ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିର୍ଘ ଦିନ ଧରି ନ୍ୟାୟ ପାଇବା ଆଶା ମନରେ ରଖିକି ନ୍ୟାୟ ପାଇଁ କାମନା କରିଛନ୍ତି ଦିପିକା । ଆଉ ଦିନେଶ ଙ୍କୁ ଫେରି ପାଇବା ପାଇଁ କାମନା ମଧ୍ୟ କରିଛନ୍ତି ଦିପିକା । ଆଉ ଖରା ବର୍ଷା ଶୀତ କାକର କୁ ଖାତିର ନକରି ବହୁତ ଦିନ ଧରି ଦିପିକା ଦିନେଶ ଙ୍କ ଘର ଆଗରେ ବସି ରହିଛନ୍ତି । ହେଲେ ଏତେ କଷ୍ଟ କରିବା ପରେ ବି ସେ ନ୍ୟାୟ ପାଇନାହାଁନ୍ତି । ଏପଟେ ତାଙ୍କର ଶଶୁର କହିଛନ୍ତି ଦିନେଶ ଙ୍କ ବାହାଘର ସେମାନେ କେଉଁଠି କରେଇ ଦେଇଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଏହି ଘଟଣା ଉପରେ ଆସନ୍ତୁ ସଂମ୍ପର୍ଣ୍ଣ ନଜର ପକେଇବା ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଦୀପିକା ନ୍ୟାୟ ପାଇକି ଦିନେଶ ଙ୍କ ଘର ସାମ୍ନାରେ ବସି ରହିଥିବା ବେଳେ ଅନ୍ୟ ପରେ ଦୀନେଶ ଙ୍କ ଘର ଲୋକ ତାଙ୍କର ଏହି ଭଳି କାମ କୁ ଗ୍ରହଣ କରୁ ନାହାନ୍ତି | ଆଉ ଏପରି ଏକ ଘଟଣା ସାମ୍ନା କୁ ଆସିଛି ଯେଉଁଥିପାଇଁ ଦୀପିକା କହିଛନ୍ତି କି ପୋଲିସ ତାଙ୍କର ଶଶୁର ଘର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଆଉ ଦୀପିକା ଆହୁରି ମଧ୍ୟ କହିଛନ୍ତି କି ଦିନେଶ ଭଲ କିନ୍ତୁ ସେମାନେ ତାଙ୍କୁ ସେମାନଙ୍କର ଆୟତ୍ତ ରେ ରଖିଛନ୍ତି । ଆଉ ଦିନେଶ ଙ୍କ ଘର ଲୋକ ତାଙ୍କ ସହିତ ଖେଳ ଖେଳୁଛନ୍ତି ।
ତେବେ ଦୀପିକା ଏମିତି କହିବାର କାରଣ ହେଉଛି । ଦୀପିକା ଘର ଆଗରେ ବସିଥିବା ବେଳେ ଦିନେଶ ଙ୍କ ଘର ଲୋକ ତାଲା ପକେଇ କୁଆଡେ ଜାଇଥିଲେ । ଆଉ ସେମାନେ ମଧ୍ୟ କିଛି ଦିନ ହେଲା ଘରେ ନଥିଲେ । ଏବଂ ପାଖ ପଡିଶା ଲୋକ ମାନେ ତାଙ୍କୁ ଏହି ବିଷୟ ରେ ପଚାରିବାରୁ ସେ କହିଥିଲେ କି ସେମାନେ କୁଆଡେ ଦିନେଶ ଙ୍କ ବାହାଘର ଠିକ୍ କରିବା ସହିତ । ଦିନେଶ ଙ୍କ ବାହାଘର କରିବା ପାଇଁ ବାହାର କୁ ଜାଇଥିଲେ । ଏବଂ ପରେ ସେମାନେ ଦିନେଶ ଙ୍କ ବାହାଘର ସରିଛି ବୋଲି ମଧ୍ୟ କହିଥିଲେ ।
ତେବେ ଏହି କଥା ସୁଣିବା ପରେ ଦୀପିକା କହିଛନ୍ତି କି ଦୀପିକା ସହିତ ଦିନେଶ ଙ୍କ ସଂମ୍ପର୍କ ଥିବା ଦିନେଶ ଗୋଟିଏ ପିଲାର ବାପା କଥା ତାଙ୍କର ଘର ଲୋକ ଜାଣିବା ପରେ ବି ଦିନେଶ ଙ୍କ ବାହାଘର କେମିତି ଆଉ କାହା ସହିତ ସେମାନେ କରି ପାରୁଛନ୍ତି । ଆଉ ଦିନେଶ ଙ୍କ ମାଆ ଦୀପିକା ଙ୍କ ସହିତ ଜାହା କରିଥିଲେ । ତେବେ ଦିନେଶ ଙ୍କ ବାପା ମଧ୍ୟ ଏଠାରେ ଅନ୍ୟୟ କରିଛନ୍ତି ବୋଲି କହିଛନ୍ତି ଦୀପିକା । ଏହି ଘଟଣା ରେ ସେ ପୋଲିସ ଙ୍କୁ ଦାବି କରିଛନ୍ତି ସେମାନଙ୍କୁ ଉଚିତ ଦଣ୍ଡ ଦେବା ପାଇଁ । ଜାହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।