ମରିଗଲେ ବି ଝିଅ ବିବାହରେ ଦିଅନ୍ତୁ ନାହିଁ ଏହି 3ଚି ଜିନିଷ …

3 things

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ସମସ୍ତ ବାପା ମାଆଙ୍କ ର ଇଚ୍ଛା ରହିଥାଏ କି ତାଙ୍କର ଝିଅ ତାର ବିବାହ ପରେ ତାର ଶାଶୁ ଘରେ ହସ ଖୁସି ରେ ରହୁ ଏବଂ ସେଠାରେ ତାକୁ ତାର ନିଜ ବାପା ମାଆ ଙ୍କ ଭଳି ସ୍ନେହ ଏବଂ ଆଦର ମିଳୁ ବୋଲି ତେବେ କିଛି ଭୁଲ ପାଇଁ ତାଙ୍କର ଝିଅ କୁ ତାର ଶାଶୁ ଘରେ ଏପରି ଖୁସି ମିଳି ନଥାଏ ।

ତେବେ ବନ୍ଧୁଗଣ ଝିଅ ର ବିଦାୟ ସମସୟ ରେ ଆପଣ ମାନେ ଭୁଲ ରେ ବି ଏହି ଜିନିଷ ଦେବା କଥା ନୁହେଁ ଯାହା ଦ୍ୱାରା ଆପଣ ଙ୍କ ର ଝିଅ କୁ ବହୁତ ଦୁଃଖ ଭୋଗିବାକୁ ପଡିଥାଏ , ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟ ରେ ଯାହାକି ବିବାହ ପରେ ଝିଅ ର ବିଦାୟ ସମୟ ରେ ବାପା ମାଆ ମାନେ ଭୁଲ ରେ ଦେବା କଥା ନୁହେଁ ।

Pepper

ତେବେ ପ୍ରଥମ ରେ ହେଉଛି ଲଙ୍କା , ତେବେ ଏହାକୁ ଆପଣ ମାନେ ଭୁଲ ରେ ବି ଝିଅ ର ବିଦାୟ ସମୟ ରେ ଦେବା ଅନୁଚିତ କାରଣ ଏହା କରିବା ଦ୍ୱାରା ତାଙ୍କର ସୁନ୍ଦର ସମ୍ପର୍କ ସ୍ଥାପନା ହେବା ପରିବର୍ତ୍ତେ ସେଠାରେ ଲଙ୍କା ପରି ରାଗ ସୃଷ୍ଟି ହୋଇଥାଏ । ଏହା କରିବା ଦ୍ୱାରା ମଧୁର ସମ୍ପର୍କ ରେ ଝଗଡା ସୃଷ୍ଟି ହୁଏ ।

ତେବେ ଦ୍ୱିତୀୟ ରେ ଗ୍ୟାସ ଚୁଲା , ତେବେ ଆପଣ ମାନେ ଏହାକୁ ଯଦି ଆପଣ ଙ୍କ ର ଝିଅ ର ବିଦାୟ ହେବା ସମୟ ରେ ଦିଅନ୍ତି ଏହାର ଅର୍ଥ ଏହାକି ସେଠାରେ ସେ ଅଲଗା ରାନ୍ଧି ସେ ଖାଇବ ଏବଂ ମଧୁର ସମ୍ପର୍କ ଭିତରେ ସେଠାରେ ସେ ସମସ୍ତ ଙ୍କ ଠାରୁ ଅଲଗା ହୋଇରହିବ ।

Gas stove

ତେବେ ତୃତୀୟ ରେ ହେଇଛି ଆଚାର , ତେବେ ଆଚାର ର ଧର୍ମ ହେଉଛି ଖଟା କରିବା ଯଦି ଆପଣ ଏହାକୁ ବିଦାୟ ସମୟ ରେ ଦିଅନ୍ତୁ ତେବେ ଏହାର ଅର୍ଥ ଏହା ହୋଇଥାଏ କି ଝିଅ ସେଠାରେ ମଧୁର ସମ୍ପର୍କ ସ୍ଥାପନା କରିବା ରେ ସେଠାରେ ଖଟା ର ସମ୍ପର୍କ ହେବ ତେଣୁ ଆପଣ ମାନେ ଭୁଲ ରେ ବି ଏହି ଜିନିଷ କୁ ବିବାହ ପରେ ଝିଅ ର ବିଦାୟ ସମୟ ରେ ଦେବା କଥା ନୁହଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *