ଆଜିଠାରୁ ସାରା ଦେଶରେ ଲାଗୁ ହେଲା ନୁଆ ନିୟମ । ଜାଣନ୍ତୁ

From today

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ପ୍ରଥମ ବଡ ଖବର ଟି ହେଉଛି 11 ରୁ 12 ଟଙ୍କା କମିବ ପେଟ୍ରୋଲ ଡିଜେଲ ଦାମ , ବର୍ତ୍ତମାନ ସମୟ ରେ ଅନ୍ତରାଷ୍ଟ୍ରିୟ ବଜାର ର ଅଷଧିତ ତୈଳ ଦର ବହୁତ ହ୍ରାସ ପାଇଛି ଯଦି ଏହି ସ୍ତିତି ଆଗକୁ ଜାରି ରହେ ତେବେ ଦେଶରେ ପେଟ୍ରୋଲ ଡିଜେଲ ଦାମ 11 ରୁ 12 ଟଙ୍କା କମିବାର ସମ୍ଭାବନା ରହିଛି ।

ଗତ 3 ମାସ ମଧ୍ୟ ରେ ଅନ୍ତରାଷ୍ଟ୍ରିୟ ବଜାର ର ଅଷଧିତ ତୈଳ 25 ରୁ 30 ଡଲାର ଶସ୍ତା ହୋଇଛି ଏବେ ଅଷଧିତ ତୈଳ ବେରେଲ ପିଛା 90 ଡଲାର ରେ ବିକ୍ରି ହେଉଛି । ଗତ ମେ ମାସ 31 ତାରିଖ ରେ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଉପରେ ଏକ୍ସାରାସାଇଜ ଡିଉଟି ହ୍ରାସ କରିଥିଲେ ଏହା ପରେ ସାରା ଦେଶ ରେ ପେଟ୍ରୋଲ ଲିଟର ପିଛା 9ଟଙ୍କା 50 ପଇସା ଏବଂ ଡିଜେଲ ଲିଟର ପିଛା 7 ଟଙ୍କା ଶସ୍ତା ହୋଇଥିଲା ।

petrol

ପରବର୍ତ୍ତୀ ଖବର ଟି ହେଉଛି ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ର ବଢିଲା ମହଙ୍ଗା ଭତ୍ତା ପିଛିଲା ବାବଦ ରେ ଜାନୁଆରୀ ମାସରୁ ଲାଗୁ ହେବ ବର୍ଦ୍ଧିତ ଦରମା । ଦୁର୍ଗା ପୂଜା ପୂର୍ବ ରୁ ରାଜ୍ୟ ସରକାର କର୍ମଚାରୀ ମାନଙ୍କୁ ଉପହାର ଦେଇଛନ୍ତି , ସରକାର ଙ୍କ ପକ୍ଷରୁ କର୍ମଚାରୀ ମାନଙ୍କ ର ମହଙ୍ଗା ଭତ୍ତା 3 ପ୍ରତିଶତ ବୃଦ୍ଧି କରାଯାଇଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସଙ୍କ୍ରାତିୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି , ଯାହା ଫଳରେ ସରକାରୀ କର୍ମଚାରୀ ମାନଙ୍କ ର ମଧ୍ୟ ମହଙ୍ଗା ଭତ୍ତା 31 ପ୍ରତିଶତ ରୁ 34 ପ୍ରତିଶତ ବୃଦ୍ଧି ପାଇଛି । ତା ସହ ଏହା ପିଛିଲା ଭାବରେ ଜାନୁାରୀ ପହିଲା ରୁ ଲାଗୁହେବ ବୋଲି କୁହାଯାଇଛି । ତେବେ ସଂସୋଧିତ ହାର ରେ ପେନସନ ପାଉଥିବା ଲୋକ ମାନଙ୍କୁ ଟିଆଇରେ ମଧ୍ୟ 3 ପ୍ରତିଶତ ବୃଦ୍ଧି କରାଯାଇଛି ।

nabine p

ପରବର୍ତ୍ତୀ ଖବର ଟି ହେଉଛି ଗାଡି ଚାଳକ ମାନଙ୍କ ପାଇଁ ଆସିଲା ଖୁସି ଖବର ଘରେ ବସି ପାଇବେ ଆରଟିଓ ର 58 ଟି ନୂଆ ସେବା , ଯାହାକି ଲୋକ ମାନଙ୍କର ସମୟ ବଞ୍ଚାଇବ ଏହା ବ୍ୟତିତ ଆପଣ ଙ୍କ ର ଅସୁବିଧା ମଧ୍ୟ କମ ହେବ ଆପଣ ଙ୍କୁ ବାରମ୍ବାର ଯିବାକୁ ପଡିବ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *