ଶେଷରେ ବାବୁସାନ୍ ଙ୍କୁ ଅପଣାଇଲେ ତୃପ୍ତି… ହସ୍ପିଟାଲରୁ ବାବୁସାନ୍ ଙ୍କୁ ନେବାକୁ ଆସିଲେ ତୃପ୍ତି !!

babusan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶେଷରେ ଗୋଟିଏ ଫ୍ରେମ୍ ରେ ନଜର ଆସିଲେ ଷ୍ଟାର ଦମ୍ପତି ବାବୁସାନ ଏବଂ ତୃପ୍ତି ରାସ୍ତା ଉପରେ ସ୍ୱାମୀ ସ୍ତ୍ରୀ ର କଳିର ପ୍ରାୟ ଦୁଇ ମାସ ପରେ ଗୋଟିଏ ଫ୍ରେମ୍ ରେ ପୁଣି ଥରେ ଦେଖିବା ପାଇଁ ମିଳିଛନ୍ତି ଅଭିନେତା ବାବୁସାନ ଏବଂ ତାଙ୍କ ପତ୍ନୀ ତୃପ୍ତି ବାବୁସାନ ହସ୍ପିଟାଲ ରୁ ଡିସଚାର୍ଜ ହୋଇ ବାହାରିବା ସମୟ ରେ ଦେଖିବା ପାଇଁ ମିଳିଥିଲା ଏହି ଦୃଶ୍ୟଟି ।

ତେବେ ଏଠାରେ ବନ୍ଧୁଗଣ ତୃପ୍ତି ବି କିଛି କହୁଥିବାର ଦେଖିବା ପାଇଁ ମିଳୁଛନ୍ତି । ବନ୍ଧୁଗଣ ଏ ହେଉଛି ବାବୁସାନ ହସ୍ପିଟାଲ ରୁ ଡିସଟଚାର୍ଜ ହେବା ସମୟ ର ଦୃଶ୍ୟ । ତେବେ ହୁଇଲ ଚ୍ୟାୟାର ରେ ବସି ହସ୍ପିଟାଲ ରୁ ବାହାର କୁ ଆସୁଛନ୍ତି ବାବୁସାନ ଏବଂ ତାଙ୍କର ପତ୍ନୀ ତୃପ୍ତି । ତେବେ ବାହାରିବା ସମୟ ରେ ବାବୁସାନ ତୃପ୍ତି ଙ୍କ ହାତକୁ ଧରି କିଛି କହୁଥିବାର ମଧ୍ୟ ଦେଖିବା ପାଇଁ ମିଳିଥିଲେ ।

babu 1

ତେବେ ବାବୁସାନ ଙ୍କ ଆଗାମୀ ଫିଲ୍ମ ଦମନ ର ପ୍ରମୋସନ ପାଇଁ ଲଦାଖ ଜାଇଥିଲେ ବାବୁସାନ ମହାନ୍ତି । ଆଉ ସେଠାରେ ସେ ଅସୁସ୍ଥ ହୋଇ ପଡିଥିଲେ । ତେବେ ଅକ୍ସିଜେନ ସ୍ଥର କମିବା ସହିତ ସେ ପେଟ ଜନିତ ସମସ୍ୟା ରେ ମଧ୍ୟ ପୀଡିତ ହୋଇଥିଲେ । ଏବଂ ପରେ ତାଙ୍କୁ ଭୁବନେଶ୍ୱର ସମ୍ ହସ୍ପିଟାଲ ରେ ଚିକିତ୍ସିତ କରାଜାଉଥିଲା । ଏବଂ ବର୍ତମାନ ସମୟ ରେ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲ ରୁ ଡିସଚାର୍ଜ କରାଜାଇଛି ।

ଆଉ ସବୁଠୁ ବଡ କଥା ହେଲା ପତ୍ନୀ ହିସାବ ରେ ନିଜେ ତୃପ୍ତି ବାବୁସାନ ଙ୍କୁ ଘରକୁ ନେଇଛନ୍ତି । ତେବେ ବାବୁସାନ ଡିସଚାର୍ଚ୍ଚ ହୋଇ ହସ୍ପିଟାଲ ରୁ ବାହାରିବା ସମୟ ରେ ଦେଖିବା ପାଇଁ ମିଳିଥିଲା ଏହି ପରି ଦୃଶ୍ୟ । ତେବେ ସ୍ୱାମୀ ସ୍ତ୍ରୀ ର ଏକାଠୀ ହେବାର ଦୃଷ୍ୟ ଏବେ ଚାରିଆଡେ ଚର୍ଚ୍ଚା ର ବିଷୟ ହୋଇଛି ।

ସବୁ ବିବାଦ ପରେ ବି ତୃପ୍ତି ଙ୍କର ବାବୁସାନ ଙ୍କ ପ୍ରତି କେଉଁଠି ନା କେଉଁଠି ସ୍ୱାମୀ ବାବୁସାନ ଙ୍କ ପ୍ରତି ପ୍ରେମ ରହିଛି । ଏବଂ ଜାହା ଆଲୋଚନା ହେବା ସହିତ ବର୍ତମାନ ସମୟ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *