ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ସୋସିଆଲ ମିଡିଆ ରେ ବର୍ତମାନ ସମୟ ରେ ଏମିତି ଏକ ଘଟଣା ଭାଇରଲ ହେବାରେ ଲାଗିଛି । ଜାହାକୁ ଦେଖିଲେ ଆପଣ ମାନେ ଜାଣି ପାରିବେ କି ପର-କ୍ରିୟା-ପିର୍ତ୍ତୀ କେତେ କଷ୍ଟ ଦାୟକ ହୋଇଥାଏ । ତେବେ ଆପଣ ମାନେ ତ ଜାଣିଥିବେ କି ଆଜିର ସମୟ ରେ ଲୋକ ମାନେ ଲଜ୍ୟା କୁ ଛାଡି ସାରିଲେଣି । ଜାହା ସାଙ୍ଗରେ ପାରୁଛନ୍ତି ତା ସାଙ୍ଗରେ ସଂ-ମ୍ପର୍କ ବା ପ୍ରେମ କରୁଛନ୍ତି । ସେହିଥି ପାଇଁ ନିଜ ଲୋକ ମଧ୍ୟ ଦେଉଛନ୍ତି ଧୋକା । ତେବେ ସେହି ଭଳି ଏକ ପ୍ରେମ ସଂ-ମ୍ପର୍କ କୁ ନେଇ ହୋଇଛି ହ-ତ୍ୟା । ତାହାବି ପୁଣି ଜଣେ ସାଙ୍ଗ କରିଛନ୍ତି ଆଉ ଜଣେ ସାଙ୍ଗକୁ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ବିବରଣି ଜାଣିନେବା ।
ତେବେ ଜାହା ଜଣା ପଡିଛି ଜଣେ ସାଙ୍ଗ ହୋଇ ଆଉ ଜଣେ ସାଙ୍ଗ କୁ ଦେଇଛନ୍ତି ଧୋକା ଆଉ ସେ କହିଛନ୍ତି ଯେ ସାଙ୍ଗ ହିସାବ ରେ ମୁଁ ତାକୁ ବିଶ୍ୱାସ କରିଥିଲି । ହେଲେ ସେ ମୋ ବିଶ୍ୱାସ ରେ ବିଷ ଦେଲା ଆଉ ଏବେ ମୋ ସ୍ତ୍ରୀ ଙ୍କ ପାଖକୁ ଭିଡିଓ କଲ କରିକି କହୁଛି ଶାଡୀ ଖୋଲିବା ପାଇଁ । ଆଉ ସେ କହିଛନ୍ତି କି ତାଙ୍କ ସାଙ୍ଗ ମଧ୍ୟ ତାଙ୍କ ଘରକୁ ଆସୁଥିଲେ ଆଉ ଘଣ୍ଟା ଘଣ୍ଟା ତାଙ୍କର ସ୍ତ୍ରୀ ଙ୍କ ସହିତ ଗପୁଥିଲେ , ଆଉ ସ୍ୱାମୀ ହୋଇକି କେତେ ଆଉ ସହିଥାନ୍ତେ ସେ । ନା ତାଙ୍କ ସାଙ୍ଗ ତାଙ୍କ କଥାକୁ ଶୁଣିଥିଲେ ନା ତାଙ୍କର ସ୍ତ୍ରୀ ।
ତେବେ ତାଙ୍କର ସ୍ତ୍ରୀ କୁ ସେ ସାତ ଜନ୍ମ ପାଇଁ ସାଥି ହେବାର ବଚନ ଦେଇଥିଲେ । ତେଣୁ ତାକୁ ତ ମାରି ପାରିବେ ନାହିଁ । ଯେଉଁଥି ପାଇଁ ଶେଷରେ ସେ ତାଙ୍କର ସାଙ୍ଗ କୁ ମାରିଦେଲେ । ତାଙ୍କ ସ୍ତ୍ରୀ ଙ୍କ ସହିତ ସେ ଶୋଉଥିଲେ ସେହିଥି ପାଇଁ ସେ ସବୁ ଦିନ ପାଇଁ ଶୁଆଇ ଦେଲେ । ହଁ ବନ୍ଧୁଗଣ ଏବେ ଏମିତି ଗୋଟେ ଅଭାବନିୟ ଘଟଣା ଘଟିଛି । ଆଉ ଜଣେ ସାଙ୍ଗ ନେଇଛନ୍ତି ଆଉ ଜଣେ ସାଙ୍ଗ ଙ୍କ ଜିବନ ।
ତେବେ ଏହି ମୃ-ତକ ଜଣଙ୍କ ହେଲେ ଅକ୍ଷୟ । ତେବେ ଅକ୍ଷୟ ଏବଂ ତାଙ୍କର ସାଙ୍ଗ ମିଶି କରି 16 ନଂ ଜାତୀୟ ରାଜପଥ ପାଖରେ ଏକ ଢାବା ଖୋଲିିଥିଲେ । ତାଙ୍କର ପରିବା ଲୋକ ଙ୍କ ସହିତ ଅକ୍ଷୟ ଙ୍କ ସଂମ୍ପର୍କ ଭଲ ରହୁଥିଲା ତାଙ୍କର ସ୍ତ୍ରୀ ସହିତ ମିଳାମିଶା ଭଲ ଥିଲା ହେଲେ ପରେ ଅକ୍ଷୟ ଉପରେ ସଂନ୍ଧେହ ହେଲା ସେ ସ୍ତ୍ରୀ ଙ୍କୁ ଭଲ ପାଉଛନ୍ତି ବୋଲି ଜାଣିବା ପରେ ଛାତ ଉପରେ ଶୋଇଥିବା ସମୟ ରେ ନିର୍ମମ ଭାବେ ହ-ତ୍ୟା କରିଥିଲେ ଅକ୍ଷୟ ଙ୍କ ସାଙ୍ଗ । ଏହି ଖବର ପାଇ ପୋଲିସ ଆଉ ସାଇଣ୍ଟିଫିକ ଟିମ ମଧ୍ୟ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଯାହା ଏବେ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।