୟାଳୟ କତୃପକ୍ଷ ହୋଷ୍ଟେଲ ରେ ପହଁଚି ସ୍ଥିତି କୁ ସୁଧାରିବାକୁ ଚେଷ୍ଟା କରିଥିଲେ । ହେଲେ ସେହି ବେୟ ଅଭିଯୁକ୍ତ କୁ ବି ପୋଲିସ ଗିରୋଫ କରିସାରିଛି । ପୋଲିସ ଭିଡ଼ିଓ ଭାଇରଲ କରିଥିବା ଛାତ୍ରୀ ଏବଂ ହିମାଞ୍ଚଳ ରେ ରହୁଥିବା ତାଙ୍କର 23 ବର୍ଷିୟ ବୟଫ୍ରେଣ୍ଡ ଏବଂ ଆଉ ଜଣେ 31 ବର୍ଷିୟ ଯୁବକ ଙ୍କୁ ଗିରୋଫ କରିବାରେ ସକ୍ଷମ ହୋଇଛି ।

video

ଶିକ୍ଷୟତ୍ରୀ ମାନେ ବାଥରୁମ୍ ରୁ ଭିଡିଓ ଭାଇରଲ ନେଇ ଅଭିଯୋଗ କରିଥିଲେ । ପୋଲିସ ହାତରେ ଗୋଟିଏ ଭିଡିଓ ହସ୍ତାନ୍ତର ହୋଇଥିବାର ସେ କହିଛନ୍ତି । ଅଭିଯୁକ୍ତ ଛାତ୍ରୀ ଜଣଙ୍କ ନିଜର ଆପତ୍ତି ଜନକ ଭିଡିଓ ସୁଟ କରି ଏହାକୁ ହିମାଞ୍ଚଳ ପ୍ରଦେଶ ରେ ରହୁଥିବା ନିଜର ବୟଫ୍ରେଣ୍ଡ ପାଖକୁ ପଠେଇଥିବା ପୋଲିସ କହିଛି । ତେବେ ଏବେ ପୋଲିସ 3 ଅଭିଯୁକ୍ତ ଙ୍କୁ ରିମାଣ୍ଡ ରେ ଆଣି ଘଟଣା ର ଅଧିକ ଖୋଳତାଳ କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *